Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ଧାଙ୍ଗଡି ଦୋଲା ପର୍ବ’ ପାଳିଲେ ଆଦିବାସୀ
ଭବାନୀପାଟଣା: ଆଦିବାସୀ ସଂସ୍କୃତିର ଆଦ୍ୟ ପର୍ବ ଟୋକୀ ପର୍ବ ଗତ ରବିବାର ଉଦଯାପିତ ହୋଇଥିବାବେଳେ ଆଜି ପରମ୍ପରା ମୁତାବକ ସେସବୁ ଗାଁ ରେ ଧାଙ୍ଗଡି ଦୋଲା ପର୍ବ ପାଳନ କରାଯାଉଛି। ଟୋକୀ ପର୍ବ ଦିନ ହୋଇଥିବା ରାଗ ରୋଶକୁ ଭୁଲିବା ପାଇଁ ଏହି ଧାଙ୍ଗଡି ଦୋଲା ପର୍ବର ଆୟୋଜନ କରାଯାଇଛି।
ସେହି…
ପରିଣତ ହେବା ଶ୍ରେୟସ୍କର ରହିଛି । ପରକିୟତା ଏକ ଅଭାବ ସୃଷ୍ଟି କରେ,ସେତେବେଳେ ମଣିଷ ଭିତରେ ଥିବା ସ୍ନେହ,ବିଶ୍ୱାସ ଓ…
ପୁରନ୍ଦର ନାଟ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ବାରିକ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପାଳ ବିମଳେନ୍ଦୁ ରାୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିବାସହ ନାଟକ ମାଧ୍ୟମରେ ହିଁ ମଣିଷ ନିଜ କୁ ପ୍ରତିପାଦିତ କରିଥାଏ ବୋଲି ପ୍ରକାଶ କରି ସ୍ଵର୍ଗତ…
କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବହୁଭାଷୀ କବି ସମ୍ମେଳନ
ବାଲେଶ୍ଵର, ୨୧/୧:କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆସନ୍ତା ୨୫ ତାରିଖ ଦିନ ଆୟୋଜନ କରୁଛି ବହୁଭାଷୀ କବି ସମ୍ମେଳନ। ଏହି କବି ସମ୍ମେଳନରେ ଭାରତର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଭାଷାର କବିଗଣ ଯୋଗ ଦେଇ କବିତା ପାଠ କରିବେ। ଓଡ଼ିଆ ଭାଷାରୁ ବାଲେଶ୍ଵରର କବି…
Students got ignited from a session on Indian Culture & Heritage & experienced the LIVE…
Kolkata (22/1):Revered Swami Vedanishthananda Maharaj, Spiritual Head, Ramakrishna Mission Vedanta Centre, Geneva, Switzerland addressed the students on 'Indian Culture & Heritage' today at the Swami Vivekananda auditorium of the…
ତିର୍ତୋଲ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ବ୍ୟାସ ଫାଉଣ୍ଡେସନ ତରଫରୁ ୧୦୮ଦୀପଦାନ ଉତ୍ସବ
ତିର୍ତ୍ତୋଲ -: (ଭାଗବତ ପ୍ରସାଦ ) ୨୨/୦୧/୨୪-:ଭାରତର ପୁରପଲ୍ଲୀରେ ଭରିଯାଇଛି ଅଫୁରନ୍ତ ଆନନ୍ଦ !ବିଭିନ୍ନ ରାଜ୍ୟ ତଥା ଅଂଚଳରେ ଥିବା ରାମ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ମାନଙ୍କରେ ପ୍ରଜ୍ବଳିତ କରାଯାଉଛି ପ୍ରଦୀପ ସମୂହ ! ନାମ ସଂରୁ ୧୦୮ଦୀପଦାନ ଉତ୍ସବକୀର୍ତନ, ଭଜନ…
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ନେଲେ ଯୋଗୀ ଆଦିତ୍ୟନାଥ
ଅଯୋଧ୍ୟା: ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି | ବିଶେଷ କଥା ଯେ…
ରାଇରଙ୍ଗପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା; ଜାତୀୟ ରାଜପଥ ଅବରୋଧ କଲେ ଖେଳାଳି
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଷ୍ଟାଡିୟମଠାରେ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ରବିବାର ଉଦ୍ଯାପିତ ହୋଇଛି। କ୍ରୀଡ଼ା ଉତ୍ସବର ଉଦ୍ଯାପନୀ ସମାରୋହରେ ଖେଳାଳିମାନେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି। ଖାଇବା ଓ ପୁରସ୍କାରକୁ ନେଇ…
ମଥୁରା ବିଜୟ
ମଥୁରା ବିଜୟ
==========
ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ହଳୀ l
ତାଳି ମାରୁଛନ୍ତି ମଥୁରା ବାଳି ll
ଚକ୍ର ଗତି ତାଙ୍କ ଠାଣି ସୁଠାମ l
କଟି ତଟେ ବେଢ଼ା ବକୁଳ ଦାମ ll
ଧନ୍ୟ ଧନ୍ୟ ଆରେ କ୍ରୁର ଅକ୍ରୁର l
ଘେନି ଆସିଲୁ ତୁ ମଥୁରା ପୁର ll
ଧନ୍ୟ ଧନ୍ୟ ଆରେ ନୃଶଂସ କଂସ l
ମରାଇ ଏହାଙ୍କୁ…
ଉଷା ଅନିରୁଦ୍ଧଙ୍କ ଵିଵାହ
ଉଷା ଅନିରୁଦ୍ଧଙ୍କ ଵିଵାହ
=============
ଶ୍ରୀମଦ୍ଭାଗବତ ମହାପୁରାଣର କଥା l ଦାନବରାଜ ବଳିଙ୍କର ଏକ ଶହ ପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଶିବଭକ୍ତ ବାଣାସୁର l ସେ ମନୋହର ଶୋଣିତପୁର ନଗରୀରେ ରାଜପଣ କରୁ ଥିଲେ l ପ୍ରବଳ ପ୍ରତାପୀ ବାଣାସୁରର ଶିବଙ୍କ ପ୍ରସାଦରୁ ହଜାର ବାହୁ ଥିଲା l…
ଜନ୍ମଦିନରେ ପ୍ରାର୍ଥନା
ଜନ୍ମଦିନରେ ପ୍ରାର୍ଥନା
============
ଜୟ ଜୟ ଜଗନ୍ନାଥ ହେ ପ୍ରଭୁ ବିଶ୍ୱ କାରଣ l
ଚିରଧ୍ୟେୟ ପ୍ରଭୁ ଜନମଦିନେ ପ୍ରଣାମ ଘେନ ll
ଧନ୍ୟଧନ୍ୟ ପ୍ରଭୁ ଧନ୍ୟ ହେ ତୁମ୍ଭ ମାୟାସଂସାର l
ପିତା ମାତା ଭାଈ ଭଉଣୀ ପୁଣି ସଖା ସୋଦର ll
ପତ୍ନୀ,ପୁତ୍ର,କନ୍ୟା ମଧ୍ୟରେ ପ୍ରଭୁ ସଂସାରେ ଛନ୍ଦି l…