Browsing Category

କଟକ

ଫେବ୍ରୁଆରି ୨୦ରୁ ମାଟ୍ରିକ ପରୀକ୍ଷା: ଛାତ୍ରଛାତ୍ରୀ ଜାଣନ୍ତୁ ସଂପୂର୍ଣ୍ଣ ପରୀକ୍ଷା ସୂଚୀ

କଟକ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ଆସିଛି। ଆସନ୍ତା ଫେବ୍ରୁଆରି ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବୁଧବାର ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ସୂଚନା ଦେଇଛନ୍ତି।…

ଜିଲା ଦାବିରେ ଆଠଗଡ ବନ୍ଦ ସଫଳ, ଜୀବନଯାତ୍ରା ପ୍ରଭାବିତ

ଆଠଗଡ: ଆଠଗଡକୁ ଜିଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଗୁରୁବାର ଡାକରା ଦିଆଯାଇଥିବା ବାରଘଣ୍ଟିଆ ଆଠଗଡ ବନ୍ଦ ସଫଳ ହୋଇଛି । ଗତକାଲିଠାରୁ ସମସ୍ତ ବଜାର କମିଟିର କର୍ମକର୍ତ୍ତା ଓ ବ୍ୟବସାୟୀମାନଙ୍କୁ ବନ୍ଦକୁ ସମର୍ଥନ କରି ଦୋକାନବଜାର ବନ୍ଦରଖିବାକୁ ନିବେଦନ କରିଥିଲେ।…

୩ ହଜାର କୋଟିରେ ଓଟିଏମ୍‌‌ ଭିତ୍ତିଭୂମି ଉପରେ ପ୍ରତିଷ୍ଠା ହେବ ସମନ୍ୱିତ ବୟନ ଶିଳ୍ପ

ଚୌଦ୍ୱାର: ବନ୍ଦ ଓଟିଏମ୍‌‌ର ଭିତ୍ତିଭୂମି ଉପରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଖବର ପ୍ରଚାରିତ ହେବାପରେ ଚୌଦ୍ୱାର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବିଜୁ ବାବୁଙ୍କ କର୍ମଭୂମି ଶିଳ୍ପ ନଗରୀ ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କ ହାତଗଢ଼ା ଓଟିଏମ୍‌‌ ଜମିରେ…

ଦିନେ ବଢିଲା କଟକ ଐତିହାସିକ ବାଲିଯାତ୍ରା

କଟକ : ଆଉ ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଷ୍ପତ୍ତି ନେଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ସୋମବାର ସରିବାର ଥିଲା। ଜନ ସାଧାରଣଙ୍କ ଆଗ୍ରହକୁ ଦେଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକ ବାଲିଯାତ୍ରାରେ ଲୋକକଳା ମଞ୍ଚ

କଟକ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରାରେ ସ୍ୱତନ୍ତ୍ର ଲୋକକଳା ମଞ୍ଚ ପ୍ରତିଷ୍ଠା କରାଯାଇଛି। ବାଲିଯାତ୍ରା ହେଉଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ସ୍ଥଳୀ। ଏହି ଗୌରବମୟ ପରମ୍ପରାର ସ୍ମୃତିଚାରଣ କରିବାର ଲକ୍ଷ୍ୟ ନେଇ ବିଭାଗ…

ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ଶୁଭାରମ୍ଭ

ଆଠଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଆଠଗଡ଼ ବ୍ଲକର ଅନନ୍ତପୁର ଓ କୁମାରପୁର ପଞ୍ଚାୟତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଦୁଇଟି ଗ୍ରାହକ ସେବା କେନ୍ଦ୍ର…

୯ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅବକାରୀ ଚଢ଼ାଉ କରାଯାଇ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ନିକଟସ୍ଥ ତାରେଣୀ ଛକଠାରେ ଚଢ଼ାଉ କରାଯାଇ ୯ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ…

ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ମେଳା ପଡ଼ିଆ

କଟକ : ଆସନ୍ତାକାଲି କଟକର ଐତିହାସିକ ବାଲିଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହେଲାଣି ମେଳା ପଡିଆ। ମହାନଦୀ ପଠାରେ ଆରମ୍ଭ ହେଲାଣି ବ୍ୟବସ୍ୟାୟୀଙ୍କ ପସରା। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସ୍ୟାୟୀମାନେ ତାଙ୍କ ଜିନିଷପତ୍ର ଧରି ନିଜ ନିଜ ଷ୍ଟଲ ସଜାଇବାରେ ବ୍ୟସ୍ତ ରହିଛନ୍ତି। ଚଳିତ ବର୍ଷ ବାଲିଯାତ୍ରାର…

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍‌(ନେସନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରେଡିଟେସନ୍‌ କାଉନ୍‌ସିଲ୍‌) ପକ୍ଷରୁ A++ ମାନ୍ୟତା ମିଳିଛି। କିଛି ଦିନ ତଳେ ନାକ୍‌ର ୫ ଜଣିଆ ଟିମ୍…

ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, କେନ୍ଦ୍ର ଅବହେଳାକୁ ଦାୟୀ କଲେ ମେୟର

କଟକ : କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ କଟକର ଐତିହାସିକ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବାରୁ ବଞ୍ଚିତ ହେଉଛି। କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ…