ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ପାଇଁ ଯୁବ ସମାଜସେଵୀ ଦିବ୍ୟଭୁଷଣ ମହାନ୍ତିଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଜଣା ଶୁଣା ଛାତ୍ରନେତା ଓ ସୁସଂଗଠକ ଭାବେ ଶ୍ରୀ ମହାନ୍ତି ଅନେକ ଜନ ସେବା ମୂଳକ କାର୍ଯ୍ୟ କରି ଆସୁଛନ୍ତି। ସେ ପୂର୍ଵରୁ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଦାଇତ୍ୱ ତୁଲାଇ ସାରିଛନ୍ତି।
ଏହି ନିଯୁକ୍ତି ପରେ ସାସଂଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ସମତେ ବହୁ ବିଶିଷ୍ଠ ବ୍ୟକ୍ତି, ସମାଜ ସେଵୀ ମାନେ ଶ୍ରୀ ମହାନ୍ତିଙ୍କୁ ଅଭିନଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.