Browsing Category

ଗଜପତି

ରାୟଗଡ ବ୍ଲକରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡିଶା ସାରା”ଆଡମ୍ବର ସହ ପାଳନ …

ଗଜପତି (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକରେ ଗତ କିଛି ଦିନ ଧରି ଆଡମ୍ବର ସହକାରେ ରାଜ୍ୟ ସରକାର ଙ୍କ ଗତ ଦୁଇ ବର୍ଷରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପଦର୍ଶନୀ ବ୍ଲକ ପରିସରରେ ଆଡମ୍ବର ସହିତ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।ସ୍ଥାନୀୟ…

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ଆର, ଉଦୟଗିରି ୨୨/୬/୨୬ (ମନୋଜ କୁମାର ପାଢୀ): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା ଗ୍ରାମରେ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି। କୁଇ କନ୍ଧ ସମ୍ପ୍ରଦାୟର ଲୋକେ ବର୍ଷକୁ ଥରେ…

ମହେନ୍ଦ୍ରତନେୟା ନଦୀ ପ୍ରଦୁଷିତ କୁ ନେଇ ଚିନ୍ତା ରେ ପାରଳା ବାସି ।

ଗଜପତି,୨୨.୬:ଅନୁଧ୍ୟାନ କଲେ ବିଧାୟକ ରୂପେସ ପାଣିଗ୍ରାହୀ ପାରଳାଖେମୁଣ୍ଡି – 1936 ମସିହା ରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଥିଲା, ତା ପୂର୍ବରୁ ଓଡ଼ିଶା ଉପରେ ଆନ୍ଧ୍ରର ଲୁଲୁପ ଦୃଷ୍ଟି ରହିଛି ଆନ୍ଧ୍ର ର, ଓଡ଼ିଶା ଆନ୍ଧ୍ର ସୀମାରେ ଥିବା କୋଟିଆ ଠାରୁ ଆରମ୍ଭ କରି ଗଜପତି ଜିଲ୍ଲା…

ମା ନିଜ ସନ୍ତାନକୁ ଅନ୍ଧାରରୁ ଆଲୋକ, ବାପା ଜ୍ଞାନ ଓ ବଞ୍ଚିବା ଶିକ୍ଷା ସୂତ୍ର ଦେଇଥାନ୍ତି ।

ଗଜପତି, ୨୧.୦୬.’୨୬ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ପରିସରରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତିକ ପିତୃ ଦିବସ ପାଳନ ହୋଇସାରିଛି। ଏହି କାର୍ଯ୍ୟ କ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ, ଗଜପତିର ବିଚିତ୍ରାନନ୍ଦ…

ନୂଆଗଡ଼ରେ “ବିକାଶର ଧାରା ଓଡିଶା ସାରା” ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ସମ୍ମିଳନୀ ।

ନୂଆଗଡ଼;୨୨/୬( ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ପରିସର ଠାରେ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡିଶା ସାରା ପୂର୍ତ୍ତି ଅବସରରେ କୃଷକ ସମ୍ବାଦ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଉନ୍ନୟନ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

ଗଜପତି,ତା.୨୨.୦୬.୨୦ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ  ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ…

ଗଛ ଲଗାଇବା ପାଇଁ ଜଙ୍ଗଲ ହେଉଛି ସଫା !!!!

ଗଜପତି – ବିବେକାନନ୍ଦ ବେହେରା : ଗଛ ଲଗାଇବା ପାଇଁ ଜଙ୍ଗଲ ହେଉଛି ସଫା , ଏପରି ଅଭାବନୀୟ ଘଟଣା ଆସିଛି ସାମନାକୁ ! ଚାରା ରୋପଣ ପାଇଁ ଜଙ୍ଗଲ ସଫେଇକୁ ନେଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ମହେନ୍ଦ୍ର ବନାଞ୍ଚଳ ବିଭାଗ । ଜଙ୍ଗଲରେ ବଡ ବଡ ଗଛ କଟାଯିବାକୁ ନେଇ ଗଜପତି ଜିଲ୍ଲା ବନ ବିଭାଗ…

ଶାନ୍ତିପଥ ପକ୍ଷରୁ ବିଶ୍ୱଯୋଗ ଦିବସ ଅନୁଷ୍ଠିତ

ଭୁବନେଶ୍ୱର :  ତା 21/06/26 ଶାନ୍ତି, ମୈତ୍ରୀ ଓ ପ୍ରଗତିର ମାର୍ଗ "ଶାନ୍ତିପଥ "ପକ୍ଷରୁ ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ଶହୀଦ ନଗରଠାରେ "ବିଶ୍ୱଯୋଗ ଦିବସ 2026" ଅନୁଷ୍ଠିତ ହୋଇଯାଇଛି l ଶରୀର, ମନ ନିୟମିତ ଯୋଗ କରିବା ଦ୍ୱାରା ସୁସ୍ଥ ରହିବା ସହିତ ନୂତନ ଚିନ୍ତା,…

ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ: ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିର ପାଳନ କଲା ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ

କୋଲକାତା(ସନାତନ ମହାକୁଡ଼)୨୧/୬: ଚଳିତ ବର୍ଷର ବିଶ୍ୱବ୍ୟାପୀ ବିଷୟବସ୍ତୁ “ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ” କୁ ଆଧାର କରି ଶ୍ରୀ ଶ୍ରୀ ରାମକୃଷ୍ଣ ପାଠଚକ୍ର, ଇନ୍ଦ୍ରାଣୀ ପାର୍କ, ପ୍ରିନ୍ସ ଅନୱାର ଶାହ ରୋଡ୍, କୋଲକାତାରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିଭାବର ସହିତ…

କେ ସୀତାପୁର ପଞ୍ଚାୟତରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି ୨୧/୦୬ (ମନୋଜ ପାଢ଼ୀ) ରାଜ୍ୟରେ ବିଜେପି ସରକାର ପକ୍ଷରୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ 'ବିକାଶ ଧାରା ଓଡିଶା ସାରା' କାର୍ଯ୍ୟକ୍ରମ କରାଯାଉଛି । କାଶୀନଗର ବ୍ଲକ୍ ଅନ୍ତର୍ଗତ କେ ଶୀତାପୁର ଗ୍ରାମ ପଞ୍ଚାୟତରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମେ…