Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ
ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା ଦେଖିବାକୁ…
ମାନବ ଅଧିକାର ରକ୍ଷା କରିବା ସରକାରଙ୍କ ଦାୟିତ୍ଵ: ପ୍ରଫେସର ପ୍ରିୟରଞ୍ଜନ ତ୍ରିବେଦୀ
ବାଲେଶ୍ଵର, ୨୪/୨(କୃଷ୍ଣ କୁମାର ମହାନ୍ତି) କେନ୍ଦ୍ର ସରକାରଙ୍କ ଦ୍ଵାରା ସୀକୃତିପ୍ରାପ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ୍ ଏବଂ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର, ଭୁବନେଶ୍ଵରର ମିଳିତ ଆନୁକୁଲ୍ୟରେ ନବମ ରାଷ୍ଟ୍ରୀୟ ମାନବିକ ଅଧିକାର ସମ୍ମିଳନୀ ନୂଆଦିଲ୍ଲୀ…
ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ ପାଇବେ କିଶୋରୀ ଚରଣ ଦାସ ସ୍ମୃତି ପୁରସ୍କାର
ବାଲେଶ୍ଵର, ୨୪/୨(କୃଷ୍ଣ କୁମାର ମହାନ୍ତି) ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ। ଟାଇମପାସ୍ ପକ୍ଷରୁ ପ୍ରକାଶିତ ତାଙ୍କର ଗଳ୍ପ ପୁସ୍ତକ ‘ଖଂଗାର’ ପାଇଁ ସେ ଏହି…
ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ
ବାଲେଶ୍ୱର ,୨୩/୦୨(କୃଷ୍ଣ କୁମାର ମହାନ୍ତି) ଫକୀର ମୋହନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶକ୍ରମେ ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
ବାଲେଶ୍ୱରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାଲେଶ୍ୱର, ତା: ୨୨/୦୨:(କୃଷ୍ଣ କୁମାର ମହାନ୍ତି) ଓଡ଼ିଶା ସରକାରଙ୍କର ଅନ୍ୟତମ ଲୋକାଭିମୁଖୀ ଯୋଜନା ଲକ୍ଷ୍ମୀ ବସ୍ ସେବାରେ ଯୋଡ଼ି ହୋଇଛି ବାଲେଶ୍ୱର ଜିଲ୍ଲା। ଗତକାଲି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ…
ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଆଇଏମଆଇ, ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
ବାଲେଶ୍ଵର, ୨୨/୦୨(କୃଷ୍ଣ କୁମାର ମହାନ୍ତି) ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ବର ଏବଂ ଇନ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର କ୍ୟାମ୍ପସରେ ପାରସ୍ପରିକ ସମନ୍ଵିତ ବିକାଶ ସହ ଅନୁସନ୍ଧାନ, ସହଯୋଗ ଏବଂ ତାଲିମ ପାଇଁ ଏକ ଏମଓୟୁ ସ୍ୱାକ୍ଷର ହୋଇଯାଇଛି।
ଫକୀରମୋହନ…
ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ବହୁଭାଷୀ କବି ସମ୍ମିଳନୀ
ବାଲେଶ୍ଵର, ୨୧/୦୨; (କୃଷ୍ଣ କୁମାର ମହାନ୍ତି) ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସଭାଗୃହରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, କୋଲକାତା କାର୍ଯ୍ୟାଳୟର…
ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ବ ମାତୃଭାଷା ଦିବସ ପାଳିତ
ବାଲେଶ୍ବର, ୨୧/୦୨(କୃଷ୍ଣ କୁମାର ମହାନ୍ତି) ଭାଷାର ବିକାଶ ଓ ସୁରକ୍ଷା ଦିଗରେ ସଦା ଯତ୍ନଶୀଳ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ସ୍ନାତକୋତ୍ତର ଭାଷା ଓ ସାହିତ୍ଯ ବିଭାଗ ପକ୍ଷରୁ ଆଜି ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ମାଆ…
ଫକୀରମୋହନ ବିଶ୍ବବିଦ୍ୟାଳୟର ସମାଜସେବା ବିଭାଗ ପକ୍ଷରୁ ଦଶଦିନିଆ ଗ୍ରାମୀଣ ଶିବିର ଉଦଯାପିତ : ‘୫-ଜ’କୁ…
ବାଲେଶ୍ଵର, ୧୯/୦୨(କୃଷ୍ଣ କୁମାର ମହାନ୍ତି) ଫକୀର ମୋହନ ବିଶ୍ବବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ମୟୂରଭଞ୍ଜ ଜିଲ୍ଲାର ଶରତ ବ୍ଲକର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ସହ ଦଶଦିନିଆ ଗ୍ରାମୀଣ ଶିବିର ଶେଷ ହୋଇଯାଇଛି।
ଏହାର ଉଦଯାପନୀ ଉତ୍ସବରେ ଅଧ୍ୟାପିକା ଓ…
ଯୁବକବି ଯାଦବେନ୍ଦ୍ର ସାହାଙ୍କ, କବିତା ସଂକଳନ ‘ଧୂଳିଘର’ ଲୋକାର୍ପିତ
ବାଲେଶ୍ଵର ୧୫/୨(କୃଷ୍ଣ କୁମାର ମହାନ୍ତି): ଯୁବକବି ଯାଦବେନ୍ଦ୍ର ସାହାଙ୍କ ପ୍ରଥମ କବିତା ସଂକଳନ 'ଧୂଳିଘର' ଲୋକାର୍ପିତ ହୋଇଯାଇଛି l ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ବିଶିଷ୍ଟ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସଭାପତିତ୍ୱରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ…