Browsing Category

ଜିଲ୍ଲା

ବେଦାନ୍ତ ଆଲୁମିନିୟମ୍‌ ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍‌ଯନ୍ତ୍ରର ଅଭିଯୋଗ ହୋଇଛି।

ଝାରସୁଗୁଡ଼ା: ଝାରସୁଗୁଡ଼ା ଭୁର୍କାମୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ୧୩ କୋଟିର ଜଳକର ଠକେଇ ମାମଲାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍‌ଯନ୍ତ୍ରର ଅଭିଯୋଗ ହୋଇଛି। ୨୦୦୬ ମସିହା ତୁଳନାରେ ବର୍ତ୍ତମାନ ବେଦାନ୍ତର ଆୟତନ ପ୍ରାୟ ୧୦ ଗୁଣା ବୃଦ୍ଧି…

୧୮ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ: ଅବକାରୀ ମୋବାଇଲ ୟୁନିଟି ରାଣୀପଥର ତନଖି ଫାଟକରେ ଯାନବାହନ ତନଖି କରୁଥିବା ବେଳେ ଗୋଟିଏ ଇଣ୍ଡିଗୋ ଇସିଏସ୍ କାର ସହ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ବେଆଇନ ଗଞ୍ଜେଇ ପରିବହନ ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ୟୁନିଟି। ଗିରଫ ଅଭିଯୁକ୍ତ ମାନେ ହେଲେ…

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସିଇଓ

ଲାଞ୍ଜିଗଡ଼: ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପଶ୍ଚିମ ଓଡ଼ିଶା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର। ଆଜି ଶ୍ରୀ ମିଶ୍ର ପ୍ରଥମେ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ପହଞ୍ଚିବା ପରେ ଫାଇଭ୍ ଟି ଯୋଜନା ତଥା…

ଜିଏସଟି ବିଭାଗର ଚଢାଉ

କାମାକ୍ଷାନଗର: କାମାକ୍ଷାନଗର ସହରର ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ। କଟକ ଡିଭିଜନର ଏକ ୭ଜଣିଆ ଟିମ କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ, ରଡ ଦୋକାନ ଉପରେ ଚଢାଉ କରିଛି। ଜିଏସଟି ଫାଙ୍କି ଥିବାର ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ…

ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ ରୁମର ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ସଚିନ ସାହୁ ଓ ପ୍ରଥମ ବର୍ଷ ହାଉସ ସର୍ଜନ ଥିଲେ। ମୃତ୍ୟୁର କାରଣ ଜଣାପଡ଼ିନି। କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା…

ଜାମ୍ମୁରୁ ୭ ଦିନ ପରେ ଗାଁରେ ପହଞ୍ଚିଲା ମରଶରୀର

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଗୋପାଳପୁର ଥାନା ଅଧୀନସ୍ଥ ନୂଆଗୋଳାବନ୍ଧ ଗ୍ରାମର ଅରୁଣ କୁମାର ଦାସ (୫୨)ଙ୍କ ମର ଶରୀର ଜାମ୍ମୁରୁ ଅଣାଯାଇ ଗାଁ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସୂଚନା ଯେ ମୁତ ଅରୁଣ ଦୀର୍ଘ ୩୫ ବର୍ଷ ହେଲା ଜାମ୍ମୁରେ ଦିପକ କୁମାର…

ଖିଚିଂର ଐତିହାସିକ ମା’ କିଚକେଶ୍ୱରୀ ମନ୍ଦିରରୁ ହୁଣ୍ଡି କାଟି ଚୋରି କଲେ ଦୁର୍ବୃତ୍ତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ୱରୀ। ମା’ କିଚକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ। ଗତକାଲି ବିଳମ୍ବିତ ରାତ୍ରରେ ଖିଚିଂର ଏହି ଐତିହାସିକ  ମନ୍ଦିରରେ ଥିବା ମୁଖ୍ୟ ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।  ମୁଖ୍ୟ…

ଭାଲିଆଗଡ ଗଣେଶ ପୂଜା ରେ ୧୨୨ କେଜି ଲଡୁ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ ଠାରେ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଉଥିବା ବେଳେ ପୂଜାରେ ୧୨୨ କେଜି ଓଜନର ଲଡୁ ଗଣେଶଙ୍କ ଠାରେ ଭୋଗ ଲାଗିବା ଆକର୍ଷଣ ପାଲଟିଛି। ଦୀର୍ଘ ବର୍ଷ ହେଲା ଗାଁ ର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ୯ ଦିନ…

ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୧୧ ଅସୁସ୍ଥ: ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି

ହାଟଡ଼ିହି: ଖାଦ୍ୟରେ ବିଷକ୍ରିୟା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ୧୧ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ହାଟଡ଼ିହି ବ୍ଲକ ଅମୃତପୁର ଗାଁର  ଗୋପୀନାଥ ଦାସଙ୍କ ଗୋଟିଏ ପରିବାରର ୧୧ ସଦସ୍ୟ…

ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…