Browsing Category

ବାଲେଶ୍ୱର

ସଂସ୍କୃତି ଏକାଡେମୀ ଦ୍ୱାରା ‘ତାଳ ତରଙ୍ଗ’ ଉତ୍ସବ ଆୟୋଜିତ

ନୂଆଦିଲ୍ଲୀ ତା୧୯.୦୫. ରିଖ ; ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀ ଦ୍ୱାରା 'ତାଳ ତରଙ୍ଗ' ଶୀର୍ଷକ ଏକାଦଶ ତମ ବାର୍ଷିକ ନୃତ୍ୟ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୂଆଦିଲ୍ଲୀର ଲାଜପତ ନଗର ସ୍ଥିତ ଲାଜପତ ଭବନ…

ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ: ସ୍ୱଚ୍ଛ ତାଲିକା ପ୍ରସ୍ତୁତିରେ ବିଏଲଏ ନିଯୁକ୍ତି ଉପରେ ଜିଲ୍ଲାପାଳଙ୍କ…

ବାଲେଶ୍ୱର, ୧୯/୫(କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବାଲେଶ୍ୱରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂତନ ଜିଲ୍ଲାପାଳ…

ବାଲେଶ୍ୱରରେ ମାନବିକତାର ମହାପର୍ବ : ଟିମ୍ ସ୍ନୋ ଫେଷ୍ଟ୍ ପକ୍ଷରୁ ଆୟୋଜିତ ହେଲା ମେଗା ରକ୍ତଦାନ ଶିବିର 

ବାଲେଶ୍ୱର, ୧୮/୫(କୃଷ୍ଣ କୁମାର ମହାନ୍ତି)  ବାଲେଶ୍ୱର ସ୍ଥିତ ଟପ୍ ଏନ୍ ଟେଷ୍ଟି ହୋଟେଲରେ ଟିମ୍ ସ୍ନୋ ଫେଷ୍ଟ୍ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୦୯ ବୋତଲ ରକ୍ତ ସଂଗୃହୀତ ହୋଇଛି। ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ଯୁବନେତା ଶୁଭମ ସାଇ…

ଗ୍ରୀଷ୍ମ ପ୍ରବାହରେ ଆଶ୍ୱସ୍ତି : ବାଲେଶ୍ଵର ବାୟୁସେନା ସଂଗଠନ ବାଣ୍ଟିଲା ଦହି ସର୍ବତ

ବାଲେଶ୍ୱର:୧୭/୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବାଲେଶ୍ୱର ଜିଲ୍ଲା ବାୟୁସେନା ସଂଗଠନ ପକ୍ଷରୁ ଆଜି ଏକ ନିଆରା ପଦକ୍ଷେପ ନିଆଯାଇଛି। ରବିବାର ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ମାଗଣା ଦହି ସର୍ବତ ବିତରଣ…

କାନ୍ସ ୨୦୨୬ରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ଏସ୍‌ଆରଏଫ୍‌ଟିଆଇର ଚଳଚ୍ଚିତ୍ର ନିର୍ମାତା ନିଖିଳେଶ ମିଶ୍ର 

ବାଲେଶ୍ୱର, ୧୭/୫ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଯୁବକବି ତଥା ଚଳଚ୍ଚିତ୍ର ନିର୍ମାତା ନିଖିଳେଶ ମିଶ୍ରଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ ପାଇଁ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ଚୟନ କରାଯାଇଛି। ସେ ବର୍ତ୍ତମାନ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ…

ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ ପ୍ରେରଣା ସ୍ଵେଚ୍ଛାସେବୀ ସଂସ୍ଥା

ବାଲେଶ୍ୱର, ୧୭/୫ (କୃଷ୍ଣ କୁମାର ମହାନ୍ତି): ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ପ୍ରେରଣା ସ୍ଵେଚ୍ଛାସେବୀ ସଂସ୍ଥା। ଇନଫୋସିସ୍ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏହି ସଂସ୍ଥା ଚଳିତ ବର୍ଷ ଦଶମ ପରୀକ୍ଷାରେ ଅନ୍ୟୂନ ୮୦ ଶତକଡା ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର…

ପାଳିତ ହେଲା ‘ସାଇନ୍‌ସ ଏୱାରନେସ୍ ଫୋରମ୍’ର ପ୍ରଥମ ସ୍ଵନକ୍ଷତ୍ର ଦିବସ 

ବାଲେଶ୍ଵର,୧୪/୫: (କୃଷ୍ଣ କୁମାର ମହାନ୍ତି)ମଣିଷ ସମାଜର ମଙ୍ଗଳ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଥିବା ‘ସାଇନ୍ସ ଏୱାରନେସ୍ ଫୋରମ୍‌'ର ପ୍ରଥମ ଜନ୍ମଦିନ ଉତ୍ସବ ସ୍ଥାନୀୟ ବାଗବୃନ୍ଦାବନ ସ୍ଥିତ ‘ଶ୍ରୀ ଶିକ୍ଷା’ କକ୍ଷରେ ଅନୁଷ୍ଠିତ…

ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନକୁ ନେଇ ନାନୋବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ

ବାଲେଶ୍ୱର, ୧୪/୫ (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ସଂଘଟିତ ଚନ୍ଦ୍ରଗ୍ରହଣର ପ୍ରଭାବକୁ ନେଇ ନନ୍ଦିଘୋଷ ଟିଭିରେ ଆୟୋଜିତ ଏକ ଲାଇଭ୍ ଆଲୋଚନା ଚକ୍ରରେ ବିଶିଷ୍ଟ ଜ୍ୟୋତିର୍ବିଦ୍, ମହାକାଶ ବିଜ୍ଞାନୀ ଓ ଗବେଷକମାନେ ଯୋଗ ଦେଇଥିଲେ। ଏହି ଆଲୋଚନାରେ ବାଲେଶ୍ୱରସ୍ଥିତ…

ଅଳଙ୍କୃତ ଇଗ୍ନାଇଟ୍ ୨୦୨୬ କାର୍ଯ୍ୟକ୍ରମରେ ଅର୍ଚ୍ଚିଶାଙ୍କ ଚମତ୍କାର ସଫଳତା: ଶ୍ରୀ ଶ୍ରୀ ୟୁନିଭର୍ସିଟିରେ ପ୍ରଥମ…

ବାଲେଶ୍ୱର, ୧୩/୫ (କୃଷ୍ଣ କୁମାର ମହାନ୍ତି): ଯୁବ ସୃଜନଶୀଳ ପ୍ରତିଭା ଅର୍ଚ୍ଚିଶା (ରୋଲି) ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ 'ଅଳଙ୍କୃତ ଇଗ୍ନାଇଟ୍ ୨୦୨୬' କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରଥମଥର ପାଇଁ…

ବାଲେଶ୍ୱରରେ ଉଦଘାଟିତ ହେଲା ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବଜାର ସଚେତନତା କର୍ମଶାଳା

ବାଲେଶ୍ୱର, ୧୩/୫(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ୱର ଜିଲ୍ଲାରେ ଓରମାସ ଓ ମିଶନ ଶକ୍ତିର ସହଯୋଗରେ ୩ ଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ 'କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା' ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଉଦଘାଟିତ…