Browsing Category

ଓଡିଶା

ଶିବ ହେ ମୋର ପ୍ରଣତି ଘେନ

ଶିବ ହେ ମୋର ପ୍ରଣତି ଘେନ =========== ଶିବ ହେ ! ମୋର ପ୍ରଣତି ଘେନ, ଶିବ ଶିବ ବୋଲି ଯାଉ ଜୀବନ l ତୁମ୍ଭେ ସତ୍ୟ ଶିବ ସୁନ୍ଦର ଜଗତେ ସତ୍ୟ ଲାଗି କଲ ଗରଳ ପାନ ll ଆହେ ନୀଳକଣ୍ଠ, ଫେଡ଼ ମୋ ଅରିଷ୍ଟ , ଦିଗମ୍ବର ଆହେ ବାସ ସ୍ମଶାନ l କଇଳାସ ପତି ହର ମୋ ବିପତ୍ତି, ସଦାଶିବ ହର ତିନି…

ସୂର୍ଯ୍ୟ, ସଂଜ୍ଞା ଓ ଛାୟା

ସୂର୍ଯ୍ୟ, ସଂଜ୍ଞା ଓ ଛାୟା =============== ମାର୍କଣ୍ଡେୟ ପୁରାଣର କଥା l ବହୁଯୁଗ ପୂର୍ବେ ଥରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଘୋର ସଂଗ୍ରାମ ଲାଗିଲା l ସେହି ସଂଗ୍ରାମ ସହସ୍ର ସହସ୍ର ଦେବବର୍ଷ ଯାଏ ଲାଗି ରହିଲା l ଜଣା ପଡୁଥାଏ, ଯେପରି ଏହି ସଂଗ୍ରାମ ଅନ୍ତଃ ହେବନାହିଁ l ଦେବତାମାନେ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି,

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି | ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି | ବିଜେଡି ପକ୍ଷରୁ…

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି: ଯୁବ ସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’-ସ୍ୱତନ୍ତ୍ର ଯୁବ ଉଦ୍ୟମୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ…

କେନ୍ଦୁଝରରେ ଗଡିଲା ଲକ୍ଷ୍ମୀ ବସ୍‍

କେନ୍ଦୁଝର: ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁଝର ଜିଲାରେ ଲକ୍ଷ୍ମୀ ବସ୍‍ ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଇଛାକୁ ସମ୍ମାନ ଜଣାଇ ଓଡିଶା ସରକାର ଯୋଜନା କରନ୍ତି। ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ…

ଅନୁଷ୍ଠିତ ହେଲା ଚେତାବନୀ ସାହିତ୍ୟ ସଂସଦର ୩୬ତମ ପୁଷପୁନି ଭେଟଘାଟ

ବାଲେଶ୍ଵର : ୧୨/୦୨(କୃଷ୍ଣ କୁମାର ମହାନ୍ତି) ସାହିତ୍ୟ ସାଧନାରେ ମଜ୍ଜିଥିବା କବି, ଲେଖକ ଜୀବନକୁ ଭଲପାଏ। ନିଜକୁ ନିଜେ ପ୍ରକାଶିତ କରିବାରେ ତାର ଆନନ୍ଦ ଥାଏ। କାହାର ଲେଖା କାହାକୁ ପରିବର୍ତନ କରୁକି ନକରୁ, ତେବେ ଶବ୍ଦକୁ ଶବ୍ଦରେ ଛନ୍ଦି ଆତ୍ମାର ସ୍ୱରକୁ ପରିପ୍ରକାଶ କରିବା ପାଇଁ ସାହିତ୍ୟ…

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ: ଠାକୁରଙ୍କୁ ନେଇ ଆନନ୍ଦ କରିବା ଉତ୍ସବର ଆଭିମୁଖ୍ୟ

ଚନ୍ଦ୍ରଶେଖରପୁର: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ସ୍ଥାନୀୟ ସତ୍‌ସଙ୍ଗ ବିହାରର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜି ମଞ୍ଚେଶ୍ବର ରେଳବାଇ ଖେଳ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସତ୍‌ସଙ୍ଗର ଆଧ୍ୟାତ୍ମିକ…

ହନୁମାନ ପଇସାରୁ ବାଘ ଛାଲ ମାଫିଆଙ୍କ ସମ୍ପର୍କ, ଗଞ୍ଜାମ ଦିଗପହଣ୍ଡିରୁ ଶିକାରୀ ସମେତ ଆହୁରି ୫ ଗିରଫ

କଟକ: ଗଞ୍ଜାମ ଜିଲ୍ଲାରେ ବାଘ ଶିକାର ପରେ ଏହାର ଛାଲ ଭାୟା କଟକ ସହର ଦେଇ କୋଲକାତା ଯାଉଛି। କୋଲକାତାରୁ ଏହାକୁ ବାଂଲାଦେଶ ଚାଲାଣ ହେଉଛି। ତେବେ ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ବାଘ ଛାଲ କାରବାର ପଛର ଗଡ୍‌ଫାଦର୍ ହେଉଛି ରାହୁଲ ମିଶ୍ର। କୋଲକାତାରେ ରହୁଥିବା ରାହୁଲ୍ ଓଡ଼ିଶାରୁ ୫୦ରୁ ୬୦ ହଜାର…

ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍‌, ଏଣିକି ଦୁଇ ଗୁଣା.

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର। କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବଢିଲା ବୋନସ୍। ଏହାଦ୍ବରା ୮ ଲକ୍ଷ ୫୦ ହଜାର ତୋଳାଳି ଉପକୃତ ହେବେ। ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ଘଟିଛି। ଭୁବନେଶ୍ବରରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା। ୧୯୨୯ ମସିହାରେ ମୟୁରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସେ ଜନ୍ମଗ୍ରହଣ…