Browsing Category

ଭଦ୍ରକ

ବନ୍ୟା ସ୍ରୋତରେ ଭାସି ଜଣେ ନିଖୋଜ

​ଧାମନଗର:ଧାମନଗର ବ୍ଲକ୍ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗୋବିନ୍ଦ ଯେନାଙ୍କ ପୁଅ ଗଣେଶ ଯେନା (୪୫) ଶୁକ୍ରବାର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ। ଘରକୁ ଫେରିବା ସମୟରେ…

ବିକ୍ରି ହୋଇପାରୁନି ସୂର୍ଯ୍ୟମୁଖୀ ମଞ୍ଜି, କୃଷି କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା

ବାସୁଦେପୁର: ଅମଳ ହୋଇ ପଡ଼ିଛି ଶହ ଶହ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି। ମାସ ମାସ ଧରି ମଞ୍ଜି ପଡ଼ିଥିଲେ ବି ବିକ୍ରି ହୋଇପାରୁନି। ବର୍ଷା ଦିନ ଚାଲି ଥିବାରୁ ମଞ୍ଜି ଖରାପ ହେବାକୁ ହେଲାଣି। ଅମଳ ମଞ୍ଜି ବିକ୍ରି କରି ନପାରି ଚାଷୀ ଚିନ୍ତାରେ ପଡ଼ିଛି। ଏହାର ପ୍ରତିବାଦ କରି ଚାଷୀ ଆନ୍ଦୋଳନକୁ…

ଟ୍ରେନ୍‌ ଧକ୍କାରେ ୪୦ ଛେଳିଙ୍କ ମୃତ୍ୟୁ

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଏକ ଦୁଃଖଦ ଘଟଣାରେ ଟ୍ରେନ୍‌ ଧକ୍କାରେ ପ୍ରାୟ ୪୦ଟି ଛେଳିଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣାରେ ବୌଦ୍ଧ ଜିଲ୍ଲାରେ ଘଟିଛି।  କାଦୋପଦର ନିକଟସ୍ଥ ରେଳ ବ୍ରିଜ ଅତିକ୍ରମ କରୁଥିବା ବେଳେ ଛେଳିପଲଙ୍କୁ ଟ୍ରେନ୍‌ ଧକ୍କା ଦେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ,…

ଆଜି ଭଦ୍ରକରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି ବନ୍ଦ

ଭଦ୍ରକ:ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଛାତ୍ରଛାତ୍ରୀଙ୍କ…

ସୋମେଶ କୁମାର ଉପାଧ୍ୟାୟ ଭଦ୍ରକର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସୋମେଶ କୁମାର ଉପାଧ୍ୟାୟଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାର ଏହି ନିଯୁକ୍ତି ସମ୍ପର୍କିତ ଆଦେଶ ଜାରି କରିଛନ୍ତି।ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୩୧ରେ ଶେଷ ହେବାକୁ ଥିବାରୁ ତାଙ୍କ…

ବର୍ଷା ପାଇଁ ଭଦ୍ରକରେ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ; ଅଭିଯୁକ୍ତ ଅଟକ

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାଟି ଫତେପୁର ପଞ୍ଚାୟତର ଲେଞ୍ଜରା ଛକ ନିକଟରେ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ…

ଧାନ ବିକ୍ରି ନ ହେବାରୁ ସମବାୟ ସମିତି ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ:  ରବି ଧାନ ବିକ୍ରିକୁ ନେଇ ଦୀର୍ଘଦିନ ଧରି ହଇରାଣ ହେବା ପରେ ଜଣେ ଚାଷୀ ସମବାୟ ସମିତି ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଜଣକ ହେଲେ ଧୁଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତ ଖଡିମହରା ଗ୍ରାମ ଘାଟସାହିର…

ଜଳିପୋଡି ସବୁ ଛାରଖାର, ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

 ଭଦ୍ରକ : ହୁତୁହୁତୁ ହୋଇ ଜଳିଗଲା ମ୍ୟୁଜିକାଲ ବ୍ୟାଣ୍ଡ ପାର୍ଟି ଗୋଦାମ। ଭଦ୍ରକ ଭଣ୍ଡାରୀପୋଖରୀ ଥାନା ମଣିନାଥପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଗତକାଲି ରାତି ପ୍ରାୟ ୧୦ଟାରେ ଅଜୟ ମ୍ୟୁଜିକାଲ ଗୋଦାମରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଦମକଳକୁ ଖବର ଦେଇଥିଲେ।…

ଆଖଣ୍ଡଳମଣି ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ବେଳେ ଥରୁଛି ମୁଖ୍ୟ ମନ୍ଦିର

ଆରଡି : ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ପ୍ରଶାସନ ପକ୍ଷରୁ ଵିସ୍ଥାପିତ ହେଵାକୁ ଥିବା ସେବାୟତ ପରିବାରଙ୍କର ବାସଗୃହ ସହ ଦୋକାନ ଗୃହର ଉଛେଦ କାର୍ଯ୍ୟ ଗତ ମଙ୍ଗଳବାର ଠାରୁ ଜାରି ରହିଛି। ଏପରିକି ବଡ଼ବଡ଼ କୋଠାଘରକୁ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ଵାରା ଭଙ୍ଗା…