Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ର ଇଞ୍ଜିନ୍
ବଲାଙ୍ଗୀର: କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍ର ଇଞ୍ଜିନ ଆଗକୁ ପଳାଇଛି। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍ରେ ବୁଧବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍ର ଗୁଂଜିତରା ନିକଟରେ ଆଜି ଅପରାହ୍ଣ ସାଢ଼େ ୪ଟାରେ ଏଭଳି ପରିସ୍ଥିତି…
ଫସଲହାନି କାରଣରୁ ଚାଷୀ କୀଟନାଶକ ପିଇ ଜୀବନ ହାରିଲେ
ମୋହନା: ଋଣଭାର ସାଙ୍ଗକୁ ଫସଲହାନି ଘଟଣାରେ ମାନସିକ ଦୁଶ୍ଚିନ୍ତାରେ ଗଜପତି ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। କାରଣରୁ ଭାଙ୍ଗିପଡ଼ି କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଓ ଅଡ଼ବା ଥାନା ଅଧୀନ ଫଟାଚାଞ୍ଚଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଆଲୋଡ଼ନ…
ସାପ ବିଷ ରାକେଟର ପର୍ଦ୍ଦାଫାସ୍ : ୨୬ଟି ନାଗସାପ ଉଦ୍ଧାର
ବାଲେଶ୍ୱର: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ । ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର ହୋଇଛି ୨୬ଟି ନାଗ ସାପ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩…
ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ
ଭାପୁର: ଭାପୁର ବ୍ଲକ୍ ଅଞ୍ଚଳରେ ଆବଶ୍ୟକ ବର୍ଷାଠାରୁ କମ୍ ବର୍ଷା ହୋଇଥିବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧା ଉପୁଜିଛି। ଗତ କିଛି ଦିନ ହେଲା ଲଘୁଚାପ ବର୍ଷା ହେଲା, କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ବର୍ତ୍ତମାନ ଆକାଶରେ କଳାହାଣ୍ଡିଆ ବର୍ଷା ଉଠାଉଛି କିନ୍ତୁ ବରଷୁନାହିଁ। ବର୍ଷା…
ବିପଦସଂକୁଳ ପୋଲ, ବାଉଁଶ ବାଡ଼ା ଭରସା
ପୁରୀ: ଭାର୍ଗବୀର ଭରା ନଈ ଉପରେ ଯାଇଥିବା ପୋଲ ବିପଦସଙ୍କୁଳ ଘୋଷଣା ହୋଇଛି। ମାତ୍ର ଯାତାୟାତର ଅନ୍ୟ ବିକଳ୍ପ ନଥିବାରୁ ବାସିନ୍ଦାମାନେ ଏହି ପୋଲ ଉପରେ ଯାତାୟାତ କରୁଛନ୍ତି। ପୋଲ ତଳ ଭାଗ ଭାଙ୍ଗି ଦୁର୍ବଳ ହୋଇଗଲାଣି। ପୋଲ ଅଣ ଓସାରିଆ ହୋଇଥିବା ବେଳେ ଯାତାୟାତ ପାଇଁ ଯଥେଷ୍ଟ ସ୍ଥାନ…
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସ୍ବତନ୍ତ୍ର କ୍ୟାବିନ୍ ପାଲଟିଛି ଗୋଦାମ
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର କ୍ୟାବିନ୍ ଗୋଦାମରେ ପରିଣତ ହୋଇଛି। ଏଠାରେ ଚିକିତ୍ସାଳୟରେ ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠିକା ସଂସ୍ଥାର ସିମେଣ୍ଟ୍ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। ରୋଗୀଙ୍କ ସ୍ବାର୍ଥକୁ ପଛରେ…
ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ
ପୁରୀ : ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ। ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ମୃତ ବ୍ୟକ୍ତି ଜଣଙ୍କ ପ୍ରଫୁଲ୍ଲ ଚନ୍ଦ୍ର ସାହୁ। ସେ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଭାବେ…
ପୋଖରୀରୁ ଯୁବକଙ୍କ ଗଳିତ ଶଵ ଉଦ୍ଧାର
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ହନୁମନ୍ତିଆ ଜଙ୍ଗଲ ଦୋବଲାପାଳ ଗ୍ରାମ ଜନକନାଳିଠାରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିର ଶଵ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଣିରେ ଅଧାବୁଡ଼ି ରହିଥିବା ଦେଖିବାକୁ ମିଳିଛି।…
ଆଜିଠୁ ରାଜ୍ୟରେ ୪ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା
ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ । ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଦିଗରୁ ତାର ସ୍ବାଭାବିକ ଅବସ୍ଥାନକୁ ଫେରିବ ମୌସୁମୀ ନିମ୍ନ ଚାପରେଖା । ମୌସୁମୀ ସକ୍ରିୟ ହେବା ସହ ରାଜ୍ୟରେ ବଢିବ ବର୍ଷାର…
ନିଦ ହଜାଉଛି ଦରଦାମ୍: ୧୫ ମାସରେ ସର୍ବାଧିକ
ନୂଆଦିଲ୍ଲୀ/ ଭୁବନେଶ୍ବର: ହରଡ଼, ବୁଟ, ମଟର, ମୁଗ, ବିରି, ଗହମ, ଅଟା, ଚାଉଳ, ସୁଜି ଓ ଟମାଟୋ ସମେତ ବିଭିନ୍ନ ପନିପରିବାର ଦାମ୍ରେ ହୋଇଥିବା ବୃଦ୍ଧି ସାଧାରଣ ଲୋକଙ୍କ ନିଜ ହଜାଇଛି। ଖାଦ୍ୟ ସାମଗ୍ରୀ ଦରରେ ହୋଇଥିବା ବୃଦ୍ଧିର ପ୍ରଭାବ ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତିରେ ପ୍ରତିଫଳିତ…