Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ
ଭବାନୀପାଟଣା: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ…
ଅତ୍ୟାଧୁନିକ ଜ୍ଞାନକୌଶଳରେ ଆନ୍ଥରାକ୍ସ ଓଇଏନଟିଭି ଟିକାର ଉତ୍ପାଦନ ନେଇ ଚୁକ୍ତିନାମା ସ୍ୱାକ୍ଷରିତ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-‘ଟି’ ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓଇଏନଟିଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜିଏମପି (ଗୁଡ଼୍ ମ୍ୟାନୁଫାକ୍ଚରିଂ ପ୍ରାକଫିସେସ୍) ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଓ…
କେନ୍ଦ୍ର ସରକାରଙ୍କ ନୂତନ ପେନସନ ଲାଗୁ, ରେଲୱେ ଶ୍ରମିକ ଯୁନିୟନର ବିରୋଧ
କଣ୍ଟାବାଞ୍ଜି : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ କଣ୍ଟାବାଞ୍ଜି ଏଡିଇଏନ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୂତନ ପେନସନକୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଏହା ସହ ଏକ ଦାବିପତ୍ର ସ୍ଥାନିୟ ଏଡିଇଏନଙ୍କ ଜରିଆରେ…
ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଘରୋଇକରଣକୁ ତୀବ୍ର ବିରୋଧ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ…
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରକୁ ସରକାର ପିପିପି ମୋଡରେ ଘରୋଇକରଣ ନିମନ୍ତେ ଆରମ୍ଭ କରିଥିବା ଉଦ୍ୟମକୁ ବିରୋଧ କରି ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ଆଜି ସୋମବାର
ଆଜି ସୋମବାର
==========
ଆଜି ସୋମବାର ସଜନୀ ଚାଲ ଶିବମନ୍ଦିର l
ଶ୍ରୀସଦାଶିବଙ୍କୁ ପୁଜିବା ଅର୍ପି କଦଳୀ କ୍ଷୀର ll
ପନ୍ନଗ ଭୂଷଣ ହରିବେ ସର୍ଵ ଦୋଷ, ଦୂଷଣ l
ସମୁଦ୍ରମନ୍ଥନେ କରିଲେ ପ୍ରଭୁ ବିଷଶୋଷଣ ll
ଦୁଦୁରା ଗୟସ କେତକୀ ଆଣ ମଲ୍ଲି ଟଗର l
ଅତି ଶରଧାରେ ପିନ୍ଧନ୍ତି ପ୍ରଭୁ…
ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ
ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ
================
ମହାଭାରତ ଯୁଦ୍ଧ ଶେଷ ହେଲା l ଯୁଦ୍ଧ ଜୟୀ ରାଜା ଯୁଧିଷ୍ଠିର ହସ୍ତିନାର ସିଂହାସନରେ ଅଭିଷିକ୍ତହେଲେ l
ନିଜ ସାର୍ବଭୌମତ୍ଵ ପ୍ରତିଷ୍ଠାପାଇଁ ଧର୍ମରାଜ ଗୋଟିଏ ଅଶ୍ଵମେଧ ଯଜ୍ଞର ଆୟୋଜନ କରି, ସମଗ୍ର ଭାରତ ବର୍ଷର ରାଜାମାନଙ୍କୁ ନିମନ୍ତ୍ରଣ…
ଚାଲ ବୁଲିଯିବା ଅଯୋଧ୍ୟା
ଚାଲ ବୁଲିଯିବା ଅଯୋଧ୍ୟା
==============
ଚାଲ ବୁଲିଯିବା ଅଯୋଧ୍ୟା ନଗର
ସୀତାଙ୍କର ଶାଶୁ ଘର l
ବିଦେହମଣ୍ଡଳେ ବୈଦେହୀ ବରିଲେ
ରାମଚନ୍ଦ୍ର ତାଙ୍କ ବର ll
ଅପୂର୍ବ ନଗରୀ ମନୁ ତୋଳାଇଲେ
ପୁଣ୍ୟ ସରଯୁର କୁଳେ l
ଅପୂର୍ବ ତା ଶୋଭା କି ବର୍ଣିବି ଅବା
ଅମରାବତୀକୁ ବଳେ ll
ଅଯୋଧ୍ୟା ନଗରୀ…
ଚିଲିକାରେ ମାଛଜାଲରେ ଫସିଗଲେ କେନ୍ଦ୍ର ମତ୍ସ୍ୟଚାଷ ମନ୍ତ୍ରୀ,
ବାଲୁଗାଁ: ମରାଳ ମାଳିନୀ ‘ଚିଲିକା’ର ଜଳରାଶିରେ ରବିବାର ସନ୍ଧ୍ୟାରେ କେନ୍ଦ୍ର ମତ୍ସ୍ୟ, ପଶୁ ଏବଂ ଗୋପାଳନ ମନ୍ତ୍ରୀ ପାର୍ଷୋତ୍ତମ ରୁପାଲା ଫସିଛନ୍ତି। ବାଲୁଗାଁ ନିକଟ ବରକୁଳ ଠାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାକୁ ଜଳପଥରେ ଯିବା ସମୟରେ ସେ ବସିଥିବା ଡଙ୍ଗାଟି…
ଆଠଗଡ଼ରେ ବିଜେପିର ସାଂଗଠନିକ ବୈଠକ
ଆଠଗଡ଼: ଓଡ଼ିଶା ୨୦୧୪ ପୂର୍ବରୁ ରେଳବାଇ କ୍ଷେତ୍ରରେ ସବୁବେଳେ ଅବହେଳିତ ହୋଇ ଆସୁଥିଲା। ସେତେବେଳର ୟୁପିଏ ସରକାର ଓଡ଼ିଶାକୁ ରେଳବାଇ ବିକାଶ ଲାଗି ବାର୍ଷିକ ଅତି ବେଶୀରେ ୮୦୦ କୋଟି ଟଙ୍କା ଦେଉଥିଲେ ଏବଂ ରାଜ୍ୟରେ ବର୍ଷକୁ ମାତ୍ର ୫୦ କିମି ନୂଆ ରେଳ ଲାଇନ ବିଛା ଯାଇପାରୁଥିଲା। କିନ୍ତୁ ୨୦୧୪ରେ…
ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର/ ଦୁବାଇ ତା୦୭/୦୧ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏଵଂ ୟୁ. ଏ. ଇ.…