Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ହେଲା ବାଲେଶ୍ୱର ଜିଲ୍ଲାର ଚିଠା ଭୋଟର ତାଲିକା
ବାଲେଶ୍ୱର, ୦୫/୦୭(କୃଷ୍ଣ କୁମାର ମହାନ୍ତି) : ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଅନୁଯାୟୀ ଆଜି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ…
ସିମୁଳିଆରେ ସଶସ୍ତ୍ର ଡକାୟତି: ବନ୍ଧକ କରି ଲୁଟିନେଲେ ୨୦ ଲକ୍ଷର ସମ୍ପତ୍ତି
ସିମୁଳିଆ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲ ଗ୍ରାମରେ ବନ୍ଧୁକ ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ପୋଲିସ ଛାନଭିନ ଆରମ୍ଭ କରିଥିବା ବେଳେ…
ଡାକ୍ତରଙ୍କ ଆନ୍ଦୋଳନ ପହଞ୍ଚିଲା ତୃତୀୟ ଦିନରେ : ବିଜେଡିର ଆଲୋଚନା ଜାରି
ବାଲେଶ୍ଵର, ୪|୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ବଡ଼ ମେଡ଼ିକାଲର ସିଡ଼ିଏମଓ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି। ଦଶ ଦଫା ଦାବି ପୂରଣ ନେଇ ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଆସୋସିଏସନ ପକ୍ଷରୁ ଏହି ଆନ୍ଦାଳନ ଚାଲିଛି। ଏହି ପରିପ୍ରେକ୍ଷୀରେ…
ସୁଲେଖିକା ମୋନାଲିସା ପରିଡ଼ାଙ୍କୁ ପ୍ରଦାନ କରାଗଲା ସମ୍ମାନସୂଚକ ‘କବି ଭୂଷଣ’ ସମ୍ମାନ
ବାଲେଶ୍ୱର, ଜୁଲାଇ ୩ (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ସାହିତ୍ୟିକା ଓ ସମାଜସେବୀ ମୋନାଲିସା ପରିଡ଼ାଙ୍କୁ ସାହିତ୍ୟ ଏବଂ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ଭର୍ଚୁଆଲ୍ ଅଟୋନୋମସ୍ ୟୁନିଭର୍ସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି।
ସେହିପରି…
ଦ୍ଵିତୀୟ ଦିନରେ ପହଞ୍ଚିଲା ଡାକ୍ତରଙ୍କ ଆନ୍ଦୋଳନ : ଆଲୋଚନା କଲା ବିଜେଡିର ସ୍ୱତନ୍ତ୍ର ଟିମ୍
ବାଲେଶ୍ଵର, ୨|୭(କୃଷ୍ଣ କୁମାର ମହାନ୍ତି): ଦଶ ଦଫା ଦାବି ପୂରଣ ନେଇ ସିଡ଼ିଏମଓ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି | ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ଅପରାହ୍ନରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବା ସହ…
ଶସ୍ତା ଗୀତକୁ ବିରୋଧ କରି ଜଗନ୍ନାଥ ଭଜନ ପାଇଁ ବାଲେଶ୍ୱରର ଗୀତିକାର ସମରେନ୍ଦ୍ରନାଥ ମହାପାତ୍ରଙ୍କ ନୂଆ ସୃଜନଯାତ୍ରା
ବାଲେଶ୍ୱର, ଜୁଲାଇ ୧ (କୃଷ୍ଣ କୁମାର ମହାନ୍ତି): ସମକାଳୀନ ଓଡ଼ିଆ ସଙ୍ଗୀତରେ ବଢ଼ିଚାଲିଥିବା ଶସ୍ତା ଗୀତର ପ୍ରବଣତାକୁ ନେଇ ବ୍ୟଥିତ ହୋଇ ବାଲେଶ୍ୱରର ବିଶିଷ୍ଟ କବି, ଗୀତିକାର, ସାମ୍ବାଦିକ ଓ ସମ୍ପାଦକ ସମରେନ୍ଦ୍ରନାଥ ମହାପାତ୍ର ସମ୍ପ୍ରତି ଜଗନ୍ନାଥ ଭଜନ ରଚନାରେ ମନୋନିବେଶ କରିଛନ୍ତି। ତାଙ୍କ…
ପ୍ରାକ୍ତନ ଶିକ୍ଷକ ତଥା ଟିଚର୍ସ କଲୋନୀ ସଭାପତି ଦାଶରଥି ବେହେରାଙ୍କ ପରଲୋକ : ବିଭିନ୍ନ ମହଲରେ ଶୋକ ପ୍ରକାଶ
ବାଲେଶ୍ୱର, ୧/୭ (କୃଷ୍ଣ କୁମାର ମହାନ୍ତି): ପ୍ରାକ୍ତନ ଶିକ୍ଷକ ତଥା ଅରଡ଼ବଜାର ଟିଚର୍ସ କଲୋନୀର ସଭାପତି ଦାଶରଥି ବେହେରାଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଟିଚର୍ସ କଲୋନୀ ସମେତ ତାଙ୍କ ଜନ୍ମଗ୍ରାମ ବରଡିହାରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ…
ଉଦ୍ୟମୀ ଓଡ଼ିଶା–୨୦୨୬’ରେ ପାଳିତ ହେଲା ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ: ଚାକିରି ଖୋଜନ୍ତୁ ନୁହେଁ, ଚାକିରି ସୃଷ୍ଟି…
'ବାଲେଶ୍ୱର, ୧/୭ (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ବାଲେଶ୍ୱର ପକ୍ଷରୁ ବାମପଦାସ୍ଥିତ ନୋସି ବିଜନେସ୍ ପାର୍କଠାରେ ଆୟୋଜିତ 'ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ–୨୦୨୬'ର ଚତୁର୍ଥ ଦିବସରେ 'ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ' ପାଳିତ ହୋଇଯାଇଛି।
ଏହାର…
ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଇଁ ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ଅନୁଷ୍ଠିତ ହେଲା ବିଭିନ୍ନ…
ବାଲେଶ୍ୱର, ୧/୭ (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ଗ୍ରାମପଞ୍ଚାୟତର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଉଁ ପରିସରରେ ବିଦ୍ୟାଳୟର ଏକପଞ୍ଚବିଂଶତିତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ବିଭିନ୍ନ…
ପଟିଦିଅଁ ଅଙ୍କନ ଉତ୍ସବର ପରିସମାପ୍ତି: ତିନି ପଟିଦିଅଁଙ୍କ ଆଠ ଜଗନ୍ନାଥ ମନ୍ଦିରକୁ ବିଜେ ଶୋଭାଯାତ୍ରା
ବାଲେଶ୍ୱର, ୩୦/୬(କୃଷ୍ଣ କୁମାର ମହାନ୍ତି): ନୋସି କଲଚରାଲ ଏକାଡେମୀ ଓ ବାଲେଶ୍ୱରୀ କଳା କେନ୍ଦ୍ରର ମିଳିତ ସହଯୋଗରେ ବାମପଦାସ୍ଥିତ ନୋସି ଉତ୍କଳା ପରିସରରେ ଆୟୋଜିତ ୬ଦିନିଆ ୧୨ତମ ପଟିଦିଅଁ ଅଙ୍କନ ଉତ୍ସବ ଭକ୍ତିମୟ ପରିବେଶରେ ଉଦ୍ଯାପିତ ହୋଇଯାଇଛି।
ଉତ୍ସବର ଅନ୍ତିମ ଦିବସରେ ଅନନ୍ତ…