Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୈକୁଣ୍ଠ ବାବୁଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା
ପଟ୍ଟାମୁଣ୍ଡାଇ ୧/ ୮:ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡି଼ହାପଡା ପଞ୍ଚାୟତ ଅଧିନସ୍ଥ କୁପୁଣି ଗ୍ରାମର ବିଶିଷ୍ଟ ସମାଜସେବୀ, ରାଜନେତା, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବୈକୁଣ୍ଠ ସେନାପତିଙ୍କ ଆଜି ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ…
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଅବସରରେ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀଙ୍କୁ ‘ଗଙ୍ଗାଧର ମେହେର ସମ୍ମାନ’
ବାଲେଶ୍ଵର, ୧/୯(କୃଷ୍ଣ କୁମାର ମହାନ୍ତି):ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ତେତାବନା ସାହିତ୍ୟ ସଂସଦ, କେସିଙ୍ଗା ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଲେଖିକା ଯାଜ୍ଞସେନୀ ସାହାଙ୍କ ସଭାପତିତ୍ୱରେ ସ୍ଥାନୀୟ…
ବାଲେଶ୍ୱର ପୌରପାଳିକା ପକ୍ଷରୁ ପାଳିତ ହେଲା ୧୫୦ତମ ସ୍ୱାୟତ୍ତ ଶାସନ ଦିବସ
ବାଲେଶ୍ୱର, ୩୧/୦୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକାର ୧୫୦ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଭବ୍ୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଐତିହାସିକ ଏହି ଅବସରରେ ପୌରପାଳିକାର ୧୫୦ ବର୍ଷର ଗୌରବମୟ ଯାତ୍ରା,…
ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ସେପ୍ଟେମ୍ବର ୮ରୁ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ
ଭୁବନେଶ୍ୱର: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟର ଶିଳ୍ପାୟନକୁ ନୂତନ ଗତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ।…
ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା: ଦେଶର ପ୍ରଥମ ଲୋକଭବନ ହେବାର ଗୌରବ
ଭୁବନେଶ୍ୱର: ଓଡ଼ିଶା ଶାସନ ପ୍ରଶାସନର ମୁଖ୍ୟ କେନ୍ଦ୍ର ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ‘ଲୋକଭବନ’ ପରିସର ଏକ ବିରଳ ସଫଳତା ହାସଲ କରିଛି। ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ ପକ୍ଷରୁ ଓଡ଼ିଶା ଲୋକଭବନକୁ ଅତ୍ୟନ୍ତ ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ପ୍ରଦାନ…
ଆୟୁଷ୍ମାନରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା
ଭୁବନେଶ୍ୱର: ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଯେଉଁ…
ସମବାୟ ସଂଘୀୟ ପରିକଳ୍ପନା: ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ବିଭାଗୀୟ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ: ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସୁରକ୍ଷିତ ଭାରତ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧-୨ ସେପ୍ଟେମ୍ବର, ୨୦୨୬ରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ବିଭାଗୀୟ ଶିଖର ସମ୍ମିଳନୀ ଆୟୋଜନ କରିବ। ସମବାୟ ସଂଘୀୟ ବ୍ୟବସ୍ଥାକୁ…
ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ…
ମୁମ୍ବାଇ (୩୦/୮): ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ରୁ ଅଗଷ୍ଟ ୨୯ତାରିଖ ସଂନ୍ଧ୍ୟା ରେ ଓଡ଼ିଶାର ପ୍ରସିଦ୍ଧ ଗାୟକ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ସ୍ମୃତି ରେ ସଙ୍ଗୀତ ଆସର ଗୁଗଲ ମିଟ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ କଣ୍ଠଶିଳ୍ପୀ ଅଧ୍ୟାପକ ପ୍ରଦୀପ୍ତ ସୁନ୍ଦର…
୨୩ ବର୍ଷ ହାଡ଼ ଭଙ୍ଗା ପରିଶ୍ରମ କୋରାପୁଟ RMC ର ଅସ୍ଥାୟୀ ମାର୍କେଟ ଗାର୍ଡ,ଙ୍କର କରୁଣ କାହାଣୀ
କୋରାପୁଟ(ସୁରେନ୍ଦ୍ର ଖୋସଲା): କୋରାପୁଟ DRDA ସମ୍ବିଳନୀ କକ୍ଷ ରେ ଜିଲ୍ଳାପାଳ ଙ୍କ ଗ୍ରୀଭେନ୍ସ୍ ରେ ଶ୍ରୀ ବଷନ୍ତ କୁମାର ସ୍ଵାଇଁ ଦିର୍ଘ ୨୩ ବର୍ଷ କାଳ କୋରାପୁଟ ଆର,ଏମ୍,ସି ରେ ମାତ୍ର ୯୦୦୦/ନଅହଜାର ଟଙ୍କାରେ କାମ କରି ଆସୁଅଛନ୍ତି । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ଙ୍କ…
ପେଣ୍ଠପାଳ :ଵନ୍ୟା ସ୍ରୋତରେ ୨ ଭାସିଗଲେ,୧ ଉଦ୍ଧାର ନିଖୋଜ ବ୍ୟକ୍ତିକୂ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ତଲାସୀ
ପଟ୍ଟାମୁଣ୍ଡାଇ ୩୧/୮: ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୋଳଥିଆ ବ୍ରାହ୍ମଣସାହି ଘୋଷରା ନିକଟ ଘାଇରେ ଆଜି ଏକ ଏକ ଦୁଃଖଦ ଘଟଣା ଘଟି ଯାଇଛି I ଆଜି ଅପରାହ୍ନ ୨. ୩୦ ମିନିଟ ସମୟରେ ବାଲିକିରା ଗ୍ରାମର ତ୍ରିଲୋଚନ ରାଉଳ ଓ ବାଙ୍କ ବିହାରୀ ରାଉଳ ନିଜ କାମ ସାରି କୋଳଥିଆ ବ୍ରାହ୍ମଣ ସାହି…