Sign in
Sign in
Recover your password.
A password will be e-mailed to you.
Browsing Category
କେନ୍ଦୁଝର
ଚାନ୍ଦା ନଦେବାରୁ ଠିକାଦାରଙ୍କୁ ହତ୍ୟା ଅଭିଯୋଗ : ଘଷିପୁରା
କେନ୍ଦୁଝର : ରାତିରେ ଠିକାଦାରଙ୍କୁ ଘରୁଡାକି ମଦ ପିଇବାକୁ ଟଙ୍କା ମାଗିଲେ , ଟଙ୍କା ନଦେବାରୁ ସଂଘବଦ୍ଧ ହୋଇ ଠେଙ୍ଗାରେ ଆକ୍ରମଣ କରିଲେ । ଏହାସହିତ ବିଧା ଗୋଇଠା ସହ ଠେଙ୍ଗା ମାଡରେ ଠିକାଦାରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା…
ଏସିଆନ ସୁଟିଂ ଚାମ୍ପିୟନସିପରେ ଚମକିଲେ କେନ୍ଦୁଝର ଝିଅ
କେନ୍ଦୁଝର : ସାହରପଡା ବ୍ଲକ ଉଦୟପୁର ଗ୍ରାମର କନ୍ୟା “ମାନ୍ୟତା ସିଂହ” ନୂଆଦିଲ୍ଲୀ ଠାରେ ଆୟୋଜିତ ଏସିଆନ୍ ସୁଟିଂ ଚାମ୍ପିୟନସିପ-୨୦୨୬ରେ ଚମକିଛନ୍ତି । ସେ ୧୦ ମିଟର ଏୟାର ରାଇଫଲ ମହିଳା ଜୁନିଅର ଇଭେଣ୍ଟରେ ପ୍ରଥମ ପଦାର୍ପଣରେ ସମୁଦାୟ ୨୪୯. ୭ ପଏଣ୍ଟ ହାସଲ କରି ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ…
ଚମ୍ପୁଆରେ OISF ବସ୍ ଦୁର୍ଘଟଣାରେ ୧୯ ଆହତ, ବସ୍ରେ ଥିଲେ ୨୨ କର୍ମଚାରୀ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ତାଡ଼ୁଆବାହାଲ ନିକଟରେ ବସ୍ ଦୁର୍ଘଟଣା । ଶୁକ୍ରବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ ସମୟରେ OISF (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ର ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ବସ୍ରେ ପ୍ରାୟ ୨୨ ଜଣ OISF…
ଆନନ୍ଦପୁର ନିଆଳି ଝରଣା ଗାଁରେ ଟ୍ରିପଲ୍ ମର୍ଡର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ନିଆଳି ଝରଣା ଗାଁରେ ତିନି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ଝିଅ ସସ୍ମିତା ସୋରେନ (୧୪), ବାପା ଜିତେନ୍ଦ୍ର ସୋରେନ (୫୦), ମାଆ ମାଳତୀ ସୋରେନ (୪୬) । ପାରିବାରିକ ଗଣ୍ଡଗୋଳ କାରଣରୁ ଏଭଳି…
ଦ୍ରୌପଦୀ ଦେବୀ ବାଲଭବନ ଓ ଦ୍ରୌପଦୀ ଦେବୀ ଭିନ୍ନ କ୍ଷମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ।
ବଡ଼ବିଲ : ବଡ଼ବିଲ ର ଜିଲ୍ଲା ପ୍ରଥମ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ ଭବନ ର ଉଣିଶି ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନ ହଲ ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ତହସିଲ ଦାର ଶ୍ରୀ ଯୁକ୍ତ ରାକେଶ କୁମାର ପଣ୍ଡା ଓ ସେଣ୍ଟ ମେରୀ…
ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, ୧୪/୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ବୈତରଣୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବୁଡ଼ ପକାଇଛନ୍ତି। ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଅଛନ୍ତି। ପାଟଣା ରାଜନଗରରେ ପହଞ୍ଚି ବୈତରଣୀର ଶବ୍ୟା କାବେରୀ ଘାଟରେ ପୂଜାର୍ଚ୍ଚନା…
ମକର ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ
କେନ୍ଦୁଝର : ମକର ସଂକ୍ରାନ୍ତିରେ ଘଟଗାଁ ମା ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି | ସକାଳୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ମଙ୍ଗଳ ଆଳତୀ ସମେତ ଯଥା ରିତିକାନ୍ତିରେ ପୂଜାର୍ଚ୍ଚନା କରିଛନ୍ତି। ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି।…
ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ , ଆମୁଣି ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ଆମୁଣି ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ୧୭.୧୨.୨୦୨୪ ଏବଂ ୧୮.୧୨.୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବ ର ଉଦଘାଟନ ଦିବସ ରେ…
ଢେଙ୍କିକୋଟ -ସୀତାବିଞ୍ଜ ରେଳବାଇ ଷ୍ଟେସନକୁ ରାସ୍ତା ମରାମତି ଦାବି
କେନ୍ଦୁଝର : ଢେଙ୍କିକୋଟ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ସୀତାବିଞ୍ଜ ଷ୍ଟେସନକୁ ଯାଇଥିବା ରାସ୍ତାର କିଛି କିଛି ଅଂଶ ମରାମତି କରାଯାଇଛି । ଏହା ସତ୍ତ୍ବେ ଏହି ରାସ୍ତାର ବହୁ ସ୍ଥାନରେ ଗୋଡି ଉଠି ଖାଲଖମା ସୃଷ୍ଟି ହୋଇଛି । ତଣ୍ଡିବେଡ଼ା ଗାଁ ନିକଟରେ ଏହି ରାସ୍ତାର କିଛି ଅଂଶ ଆଦୌ ପିଚୁ…
ନବନିର୍ମାଣ କୃଷକ ସଙ୍ଗଠନର ସିଂହାସନ ଖାଲିକର ସମାବେଶ
କେନ୍ଦୁଝର: ନବନିର୍ମାଣ କୃଷକ ସଙ୍ଗଠନ କେନ୍ଦୁଝର ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କାଳୀପଡ଼ିଆରେ ସିଂହାସନ ଖାଲିକର ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୋଚିଗାଁସ୍ଥିତ ଫ୍ଲାଇଓଭର ନିକଟରୁ ସଙ୍ଗଠନର ଶତାଧିକ ସଦସ୍ୟ ସଦସ୍ୟା ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ…