Browsing Category

ଜିଲ୍ଲା

ଫକୀରମୋହନ କଲେଜରେ ରାଜ୍ୟସ୍ତରୀୟ ପ୍ରାଣୀବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ବାଲେଶ୍ୱର, ୪/୪(କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରାଣୀବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ସୁଶୀଲ କୁମାର ଦତ୍ତ…

ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା, RI ଓ ରାଇଟର୍‌ଙ୍କ ନାଁରେ ପୁଣି ଅଭିଯୋଗ

ଅନୁଗୁଳ : ଲମ୍ବିବାରେ ଲାଗିଛି ଅନୁଗୁଳ ପୋଲିସର RI ଗୋବିନ୍ଦ ମାହାରୀ ଓ ରାଇଟର୍ ଶୁଭକାନ୍ତ ସାହୁଙ୍କ ନାଁରେ ଅଭିଯୋଗ। ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳଙ୍କ ଅଭିଯୋଗ ପରେ ଏବେ ଆଉ ଏକ ଅଭିଯୋଗ ଲାଗିଛି। ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ହାବିଲଦାର ଓ କନେଷ୍ଟବଲ୍ ସଂଘ। କେବଳ…

ପାଟିରେ ପଶିଗଲା ଜୀବନ୍ତ କଉ ମାଛ,ଚାଲିଗଲା ଯୁବକଙ୍କ ଜୀବନ

ବାଙ୍ଗିରିପୋଷି :ମାଛ ଧରିବା ଖୁସି ଶେଷରେ ପାଲଟିଲା ମରଣ ଯନ୍ତା। ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ଏହି ହୃଦୟବିଦାରକ ଘଟଣାରେ ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଅବିନାଶ ବିଜୁଳି। ଅବିନାଶ ବନ୍ଧରେ ମାଛ ଧରିବା…

ବାଲେଶ୍ୱର ଜିଲ୍ଲାପାଳ ପ୍ରଦାନ କଲେ ୨୦୨୭ ଜନଗଣନା ପାଇଁ ସ୍ୱୟଂକ୍ରିୟ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ସୂଚନା

ବାଲେଶ୍ୱର,୩/୪(କୃଷ୍ଣ କୁମାର ମହାନ୍ତି): ଜନଗଣନା ୨୦୨୭ ପାଇଁ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ସମସ୍ତ ଜିଲ୍ଲାବାସୀଙ୍କୁ ସ୍ୱୟଂକ୍ରିୟ ଗଣନା (Self Enumeration) ପୋର୍ଟାଲରେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଆଜି ନିବେଦନ…

ବସନ୍ତ କବିତା ଆସର ଅନୁଷ୍ଠିତ

ନୟାଗଡ଼ (୩/୪) : " ଓଡ଼ଗାଁ ନିକଟସ୍ଥ ଶ୍ରୀ ପଲିଟେକନିକ,କୋମଣ୍ଡରେ ଆଜି ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ଖେଳମଣିଷ ଦିବାକର ନାୟକଙ୍କ ସଭାପତିତ୍ୱରେ ଉକ୍ତ ଆସରରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି, ଶ୍ରୀ ପଲିଟେକନିକ୍ କୋମଣ୍ଡର…

କେନ୍ଦୁଝର ବଡ଼ବିଲ ରେଞ୍ଜ କାଟାମାଟି ଖଣିରେ ୨୬ ଟିକିଆ ହାତୀପଲ

ବଡ଼ବିଲ :  ଖଣିରେ ପଶିଲେ ହାତୀପଲ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜର କାଟାମାଟି ଲୌହ ଖଣିରେ ୨୬ ଟିକିଆ ହାତୀ ପଲ ପଶିଛନ୍ତି। ଏହି ପଲରେ ୧୨ଟି ମାଇ, ୬ଟି ଦନ୍ତା ଓ ୮ଟି ଛୁଆ ହାତୀ ଅଛନ୍ତି । ହାତୀପଲ କାଟାମାଟି ଖଣିରେ ପଶିବା ପରେ ମୁର୍ଗା ବସ୍ତି ଭିତରେ ପଶି ଉତ୍ପାତ କରିଛନ୍ତି। ଏତେ…

ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଘର ଉପୁଡ଼ିଲା ବଡ଼ ବଡ଼ ଗଛ

ଶ୍ୟାମାଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଶ୍ୟାମାଖୁଣ୍ଟା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ପବନ ଓ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । କିଛି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ଅନେକ ଘରର ଚାଳଛପର ଉଡିଯାଇଛି । କୁଟିଳାଘାଟି ପଞ୍ଚାୟତ କାକରପାଣି…

ପାଳିତ ହେଲା ସାମାଜିକ ଅନୁଷ୍ଠାନ ‘ଆମ ସ୍ଵର’ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ

ବାଲେଶ୍ବର , ୩/୪(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ରେମୁଣା ପରିଧି ଭବନରେ ସାମାଜିକ ଅନୁଷ୍ଠାନ 'ଆମ ସ୍ଵର'ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହେଇ ଯାଇଛି। ଏହି ଅବସରରେ 'ଆଜିର ଏହି ପରିଵର୍ତ୍ତିତ ସମାଜକୁ ଆଖି ଆଗରେ ରଖି ପିତା ମାତାଙ୍କ ମତକୁ ଅଗ୍ରାଧିକାର ଦେବେ ନା ନିଜେ ଵାଛିଵା ଉଚିତ…

ବାଲେଶ୍ବରରେ ପାଳିତ ହେଲା ପ୍ରଶାନ୍ତ ଦାସଙ୍କ ‘ଜରି ଗୋଟାଇବା ଝିଅ’ର ୨୮ତମ ଜନ୍ମଦିନ

ବାଲେଶ୍ଵର, ୩/୪:(କୃଷ୍ଣ କୁମାର ମହାନ୍ତି) ବିଶ୍ଵର ଦୁଃଖୀ ଓ ନିଷ୍ପେସିତ ସାଧାରଣ ମଣିଷଙ୍କୁ ସମର୍ପିତ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ'ର ୨୮ତମ ଜନ୍ମୋତ୍ସବ ଏକ କବିତାମୟ ପରିବେଶରେ ‘ଶ୍ରୀ’ ଶିକ୍ଷା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଭାଷାରେ ଅନୁବାଦିତ…

ଜିଲ୍ଲା ପ୍ରଶାସନ ପାଳନ କଲା ‘ଓଡ଼ିଆ ପକ୍ଷ’ର ଦ୍ଵିତୀୟ ଦିନ : ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ କଲେ…

ବାଲେଶ୍ୱର, ୨/୪(କୃଷ୍ଣ କୁମାର ମହାନ୍ତି): 'ଓଡ଼ିଆ ପକ୍ଷ'ର ଦ୍ଵିତୀୟ ଦିନକୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅତି ଉତ୍ସାହର ସହିତ ପାଳନ କରାଯାଇଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨ ଓ ୩ ତାରିଖ 'ଓଡ଼ିଆ ପକ୍ଷ'କୁ…