Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୨ ଦାଦନ ଶ୍ରମିକ ଉଦ୍ଧାର: ଗାଡ଼ି ଜବତ, ଚାଳକ ସହ ସର୍ଦ୍ଦାର ଗିରଫ
କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୧୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକମାନେ ହେଲେ ମୁରିବାହାଲ ଥାନା ଖର୍ଜୁରୀ ଗାଁର। ଶ୍ରମିକମାନଙ୍କୁ ଡକରା ଗାଁର ଦାଦନ ସର୍ଦାର ଭୁବନ ନାଗ ଏକ ଓମିନି ଗାଡିରେ କଣ୍ଟାବାଞ୍ଜି ରେଳ…
ପୁରନ୍ଦର ମିଶ୍ର ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ
ରାୟପୁର/ଭୁବନେଶ୍ବର ତା ୩.୧୨ରିଖ ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟି ର ପାର୍ଥୀ ପୁରନ୍ଦର ମିଶ୍ର, ରାୟପୁର ନଗର ଉତ୍ତର ଆସନ ରୁ ବିଜୟ ଲାଭ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ର ପାର୍ଥୀ କୂଳଦୀପ ସିଂହ…
ବିଷ ଭକ୍ଷିଲେ ଉମାକାନ୍ତ
ଶ୍ରୀମଦ୍ଭାଗବତ ମହାପୁରାଣର କଥା, ଏକଦା ଅସୁର ମାନେ ଅତ୍ୟନ୍ତ ପରାକ୍ରମୀ ହୋଇଉଠିଲେ l ତାଙ୍କର ଚିର ଶତ୍ରୁ ଦେବତା ମାନଙ୍କୁ ଯୁଦ୍ଧରେ ପରାଜିତ କରି ବହୁ ଦେବତାଙ୍କୁ ମାରି ପକାଇଲେ l ଯାଗ ଯଜ୍ଞ ଆଦି କର୍ମ ସବୁ ବିଲୁପ୍ତ ହେବାକୁବସିଲା l ଆପଣା ସୁରକ୍ଷା ପାଇଁ ଦେବତାମାନେ ଚିନ୍ତିତ ହୋଇପଡ଼ିଲେ l…
ଜନାଦେଶକୁ ଗ୍ରହଣ କରୁଛୁ, ପରାଜୟ ପରେ କହିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ତିନିଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସେ ଜନାଦେଶକୁ ଗ୍ରହଣ କରୁଛନ୍ତି । କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ । ସେ ମଧ୍ୟ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ…
ଏମ୍ସ ଠିକା କର୍ମଚାରୀଙ୍କ ୫ ଘଣ୍ଟା କାର୍ଯ୍ୟବନ୍ଦ ଆନ୍ଦୋଳନ: ତେଜୁଛି ଏମସ ଠିକା କର୍ମଚାରୀ-ଠିକା ସଂସ୍ଥା ବିବାଦ
ଭୁବନେଶ୍ବର: ଏମ୍ସରେ ଠିକା ସଂସ୍ଥା ଏବଂ ଠିକା କର୍ମଚାରୀଙ୍କ ବିବାଦ ଥମିବାର ନାଁ ନେଉ ନାହିଁ। ବରଂ ବର୍ତ୍ତମାନ ମାମଲା ଥାନାରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ମାଡ଼ପିଟ ଓ ଆକ୍ରମଣର ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ଏହାକୁ ନେଇ ସକାଳ ୭ଟାରୁ ଏମ୍ସରେ…
ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସକୁ ପିଟିଲା କାର୍, ଚାଲିଗଲା ଜଣଙ୍କ ଜୀବନ
ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଓ ୩ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ…
ବିହାର ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍
ପାଟନା: ବିହାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଧେୟକ ଗୁରୁବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏଥିସହ ଜାତିଗତ ସଂରକ୍ଷଣ ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସୀମା ଅତିକ୍ରମ କରିଛି। ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ୫୦ରୁ…
ତେଲେଙ୍ଗାନା ଡିଜିପି ନିଲମ୍ବିତ
ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସର ବିଜୟ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଛନ୍ତି। ଡିଜିପି ଅଞ୍ଜନୀ କୁମାରଙ୍କୁ ନିର୍ବାଚନ ଆୟୋଗ ଚାକିରୀରୁ ନିଲମ୍ବନ କରିଛନ୍ତି। ରାଜ୍ୟ…
ଏ ବିଜୟ ଐତିହାସିକ, ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ୩ ରାଜ୍ୟରେ ବିଜେପିର ଦମ୍ଦାର ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ଦଳ। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘‘ଆଜିର ବିଜୟ ଐତିହାସିକ, ଅଭୂତପୂର୍ବ। ଆଜି ସବକା ସାଥ, ସବକା ବିକାଶର ବିଜୟ ହୋଇଛି।…
ଶ୍ରାବଣୀଙ୍କୁ ୯ ଲକ୍ଷ ୪୦ ହଜାର ଟଙ୍କା ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଧାବିକା ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି। ଗୋଆରେ ଆୟୋଜିତ ୩୭ ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତକାଲି କଳିଙ୍ଗ ଷ୍ଟାଡିୟମ ଠାରେ…