Sign in
Sign in
Recover your password.
A password will be e-mailed to you.
Browsing Category
ଗଞ୍ଜାମ
ସଫେଇ କର୍ମଚାରୀଙ୍କୁ ଶୀତ ବସ୍ତ୍ର ପ୍ରଦାନ ।
ବ୍ରହ୍ମପୁର : ସାନ ଓ ନୀଳ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ରାଉତପେଣ୍ଠା ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସମସ୍ତ ସଫେଇ କର୍ମଚାରୀଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ସାନ ଓ ନୀଳ ଫାଉଣ୍ଡେସନର ଅଧ୍ୟକ୍ଷ ପି. ଧର୍ମା ରାଓ, ଉପ ସଭାପତି ଏସ.ଚିଟ୍ଟୀ…
ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର : ଗତ ଦୁଇ ଦିନ ଧରି ନିଖୋଜ ଥିବା ଶ୍ରୀନିବାସ ଦଳେଇ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବକୁ ଟାଉନ ଥାନା ଅର୍ନ୍ତଗତ ବିଜିପୁର ବନ୍ଧରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତି ଜଣକ ଗତ ଶନିବାର ସନ୍ଧ୍ୟା ଭ୍ରମଣରେ ଯାଇ ଘରକୁ ନ ଫେରିବାରୁ ଟାଉନ ଥାନା ରେ ଏକ…
ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୌହାଟୀରୁ ବେଙ୍ଗାଲୁରୁ ଯାଉଥିଲା ସୁପରଫାଷ୍ଟ ଟ୍ରେନ୍ । ଷ୍ଟେସନରେ ରହଣି ବେଳେ ବି ୨ ବଗିର ତଳପଟୁ ନିଆଁ ବାହାରିଥିଲା । ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ପରେ…
ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ
ଖଲ୍ଲିକୋଟ : ପୂର୍ବତନ ବିଧାୟିକା ତଥା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ହୋଇଛି । ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ…
୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ପାଇବେ ଗଞ୍ଜାମ ଏସପି ଜଗମୋହନ ମୀନା
ଛତ୍ରପୁର : ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା କରାଯାଇଛି।୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ସମ୍ମାନଜନକ ରାଜ୍ୟପାଳ ପଦକ ପାଇବେ। ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର ପ୍ରଦାନ କରାଯିବ। କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଏହି ପୁରସ୍କାର…
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଜାତୀୟ କର୍ମଶାଳା ଉଦଯାପିତ
ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜାତୀୟ କର୍ମଶାଳା ’ଦକ୍ଷିଣ ଓଡିଶାର ପଦର୍ଶନଶିଳ ଲୋକକଳା’ ଶୀର୍ଷକ ଉଦଯାପିତ ହୋଇଛି। ଉଦଯାପିତ ଉତ୍ସବରେ ମୁଖ୍ୟ…
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ବିଶ୍ୱଶାନ୍ତି ହୋମଯଜ୍ଞ ଆୟୋଜିତ
ଗଂଜାମ: ଗତ 27 ନଭେମ୍ବର 2023 ତାରିଖ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଗଂଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମରେ ଅବସ୍ଥିତ ଶ୍ରୀ ପଦ୍ମନାଭ ଗୋଶାଳାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ" ଆୟୋଜିତ ହୋଇଥିଲା।
ଏହା…
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ବିଶ୍ୱଶାନ୍ତି ହୋମଯଜ୍ଞ ଆୟୋଜିତ
ଗଂଜାମ : ଗତ ୨୭ ନଭେମ୍ବର ୨୦୨୩ ତାରିଖ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଗଂଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମରେ ଅବସ୍ଥିତ ଶ୍ରୀ ପଦ୍ମନାଭ ଗୋଶାଳାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ" ଆୟୋଜିତ ହୋଇଥିଲା।
ଏହା ସକାଳ ୧୦…
ଡମ୍ପିଂୟାର୍ଡ ପାଲଟିଛି ଗୋପାଳପୁର ନଦୀପଠା
ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ସହରରୁ ବାହାରୁଥିବା ପଲିଥିନ, କପଡ଼ା ଓ ଥର୍ମୋକୁଲଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବା ନିମନ୍ତେ କୌଣସି ସୁବିଧା ନଥିବାରୁ ସେଗୁଡିକୁ ସିଗିଡି ସାହି ନିକଟରେ ଥିବା ନଦୀପଠାରେ ଜମା କରାଯାଉଛି। ଯାହାଫଳରେ ଏବେ ସେଠାରେ ହଜାର ହଜାର କ୍ବିଣ୍ଟାଲର ପଲିଥିନ ଓ…
ଜାମ୍ମୁରୁ ୭ ଦିନ ପରେ ଗାଁରେ ପହଞ୍ଚିଲା ମରଶରୀର
ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଗୋପାଳପୁର ଥାନା ଅଧୀନସ୍ଥ ନୂଆଗୋଳାବନ୍ଧ ଗ୍ରାମର ଅରୁଣ କୁମାର ଦାସ (୫୨)ଙ୍କ ମର ଶରୀର ଜାମ୍ମୁରୁ ଅଣାଯାଇ ଗାଁ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସୂଚନା ଯେ ମୁତ ଅରୁଣ ଦୀର୍ଘ ୩୫ ବର୍ଷ ହେଲା ଜାମ୍ମୁରେ ଦିପକ କୁମାର…