Browsing Category

ଜିଲ୍ଲା

ଛାତ୍ରଛାତ୍ରୀଙ୍କୁ ସରପଞ୍ଚଙ୍କ ନିଆରା ଭେଟି

ଓଡ଼ଗାଁ,୨୩/୦୨(ନି.ପ୍ର):ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ବିଜନ୍ ପାଇକରାୟ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କୁ କେତେ ଯେ ଭଲପାଆନ୍ତି ତା'ର ଏକ ନମୁନା ଦେଖିବାକୁ ମିଳିଛି ସ୍ଥାନୀୟ ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋରଠାରେ।ଗତ ଓଡ଼ଗାଁ ମହୋତ୍ସବରେ ଉକ୍ତ…

ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଆଇଏମଆଇ, ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ବାଲେଶ୍ଵର, ୨୨/୦୨(କୃଷ୍ଣ କୁମାର ମହାନ୍ତି) ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ବର ଏବଂ ଇନ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର କ୍ୟାମ୍ପସରେ ପାରସ୍ପରିକ ସମନ୍ଵିତ ବିକାଶ ସହ ଅନୁସନ୍ଧାନ, ସହଯୋଗ ଏବଂ ତାଲିମ ପାଇଁ ଏକ ଏମଓୟୁ ସ୍ୱାକ୍ଷର ହୋଇଯାଇଛି। ଫକୀରମୋହନ…

ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ର ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୨ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଗୁରୁବାର ପ୍ରଥମ ଦିନରେ ମଣ୍ଡଳା କରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ…

ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ବହୁଭାଷୀ କବି ସମ୍ମିଳନୀ

ବାଲେଶ୍ଵର, ୨୧/୦୨; (କୃଷ୍ଣ କୁମାର ମହାନ୍ତି) ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସଭାଗୃହରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, କୋଲକାତା କାର୍ଯ୍ୟାଳୟର…

ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ବ ମାତୃଭାଷା ଦିବସ ପାଳିତ

ବାଲେଶ୍ବର, ୨୧/୦୨(କୃଷ୍ଣ କୁମାର ମହାନ୍ତି) ଭାଷାର ବିକାଶ ଓ ସୁରକ୍ଷା ଦିଗରେ ସଦା ଯତ୍ନଶୀଳ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ସ୍ନାତକୋତ୍ତର ଭାଷା ଓ ସାହିତ୍ଯ ବିଭାଗ ପକ୍ଷରୁ ଆଜି ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ମାଆ…

ରାଜ୍ୟପାଳଙ୍କ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନ

କେନ୍ଦୁଝର: ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ଶ୍ରୀ ଦାସ ସେଠାରେ ପହଞ୍ଚିବା ପରେ ବିଦ୍ୟାଳୟର ଆଚାର୍ଯ୍ୟଗଣ ଓ ଛାତ୍ରଗଣ ପୁଷ୍ପଗୁଛ ଦେଇ ସ୍ୱାଗତ…

ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଖିଳ ଭାରତ କୃଷକ ମହାସଭା ଓ ସିପିଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡାର ଖିଲାପଦର ଛକଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୧୬ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର…

ଫକୀରମୋହନ ବିଶ୍ବବିଦ୍ୟାଳୟର ସମାଜସେବା ବିଭାଗ ପକ୍ଷରୁ ଦଶଦିନିଆ ଗ୍ରାମୀଣ ଶିବିର ଉଦଯାପିତ : ‘୫-ଜ’କୁ…

ବାଲେଶ୍ଵର, ୧୯/୦୨(କୃଷ୍ଣ କୁମାର ମହାନ୍ତି) ଫକୀର ମୋହନ ବିଶ୍ବବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ମୟୂରଭଞ୍ଜ ଜିଲ୍ଲାର ଶରତ ବ୍ଲକର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ସହ ଦଶଦିନିଆ ଗ୍ରାମୀଣ ଶିବିର ଶେଷ ହୋଇଯାଇଛି। ଏହାର ଉଦଯାପନୀ ଉତ୍ସବରେ ଅଧ୍ୟାପିକା ଓ…

ଦାୟିତ୍ୱରେ ଅବହେଳା – କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବିତ

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଦେଶରୁ ଏହା ସ୍ପଷ୍ଟ ହୋଇଛି। ଦାୟିତ୍ୱରେ ଅବହେଳା ଯୋଗୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ତୁରନ୍ତ…

ଯୁବକବି ଯାଦବେନ୍ଦ୍ର ସାହାଙ୍କ, କବିତା ସଂକଳନ ‘ଧୂଳିଘର’ ଲୋକାର୍ପିତ

ବାଲେଶ୍ଵର ୧୫/୨(କୃଷ୍ଣ କୁମାର ମହାନ୍ତି): ଯୁବକବି ଯାଦବେନ୍ଦ୍ର ସାହାଙ୍କ ପ୍ରଥମ କବିତା ସଂକଳନ 'ଧୂଳିଘର' ଲୋକାର୍ପିତ ହୋଇଯାଇଛି l ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ବିଶିଷ୍ଟ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସଭାପତିତ୍ୱରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ…