Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ୫/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଂଚାୟତ ବାଲିପାଟଣା ଗ୍ରାମର ରାମ ଚନ୍ଦ୍ର ଜେନା (୮୨) ଆଜି ଦିନ ୧୦ଟା ବେଳେ ନିଜ ଗାଇ ଆଣିବାକୁ ବ୍ରାହ୍ମଣୀ ନଦୀ ନିକଟସ୍ଥ ଅଂଚଳକୁ ଯାଇଥିଲେ I ମାତ୍ର ନଦୀ ପାର ହୋଇ ଆସୁଥିବା ସମୟରେ ଭୁଲ କ୍ରମେ ନଦୀର ପ୍ରଖର ସ୍ରୋତରେ ଭାସି…
କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
କେନ୍ଦୁଝର: ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କେନ୍ଦୁଝର ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା…
ବିକ୍ରି ହୋଇପାରୁନି ସୂର୍ଯ୍ୟମୁଖୀ ମଞ୍ଜି, କୃଷି କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା
ବାସୁଦେପୁର: ଅମଳ ହୋଇ ପଡ଼ିଛି ଶହ ଶହ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି। ମାସ ମାସ ଧରି ମଞ୍ଜି ପଡ଼ିଥିଲେ ବି ବିକ୍ରି ହୋଇପାରୁନି। ବର୍ଷା ଦିନ ଚାଲି ଥିବାରୁ ମଞ୍ଜି ଖରାପ ହେବାକୁ ହେଲାଣି। ଅମଳ ମଞ୍ଜି ବିକ୍ରି କରି ନପାରି ଚାଷୀ ଚିନ୍ତାରେ ପଡ଼ିଛି। ଏହାର ପ୍ରତିବାଦ କରି ଚାଷୀ ଆନ୍ଦୋଳନକୁ…
ମହେନ୍ଦ୍ରଗିରି(ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ ।
ଗଜପତି:୪/୮(ମନୋଜ ପାଢ଼ୀ):୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଶିକ୍ଷକ ଓ ଅଭିଭାବକ ବୈଠକ ସ୍ଥାନୀୟ ମହେନ୍ଦ୍ରଗିରି(ପୌର)ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା…
ବାଲିପାଟଣା ବନ୍ୟା ଦୁର୍ଗତଙ୍କୁ ଭେଟିଲେ ବିଧାୟକ
ପଟ୍ଟାମୁଣ୍ଡାଇ ୩/୮ : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବାଲିପାଟଣା ପଞ୍ଚାୟତର ବନ୍ୟା ଦୁର୍ଗତଙ୍କୁ ଭେଟିଛନ୍ତି ବିଧାୟକ ଗଣେଶ୍ଵର ବେହେରା।
ବାଲିପାଟଣା ଭେଡିସାହୀ ହରିଜନ ସାହିରେ ପହଞ୍ଚି ବନ୍ୟା ଦୁର୍ଗତ ମାନଙ୍କୁ ସମସ୍ତ ବିଷୟରେ ପଚାରି ବୁଝିଥିଲେ।…
କୁମ୍ଭୀର ଆକ୍ରମଣର ଶିକାର ମହିଳାଙ୍କ ମୃତ ଦେହ ଉଦ୍ଧାର
ପଟ୍ଟାମୁଣ୍ଡାଇ୪/୮: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର ସୁଚିତ୍ରା ଦାସ (୪୬) ଗତକାଲି ସକାଳ ୫ଟା ସମୟରେ ସବୁ ଦିନ ପରି ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ I ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ନଦୀକୂଳରେ ଖୋଜାଖୋଜି…
ବନ୍ୟାଞ୍ଚଳ ବୁଲିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିର୍ଦେଶ
ପଟ୍ଟାମୁଣ୍ଡାଇ ୪/୮ : ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ ବିପନ୍ନ ଲୋକମାନଙ୍କ ସହିତ ଆଲୋଚନା କରିଥିଲେI ଉପ ମୁଖ୍ୟମନ୍ତ୍ରୀ ଶ୍ରୀସିଂହଦେଓ ପଟ୍ଟାମୁଣ୍ଡାଇ ବ୍ଲକର କ୍ଷତିଗସ୍ତ ସିଂହଗାଁ…
ଚେନ୍ନାଇରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ଶ୍ରମିକ ନିଖୋଜ, ଖୋଜିବା ପାଇଁ ବୃଦ୍ଧ ପିତା ମାତା ଗଜପତିରୁ ଚେନ୍ନାଇ ଗଲେ ।
ଗଜପତି 4/8(ମନୋଜ କୁମାର ପାଢୀ):ବୃଦ୍ଧ ପିତା ମାତାଙ୍କୁ ପରିପୋଷଣ କରିବା ପାଇଁ ଗଜପତି ଜିଲ୍ଲାରୁ ନିଜ ଭିଟା ମାଟି ଛାଡି ଦାଦନ ଶ୍ରମିକ ଭାବେ
ଚେନ୍ନାଇ ଯାଇଥିବା ଶ୍ରମିକ ନିଖୋଜ ଅଛନ୍ତି । ସେ ଦୀର୍ଘ 2 ମାସ ଧରି ନିଖୋଜ ଥିବା ସହ ତାର କୌଣସି ଖବର ନ ପାଇ ବୃଦ୍ଧ ପିତାମାତା ତାକୁ ଖୋଜିବା ସହ…
ସେଞ୍ଚୁରିଅନ୍ ୟୁନିଭର୍ସିଟିରେ ‘TEJAS’ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ।
ଗଜପତି,4/8(ମନୋଜ ପାଢ଼ୀ): ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘TEJAS (Transforming Entrepreneurial Journeys Across States & Districts)’ ଉଦ୍ୟୋଗୀ ସଚେତନତା…
ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବାଲେଶ୍ଵରରେ ପାଳିତ ହେଲା ବିଶ୍ୱ ସ୍ତନ୍ୟପାନ ସପ୍ତାହ: ନବଜାତ ଶିଶୁର ସୁସ୍ଥ ବିକାଶ…
ବାଲେଶ୍ୱର, ଅଗଷ୍ଟ ୪ (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ତାଲିମ କେନ୍ଦ୍ର ସଭାକକ୍ଷରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଥିଲା, “ଜୀବନର ଚିରନ୍ତନ ବିକାଶର ଅୟମାରମ୍ଭ ପାଇଁ…