Sign in
Sign in
Recover your password.
A password will be e-mailed to you.
Browsing Category
ନୟାଗଡ଼
ଛାତ୍ରଛାତ୍ରୀଙ୍କୁ ସରପଞ୍ଚଙ୍କ ନିଆରା ଭେଟି
ଓଡ଼ଗାଁ,୨୩/୦୨(ନି.ପ୍ର):ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ବିଜନ୍ ପାଇକରାୟ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କୁ କେତେ ଯେ ଭଲପାଆନ୍ତି ତା'ର ଏକ ନମୁନା ଦେଖିବାକୁ ମିଳିଛି ସ୍ଥାନୀୟ ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋରଠାରେ।ଗତ ଓଡ଼ଗାଁ ମହୋତ୍ସବରେ ଉକ୍ତ…
ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,୦୪/୦୨(ନି.ପ୍ର):ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓଡ଼ଗାଁସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଲଷ୍ଟରରୁ ମନୋନୀତ ହୋଇ ଉକ୍ତ…
ବ୍ଳକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪
ଆଜି ବ୍ଳକ ସମ୍ମିଳନୀ କକ୍ଷରେ ଓଡ଼ଗାଁ ବ୍ଳକ ରୁ ଆସିଥିବା ୬୪ ଜଣ କବି, କବୟିତ୍ରୀ, ଗାଳ୍ପିକ, ସାହିତ୍ୟିକ ଓ ଭାଷାବିତ୍ ମାନଙ୍କୁ ନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ…
ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ; ଜାତୀୟ ଯୁବ ସପ୍ତାହ ପାଳିତ
ବୋଲଗଡ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନ ଉଦ୍ଘାଟନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା…
ଦଶପଲ୍ଲା: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି ଆସନ୍ତା ୫ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ନୟାଗଡ଼…
ଓଡ଼ଗାଁ ବ୍ଲକ୍ ପାଇଁ ଗୌରବ ସାଜିଲେ ତମନ୍ନା ଓ ନୀଲମ୍
ଓଡ଼ଗାଁ,୧୩/୧୨(ନି.ପ୍ର):ଗତ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ୩୩ତମ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ସେମିନାର୍ ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରଦର୍ଶନୀରେ ଜୁନିୟର ବିଭାଗରେ ସରକାରୀ ଉ.ପ୍ରା.ବିଦ୍ୟାଳୟ,ଦଣ୍ଡୋରର ଚତୁର୍ଥଶ୍ରେଣୀ…
ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ
ଭାପୁର: ଭାପୁର ବ୍ଲକ୍ ଅଞ୍ଚଳରେ ଆବଶ୍ୟକ ବର୍ଷାଠାରୁ କମ୍ ବର୍ଷା ହୋଇଥିବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧା ଉପୁଜିଛି। ଗତ କିଛି ଦିନ ହେଲା ଲଘୁଚାପ ବର୍ଷା ହେଲା, କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ବର୍ତ୍ତମାନ ଆକାଶରେ କଳାହାଣ୍ଡିଆ ବର୍ଷା ଉଠାଉଛି କିନ୍ତୁ ବରଷୁନାହିଁ। ବର୍ଷା…
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସ୍ବତନ୍ତ୍ର କ୍ୟାବିନ୍ ପାଲଟିଛି ଗୋଦାମ
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର କ୍ୟାବିନ୍ ଗୋଦାମରେ ପରିଣତ ହୋଇଛି। ଏଠାରେ ଚିକିତ୍ସାଳୟରେ ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠିକା ସଂସ୍ଥାର ସିମେଣ୍ଟ୍ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। ରୋଗୀଙ୍କ ସ୍ବାର୍ଥକୁ ପଛରେ…
ହାଇୱ। ଧକ୍କାରେ ଯୁବକ ମୃତ
ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ପଶ୍ଚିମ ପଟେ ରାତି ବାରଟା ସମୟରେ ହାଇୱ। ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଫତେଗଡ଼-ଖଣ୍ଡପଡ଼ାକୁ ସଂଯୋଗ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ…
ଛୁଆକୁ ମାରିବାକୁ ରାଜି ନହେବାରୁ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ
ଶରଣକୁଳ: ଛୁଆକୁ ମାରିବାକୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ତୋଡିବାରୀ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକରଣ ଘଟଣା। ୨୧ଦିନର ଶିଶୁକନ୍ୟାକୁ ମାରିବାକୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀ ଆତ୍ମହତ୍ୟା କରିଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି…