Browsing Category

ରାଜନୀତି

ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି – ପ୍ରିୟଙ୍କା ଗାନ୍ଧୀ

ଡେସ୍କ: ପରିସଂଖ୍ୟାନ ଅନୁଯାୟୀ ଦେଶରେ ପ୍ରାୟ ୩୦ ଲକ୍ଷ ସରକାରୀ ପଦବୀ ଖାଲି ଅଛି। ଆମର କୋଟି କୋଟି ଯୁବକ ଚାକିରୀକୁ ଅପେକ୍ଷା କରିଛନ୍ତି, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ଏହି ପଦବୀ ପୂରଣ ପାଇଁ କେବଳ କହିବା ବ୍ୟତୀତ ଆଉ କିଛି କରିନାହାଁନ୍ତି ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା…

ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସୂଚନାଯୋଗ୍ୟ, ରେବନ୍ତ ୨୦୨୧ ଜୁଲାଇରେ ତେଲେଙ୍ଗାନା…

ଜନାଦେଶକୁ ଗ୍ରହଣ କରୁଛୁ, ପରାଜୟ ପରେ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ତିନିଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସେ ଜନାଦେଶକୁ ଗ୍ରହଣ କରୁଛନ୍ତି । କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ । ସେ ମଧ୍ୟ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ…

ଏ ବିଜୟ ଐତିହାସିକ, ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୩ ରାଜ୍ୟରେ ବିଜେପିର ଦମ୍‌ଦାର ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ଦଳ। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘‘ଆଜିର ବିଜୟ ଐତିହାସିକ, ଅଭୂତପୂର୍ବ। ଆଜି ସବକା ସାଥ, ସବକା ବିକାଶର ବିଜୟ ହୋଇଛି।…

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ

ଚେନ୍ନାଇ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି ତାମିଲନାଡ଼ୁ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅୁନଷ୍ଠିତ ବୈଠକ ପରେ ଘୋଷଣା କରାଯାଇଛି। ଆସନ୍ତା ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ଏକାକି ନିର୍ବାଚନ ଲଢ଼ିବେ…

ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି : ମୋହନ ମାଝୀ

ଭୁବନେଶ୍ବର: ଗୃହ ବାହାରେ ବିରୋଧୀଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ସୋମବାର କହିଛନ୍ତି ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଥିବା ବେଳେ ରିଜେକ୍ଟ କରାଯାଇଛି। ମୁଲତବି ପ୍ରସ୍ତାବ ବି ଗ୍ରହଣ କରାଯାଇନାହିଁ କି…

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ: ବିରୋଧୀଙ୍କ ହଙ୍ଗାମା, ସାଢେ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ଆଣିଥିବା ଦୁୂଇଟି ମୁଲତବୀ ପ୍ରଶ୍ନକୁ ବାଚସ୍ପତି ଜାଣିଶୁଣି ପ୍ରତ୍ୟାଖ୍ୟାନ କରିବା ପ୍ରତିବାଦରେ ବିଜେପି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଏଣେ…

ଓଡ଼ିଶାରେ ପାଣ୍ଡିଆନରାଜ୍ ଚାଲିବାକୁ ଦିଆଯିବ ନାହିଁ: କଂଗ୍ରେସ

ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ରାଜ୍ୟରେ ଗଣତନ୍ତ୍ରର ଶାସନ ନାହିଁ । ବାବୁତନ୍ତ୍ରର ଶାସନ ଚାଲିଛି । ଓଡ଼ିଶାରେ ପାଣ୍ଡିଆନ ଶାସନ କି ତାମିଲ ଶାସନ ଚାଲିବାକୁ ଦିଆଯିବ ନାହିଁ…

ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ଓ ରେମୁଣା ବିଧାୟକ

 ପ୍ରମାଣିତ ହେଲା ସଚିବ ସର୍ବଶକ୍ତିମାନ୍। ତାଙ୍କ ବିରୁଦ୍ଧରେ ଆଲେଖ୍ୟକୁ ସହ୍ୟ କରିପାରିଲେନି ୫-ଟି ସଚିବ। ଅବଶେଷରେ ଭିନ୍ନ ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ରହଣ କରିଲେ କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ…

ଓଡ଼ିଶାରେ ବିଜେଡ଼ି ଗଣତନ୍ତ୍ରକୁ ଗୁରୁତ୍ଵ ଦେଉନାହିଁ, ଜନପ୍ରତିନିଧିଙ୍କର କୌଣସି ଗୁରୁତ୍ଵ ରହୁ ନାହିଁ : ଲେଖାଶ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଉଟ୍ ସୋର୍ସିଂ କରି ନିଜ ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼େ ବୁଲାଇବାର ପ୍ରହସନ ଚଳାଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶାରେ ବିଜେଡ଼ି…