Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ।
ଗଜପତି (ମନୋଜ ପାଢ଼ୀ) – ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହେଇସାରିଛି |ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ |ଇଂରାଜୀ ବିଭାଗ ଅଧ୍ୟାପିକା ତଥା ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ…
ଗଜପତିର ଐତିହ୍ୟ ଓ ଆଦିବାସୀ ସଂସ୍କୃତି ଅବହେଳିତ ।
ଗଜପତି,(ମନୋଜ ପାଢ଼ୀ)-:ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ, ଝରଣା ଓ ସମୃଦ୍ଧ ଆଦିବାସୀ ପରମ୍ପରା ପାଇଁ ପରିଚିତ ଗଜପତି ଜିଲ୍ଲା ଆଜି ନିଜର ଅମୂଲ୍ୟ ଐତିହ୍ୟ ଓ ଲୋକସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବା ଅଭିଯୋଗ ଉଠୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ,…
ଥଣ୍ଡାପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ଭୋଗିବେ ୨୦ ବର୍ଷର ସଶ୍ରମ…
ଗଜପତି,୩୦/୦୬(ମନୋଜ ପାଢ଼ୀ):ସମାଜରେ ଦିନକୁ ଦିନ କୋମଳମତି ଶିଶୁଙ୍କ ଉପରେ ନାନା ପ୍ରକାର ପାଶବିକ ଅତ୍ୟାଚାର ଦେଖିବାକୁ ମିଳୁଛି କିନ୍ତୁ ସେ ମଧ୍ୟରେ ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ହର ପ୍ରସାଦ ପଟ୍ଟନାୟକ ପୋକ୍ସୋ ଆକ୍ଟର ଧାରା…
ଅବସର କାଳୀନ ସଭା ଅନୁଷ୍ଠିତ ।
ଆର, ଉଦୟଗିରି (ମନୋଜ କୁମାର ପାଢୀ)-: ଦୀର୍ଘ ବର୍ଷ ଧରି ଅଙ୍ଗନବାଡି କର୍ମୀ ଭାବେ ନିଜର ଦାୟୀତ୍ୱ ତୁଲାଇ ଆଜି ନିଜ କର୍ତ୍ତବ୍ୟ ରୁ ଅବସର ନେଇଛନ୍ତି । ଆଉ ସେହି ଅବସର ଏକ ଅବସରକାଳୀନ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ କୁଆଁପଡ଼ା ଅଙ୍ଗନବାଡି…
ଅଣସର ଘରେ ତିନି ଠାକୁର, ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପଟି ଦିଅଁଙ୍କ ପୂଜାରମ୍ଭ ।
ଗଜପତି ,୩୦.୬ (ମନୋଜ ପାଢ଼ୀ): ସ୍ନାନବେଦୀରେ ତିନି ଠାକୁର 108 କଳସ ଗଙ୍ଗାଜଳ ସ୍ନାନ ପରେ ଜ୍ୱର ହେବା ଯୋଗୁଁ ସ୍ନାନବେଦୀରୁ ବିଳମ୍ବିତ ରାତିରେ ଅଣସର ଘରେ ବିଜେ ହୋଇଛନ୍ତି. ଜ୍ୱର ପୀଡାରୁ ଉପଶମ ପାଇଁ ଅଣସର ଘରେ ପଥି, ପାଚନ, ଔଷଧ ସେବା ଆଦି ଚାଲୁ ରହିଛି. ଆଜିଠାରୁ ପାରଳା ଶ୍ରୀଜଗନ୍ନାଥ…
ନୂତନ ଅପରାଧିକ ଆଇନକୁ ନେଇ ଦୁଇଦିନିଆ ତାଲିମ ଶିବିର ଉଦ୍ଘାଟିତ।
ଗଜପତି (ମନୋଜ ପାଢ଼ୀ)- : ବ୍ରିଟିଶ ଅମଳର ପୁରୁଣା ଅପରାଧିକ ଆଇନ ୨୦୨୩ ମସିହାରେ ହଟାଯାଇ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାର ହୃଦବୋଧ ତଥା ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବା ଲକ୍ଷ୍ୟରେ ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ…
ଉଦ୍ୟମୀ ଓଡ଼ିଶା ଏମ୍ ଏସ୍ ଏମ୍ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି ( ମନୋଜ କୁମାର ପାଢୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଗଜପତି ପକ୍ଷରୁ ଉଦ୍ୟମୀ ଓଡିଶା ଏମ୍ ଏସ ଏମ୍ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ…
ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି
ମୋହନା,୩୦।୬(ମନୋଜ ପାଢ଼ୀ): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଗାଁରେ ।
ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନ ସମୟରେ ଗାଁର ବାସନ୍ତୀ ମଳିକ ନିକଟରେ ଥିବା ଡ୍ୟାମକୁ ଗାଧୋଇବା…
୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ।
ଗଜପତି,୨୯/୦୬(ମନୋଜ ପାଢ଼ୀ):ରାଷ୍ଟ୍ର ଗଠନ ପାଇଁ ତଥ୍ୟ ଆଧାରିତ ନିର୍ଣ୍ଣୟର ଆବଶ୍ୟକତା: ଉନ୍ନତ ପରିସଂଖ୍ୟାନ ହିଁ ସମୃଦ୍ଧ ଭାରତର ଆଧାର_ ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି ।…
ମୋହନା ବ୍ଲକ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
ମୋହନା(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ…