Sign in
Sign in
Recover your password.
A password will be e-mailed to you.
Browsing Category
କନ୍ଧମାଳ
ପୁଲୱାମା ସହିଦ ସ୍ମୃତିରେ ରକ୍ତଦାନ ଶିବିର,୧୫୧ ୟୁନିଟ୍ ରକ୍ତ ସଂଗ୍ରହ
ଫୁଲବାଣୀ : ପୁଲୱାମା ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ୪୦ ଜଣ ସିଆରପିଏଫ୍ ଯବାନଙ୍କ ପୁଣ୍ଯାତିଥିରେ ସହୀଦମାନେ ଦେଶ ପାଇଁ ଦେଇଥିବା ବଳିଦାନକୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଆଜି ସକାଳ ୮…
ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ବ୍ଳକ ଅନ୍ତର୍ଗତ ବରପଦା ସ୍ଥିତ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଡ଼ମ୍ବର ସହିତ ସ୍ଥାନୀୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ସୁଭ୍ରାରାଣି ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଳକ…
ଆଇଟିଡିଏ ପକ୍ଷରୁ ୨ ଦିନିଆ ଯୁବ ଉଦ୍ୟୋଗୀ କର୍ମଶାଳା
ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇଟି ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଫୁଲବାଣୀ ଉପଖଣ୍ଡର ୩ଟି ବ୍ଲକ୍ ରେ କାମ କରୁଥିବା ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଲଘୁ ଉଦ୍ୟୋଗ ସ୍ଥାପନ ଓ ପରିଚାଳନା ସମ୍ବନ୍ଧୀୟ ୨…
ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ବିଷୟ ଥିଲା ଭାରତୀୟ ଗଣତନ୍ତ୍ର.. ସମସ୍ୟା ଓ ଆହ୍ୱାନ। ମୁଖ୍ୟ ଅତିଥିଭାବେ…
୬୦ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
ଫୁଲବାଣୀ: ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଠାରୁ ସାଡୀଙ୍ଗିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଲେଣ୍ଡ୍ରିଗାଁ ଘାଟି ନିକଟରେ ଗଞ୍ଜେଇ ଭର୍ତ୍ତି ହୋଇ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ରବିବାର ସକାଳୁ ଯାଞ୍ଚ କରିଥିଲେ। ଅଟୋରେ ଥିବା…
କନ୍ଧମାଳ: ବଡ଼ଦିନ ପାଇଁ ବଡ଼ ବ୍ୟବସ୍ଥା, ସମଗ୍ର ଜିଲା ଉତ୍ସବ ମୁଖର
ଫୁଲବାଣୀ: ରାତି ପାହିଲେ ବଡ଼ଦିନ। ଏହି ଦିନ ପାଇଁ କନ୍ଧମାଳ ଜିଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ କରାଯାଇଛି ବଡ଼ ବ୍ୟବସ୍ଥା। ସମଗ୍ର ଜିଲାରେ ଯେଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ବଡ଼ଦିନ ପାଳନ ହୋଇ ପାରିବ ସେଥି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି।
ବଡ଼ଦିନ ପାଇଁ ସମଗ୍ର ଜିଲା…
ଦିନକ ପରେ ବଡ଼ଦିନ: ଘୁମୁସର ଉଦୟଗିରିରେ ପର୍ବ ପାଳନ ପୂର୍ବରୁ ଫ୍ଲାଗ୍ ମାର୍ଚ୍ଚ କଲା ପୁଲିସ୍
କନ୍ଧମାଳ : ପାଖେଇ ଆସିଲାଣି ବଡ଼ଦିନ। ଅର୍ଥାତ ଦିନକ ପରେ ଖ୍ରୀଷ୍ଟ ସମ୍ପ୍ରଦାୟର ପବିତ୍ର ବଡ଼ଦିନ ଧୁମଧାମରେ ପାଳନ ହେବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟରେ ଏହି ପର୍ବ କିଭଳି ଶାନ୍ତି ଶୃଙ୍ଖଳା ସହ ସାରା ଅଞ୍ଚଳରେ ପାଳିତ ହେବ ସେଥି ନିମନ୍ତେ ଶନିବାର ସ୍ଥାନୀୟ…
୭୩ଟି ଅଭିଯୋଗ ଶୁଣିଲେ କନ୍ଧମାଳ ଜିଲାପାଳ
ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। କ.ନୂଆଗାଁ ବ୍ଲକରେ ଥିବା ୧୪ଟି ପଞ୍ଚାୟତରେ ଥିବା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଆବାସ…
ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ ତରଫରୁ ସ୍ବାସ୍ଥ୍ୟ ସେବା ଶିବିର
କନ୍ଧମାଳ : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଆଶ୍ରମ ତଥା ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ୍ ପୁଣେ,ମହାରାଷ୍ଟ୍ର ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ତା…
ଜଙ୍ଗଲରେ ଘୁରି ବୁଲୁଛନ୍ତି ହାତୀପଲ: ଚିନ୍ତାରେ ବନ ବିଭାଗ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ
ଫୁଲବାଣୀ :ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଏହି ପଲରେ ୧୩ରୁ ଅଧିକ ହାତୀ ଥିବା ଗ୍ରାମବାସୀ କହୁଛନ୍ତି। ହାତୀପଲ ବୌଦ୍ଧ ଜିଲାରୁ କନ୍ଧମାଳ ଜଙ୍ଗଲରେ ପଶିଥିବା ଅନୁମାନ କରାଯାଉଛି। କିଛି ଦିନ ତଳେ ହାତୀପଲ ଚକାପାଦ ଅଞ୍ଚଳରେ ପଶି ଅନେକ…