Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
Multilingual Poets’ Meet on the occasion of International Mother Tongue Day
Kolkata(21/2) :Sahitya Akademi organised a Multilingual Poets' Meet on the occasion of International Mother Tongue Day. In the programme, the welcome address was delivered by Devendra Kumar Devesh, Regional Secretary of Sahitya Akademi.…
ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ବହୁଭାଷୀ କବି ସମ୍ମିଳନୀ
ବାଲେଶ୍ଵର, ୨୧/୦୨; (କୃଷ୍ଣ କୁମାର ମହାନ୍ତି) ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସଭାଗୃହରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, କୋଲକାତା କାର୍ଯ୍ୟାଳୟର…
ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ବ ମାତୃଭାଷା ଦିବସ ପାଳିତ
ବାଲେଶ୍ବର, ୨୧/୦୨(କୃଷ୍ଣ କୁମାର ମହାନ୍ତି) ଭାଷାର ବିକାଶ ଓ ସୁରକ୍ଷା ଦିଗରେ ସଦା ଯତ୍ନଶୀଳ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ସ୍ନାତକୋତ୍ତର ଭାଷା ଓ ସାହିତ୍ଯ ବିଭାଗ ପକ୍ଷରୁ ଆଜି ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ମାଆ…
ଭୁବନେଶ୍ୱରରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି। ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ…
ରାଜ୍ୟପାଳଙ୍କ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନ
କେନ୍ଦୁଝର: ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ଶ୍ରୀ ଦାସ ସେଠାରେ ପହଞ୍ଚିବା ପରେ ବିଦ୍ୟାଳୟର ଆଚାର୍ଯ୍ୟଗଣ ଓ ଛାତ୍ରଗଣ ପୁଷ୍ପଗୁଛ ଦେଇ ସ୍ୱାଗତ…
ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଖିଳ ଭାରତ କୃଷକ ମହାସଭା ଓ ସିପିଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡାର ଖିଲାପଦର ଛକଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୧୬ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର…
ଫକୀରମୋହନ ବିଶ୍ବବିଦ୍ୟାଳୟର ସମାଜସେବା ବିଭାଗ ପକ୍ଷରୁ ଦଶଦିନିଆ ଗ୍ରାମୀଣ ଶିବିର ଉଦଯାପିତ : ‘୫-ଜ’କୁ…
ବାଲେଶ୍ଵର, ୧୯/୦୨(କୃଷ୍ଣ କୁମାର ମହାନ୍ତି) ଫକୀର ମୋହନ ବିଶ୍ବବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ମୟୂରଭଞ୍ଜ ଜିଲ୍ଲାର ଶରତ ବ୍ଲକର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ସହ ଦଶଦିନିଆ ଗ୍ରାମୀଣ ଶିବିର ଶେଷ ହୋଇଯାଇଛି।
ଏହାର ଉଦଯାପନୀ ଉତ୍ସବରେ ଅଧ୍ୟାପିକା ଓ…
ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ
ଭୁବନେଶ୍ୱର: ତା ୨୦.୦୨ ରିଖ ଆନ୍ତର୍ଜାତୀକ ଖ୍ୟାତିସଂମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଏଠାକାର ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତପ୍ରକାଶ କରୁଛନ୍ତି। ଡ଼ଃ ପାଣି ଶାସକ ବିଜୁ ଜନତା ଦଳର ଟିକେଟ ରେ…
ବିଏମ୍ସିର ୧୦୨୭ କୋଟି ରେକର୍ଡ ବଜେଟ୍: ଲିଗାଲ୍ ଫି’କୁ ନେଇ ଅସନ୍ତୋଷ
ଭୂବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ(୨୦୨୪-୨୫) ପାଇଁ ବିଏମ୍ସି ବଜେଟ୍ ପ୍ରସ୍ତୁତ କରିଛି। ଆଜି ଏକ ସ୍ୱତନ୍ତ୍ର ବୈଠକରେ ଏହାର ତର୍ଜମା ହେବା ସହ ସର୍ବ ସମ୍ମତିକ୍ରମେ ସ୍ବୀକୃତି ଲାଭ କରିଥିବା ବିଏମ୍ସି କହିଛି। କିନ୍ତୁ ୬୭ କର୍ପୋରେଟରଙ୍କ ମଧ୍ୟରୁ ଆଜି ୩୪ ଜଣ ଉପସ୍ଥିତ ଥିଲେ। ଅର୍ଥାତ୍…
୫ଟି ଅଧ୍ୟକ୍ଷଙ୍କ ଅନ୍ଧାରୁଆ ବାୟୋଟେକ୍ ପାର୍କସ୍ଥିତ ସାପିଜେନ୍ ବାୟୋଲଜିକ୍ସ ପରିଦର୍ଶନ
ଭୁବନେଶ୍ୱର: ଆଜି ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍ ପାର୍କସ୍ଥିତ ସାପିଜେନ୍ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି…