Browsing Category

ଓଡିଶା

ବାଲେଶ୍ୱର ବେଳାଭୂମିର ସାମୁଦ୍ରିକ ଶିଉଳିରେ ରହିଛି କ୍ୟାନସର ରୋଗର ଔଷଧୀୟ ସମ୍ଭାବନା : ଦୁଇ ଗବେଷକଙ୍କ ପାଇଁ ନୂଆ ଆଶା

ବାଲେଶ୍ୱର, ୨୭/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ସମୁଦ୍ରତଟ କେବଳ ପର୍ଯ୍ୟଟନ କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟର ଆକର୍ଷଣ ନୁହେଁ, ଏହାର ସାମୁଦ୍ରିକ ଜୈବବିବିଧତା ଭିତରେ ଲୁଚି ରହିଛି ଭବିଷ୍ୟତର ଔଷଧ ଓ ସୌନ୍ଦର୍ଯ୍ୟ ପ୍ରସାଧନର ନାନାଦି ସମ୍ଭାବନା। ବାଲେଶ୍ୱର ଜିଲ୍ଲାର ତାଳସାରୀ…

ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ ଅଧୀନରେ ଗଜପତିରେ କିଷାନ ମେଳା ଅନୁଷ୍ଠିତ ।

ଗଜପତି , ୨୭.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୬/୦୯:- ପାରଳାଖେମୁଣ୍ଡି ସନ୍ନିକଟ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଓ ଆଇପିଏଲ୍ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ କିଷାନ ମେଳା ଅନୁଷ୍ଠିତ ହୋଇଯାଇଛି।ଆଇପିଏଲ୍ ଅମୃତ ଇଣ୍ଟର୍ଣ୍ଣସିପ୍…

ରୁଟି ଖାଇ ୬ ଜଣ ଅସୁସ୍ଥ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ଗଜପତି,୨୭.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷେତଡ଼ା ଗ୍ରାମରେ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ…

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

ନୂଆଦିଲ୍ଲୀ, ତା ୨୭.୦୯. ;ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ନିକଟରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ବହୁତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାରୋହ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଦ୍ୱାରା ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଜାତିସଂଘର…

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

ଭୁବନେଶ୍ବର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସୁନାବେଶ ପାଇଁ ଏକ ନୂତନ ସୁନା ଅଳଙ୍କାର ସେଟ୍ ପ୍ରସ୍ତୁତ କରାଯିବ। ଏନେଇ ଖୁବଶୀଘ୍ର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ଏହି ଅଳଙ୍କାର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ତେବେ…

ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ ପ୍ରଥମ କବିତା ପୁସ୍ତକ ‘ଉଠିବ କି ଜାତିର କଙ୍କାଳ’।

ଭୁବନେଶ୍ବର: ସେ ଆଗରୁ ଥିଲେ ବିଜେପିର ବଡ ନେତା, ପରେ ହେଲେ ବିଧାୟକ ଓ ମନ୍ତ୍ରୀ, ଆଉ ଏବେ ସେ ହେଲେ କବି। ସେ ହେଉଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଦୀର୍ଘ ବର୍ଷର ରାଜନୈତିକ ଜୀବନ ଭିତରେ ଲୁଚି ରହିଥିବା କବିତ୍ବର ଭାବ ଶେଷରେ ଫୁଟି ବାହାରକୁ ଆସିଛି। ଆଜି ଜୟଦେବ ଭବନରେ ଲୋକାର୍ପଣ…

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

କଟକ, : ନିଆଳି ଅଞ୍ଚଳରେ ଚାଲିଥିବା ଅପମିଶ୍ରିତ ପନିର କାରବାର ଘଟଣାରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫଏସଓ) ଅମିତା ଦାସଙ୍କୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ନିଆଳି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା…

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଅତୁଳନୀୟ ଯୋଗଦାନକୁ ସ୍ୱୀକୃତି ଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଶାଢ଼ି ଭତ୍ତା ବୃଦ୍ଧି କରାଯାଇଛି। ଶାଢ଼ି ଭତ୍ତା ବାବଦକୁ ପୂର୍ବରୁ ମିଳୁଥିବା ୧୩୯୦ ଟଙ୍କାକୁ…

ସୁନାମି ବିପର୍ଯ୍ୟୟ ମୁକାବିଲା ପାଇଁ ବାଲେଶ୍ୱରରେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର ଟିମ୍‌ର…

ବାଲେଶ୍ୱର, ୨୬ ସେପ୍ଟେମ୍ବର( କୃଷ୍ଣ କୁମାର ମହାନ୍ତି): ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ସମ୍ଭାବ୍ୟ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପୂର୍ବ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର (INCOIS), ହାଇଦ୍ରାବାଦର ବୈଜ୍ଞାନିକ…

ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର: ୨ ଲକ୍ଷରୁ ଅଧିକ ପ୍ରଭାବିତ

ବାଲେଶ୍ୱର, ୨୬ା୯ (କୃଷ୍ଣ କୁମାର ମହାନ୍ତି): ଲଗାତାର ବର୍ଷା ଏବଂ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଜିଲ୍ଲାର ବିଭିନ୍ନ ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ,…