Browsing Category

ଓଡିଶା

ବାଂଲାଦେଶକୁ ଫେରିବା ନେଇ ବଡ ଖୁଲାସା କଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ସୁଦ୍ଧା ସ୍ବଦେଶ ଫେରିବେ ବୋଲି କହିଛନ୍ତି। ତେବେ ସମୟ ଆସିଲେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍ କର୍ମୀମାନଙ୍କ ଉପରେ ବ୍ୟାପକ ଆକ୍ରମଣ କରାଯାଉଥିବା ସେ…

କୁଲଡିହା ଅଭୟାରଣ୍ୟରୁ ଫେରାର ୨ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି: କୁଲଡିହା ଅଭୟାରଣ୍ୟ ଭିତରେ ଶିକାର କରି ଫେରାର ହୋଇ ଯାଇଥିବା ଦୁଇ ଶିକାରୀଙ୍କୁ ଟ୍ରାପ୍ କ୍ୟାମେରା ସହାୟତାରେ ଗିରଫ କରାଯାଇଛି। ବନ ବିଭାଗ ପକ୍ଷରୁ ସେମାନଙ୍କ ଘରେ ତଲାସି କରାଯାଇଥିଲା କୁଲଡିହା ଓ କପ୍ତିପଦା ବନବିଭାଗ କର୍ମଚାରୀଙ୍କ ସହଯୋଗରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନର ପଞ୍ଚମ କିସ୍ତି

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ପାଇଁ ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର ପଞ୍ଚମ କିସ୍ତି। ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର ଉପକୃତ…

୫ ଓ ୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଆସନ୍ତା ୫ ଓ ୬ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକରେ ଅନୁଷ୍ଠିତ ହେବ।କଟକ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ରାଜ୍ୟସ୍ତରୀୟ ନେତୃତ୍ୱ ସମେତ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ।ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ…

ସାହସୀ ମହିଳା ମୁନି ସିଂଙ୍କୁ ସମ୍ବର୍ଦ୍ଧିତ କଲେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍‌ ଏବଂ ଦଳର ବରିଷ୍ଠ…

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ନୀଳଗିରି ତିନିକୋଶିଆ ଜଙ୍ଗଲ ରାସ୍ତାରେ ଡକାୟତଙ୍କ ବନ୍ଧୁକକୁ ଭୟ ନ କରି, ନିଜ ଜୀବନକୁ ବାଜି ଲଗାଇ ଛତା ସାହାଯ୍ୟରେ ବନ୍ଧୁକ ଭାଙ୍ଗି ଅସାଧାରଣ ସାହସିକତାର ପରିଚୟ ଦେଇଥିଲେ ନୀଳଗିରି ଗରଡ଼ିହୀ ପଞ୍ଚାୟତର ଶ୍ରୀମତୀ ମୁନି ସିଂ। ​ତାଙ୍କର ଏହି ଅତୁଳନୀୟ…

ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ : ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର ତା 03/09/26:  ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ,ଅବକ୍ଷେୟୀ ଲୋକ ଚରିତ୍ର,ମାନବବାଦ ତଥା ମାତା  ପିତୃ ପୂଜନ ପ୍ରମୁଖ ଧୀରେ ଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ "ପିତୃ ଦିବସ " କାର୍ଯ୍ୟକ୍ରମ ଆସନ୍ତା ବର୍ଷ 2027 ମସିହା…

ବାଲେଶ୍ୱରରେ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସୁମନ ଘୋଷଙ୍କ ସତର୍କ ତତ୍ପରତା ଯୋଗୁଁ ଟଳିଲା ସମ୍ଭାବ୍ୟ ରେଳ…

ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): ଜନୈକ ରେଳ ଟ୍ରାକ୍ ମେଣ୍ଟେନର ସୁମନ ଘୋଷଙ୍କ ସତର୍କତା ଓ ତତ୍ପରତା ଯୋଗୁଁ ବାଲେଶ୍ୱରର ନୀଳଗିରି ରୋଡ୍–ବାଲେଶ୍ୱର ରେଳପଥରେ ଏକ ସମ୍ଭାବ୍ୟ ଦୁର୍ଘଟଣା ଟଳିଯାଇଛି। ଡ୍ୟୁଟି ସମୟରେ ସେ ସ୍ୱିଚ୍ ଏକ୍ସପାନ୍ସନ୍ ଜଏଣ୍ଟ୍ (SEJ)ର ଟଙ୍ଗ୍ ରେଲ୍‌ରେ ଫାଟ ଚିହ୍ନଟ…

ବାଲେଶ୍ଵର ବନ୍ୟାଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ହେଲା ଜୋରଦାର : ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବାଲେଶ୍ୱର ପୌରପାଳିକା ସମେତ ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ସେବା ବାହିନୀର ଦଳଗୁଡ଼ିକ ସକ୍ରିୟ ଭାବେ ଉଦ୍ଧାର…

ବଡ଼ସିଙ୍ଗାରିଆରେ ଅନୁଷ୍ଠିତ ହେଲା ପ୍ରଥମ ଗ୍ରାମପଞ୍ଚାୟତ ସ୍ତରୀୟ ସମନ୍ୱୟ ମେଳା : 

ବାଲେଶ୍ଵର(କୃଷ୍ଣ କୁମାର ମହାନ୍ତି): ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ୍ ଅନ୍ତର୍ଗତ ବଡ଼ସିଙ୍ଗାରିଆ ଗ୍ରାମପଞ୍ଚାୟତରେ ପ୍ରଥମ ଥର ପାଇଁ ଅଭିନବ ଗ୍ରାମପଞ୍ଚାୟତ ସ୍ତରୀୟ ସମନ୍ୱୟ ମେଳା ଆୟୋଜିତ ହୋଇଯାଇଛି। ଆମ୍ବଡିହା ଦୁଗଧାସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଦିବସବ୍ୟାପୀ ଆୟୋଜିତ ଏହି ମେଳାରେ…