Browsing Category

ଓଡିଶା

ହର ପାର୍ବତୀଙ୍କ ଵିଵାହ

ହର ପାର୍ବତୀଙ୍କ ଵିଵାହ ============= ଦକ୍ଷଯଜ୍ଞରେ ସତୀଙ୍କ ଆତ୍ମାହୁତି ପରେ ମହାଦେବ କୁଆଡ଼େ ଗଲେ ତାଙ୍କର ଆଉ ପତ୍ତା ମିଳିଲା ନାହିଁ l ସ୍ବର୍ଗ ଓ ମର୍ତ୍ତ୍ୟରେ ତାଙ୍କୁ ଖୋଜା ହେଲା କିନ୍ତୁ କେହି କେଉଁଠି ମଧ୍ୟ ତାଙ୍କ ସନ୍ଧାନପାଇଲେନାହିଁ l ସେତେ ବେଳେ ଶିବ ଯାଇ ପାତାଳରେ ଶ୍ରୀ…

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ: ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଭିଜିଲାନ୍ସ ଉଠାଇ ନେଇଛି। ସେ ପାଖାପାଖି ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ…

ବିଜେଡି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ

ଲାଞ୍ଜିଗଡ଼: ଓଡ଼ିଶାର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ଦୁର୍ନୀତିରେ ବୁଡ଼ି ରହିଛନ୍ତି ଉଭୟ ସରକାର । ରାଜ୍ୟରେ ୨୪ ବର୍ଷର ଶାସନ କାଳରେ ନବୀନ ବାବୁ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି ।…

ଆଜିଠୁ ପୁରୀରେ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ। ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ…

ଓଡ଼ିଶାକୁ ଆସିବ କଦଳୀଗଛ ଟିସୁରୁ ପ୍ରସ୍ତୁତ କପଡ଼ାର ସାନିଟାରି ପ୍ୟାଡ୍‌

ଭୁବନେଶ୍ବର: ଜଣେ ମହିଳା ଜୀବନକାଳରେ ଋତୁସ୍ରାବ ବେଳେ ହାରାହାରି ୧୦-୧୫ ହଜାରର ସାନିଟାରି ପ୍ୟାଡ୍‌ର ବ୍ୟବହାର କରନ୍ତି। ଏଥିରେ ଥିବା ଉପାଦାନ ଯୋଗୁଁ ଆବର୍ଜନାର ଏଭଳି ପାହାଡ଼ ତିଆରି ହେଉଛି ଯାହା ସମ୍ପୂର୍ଣ୍ଣ ବିଘଟିତ ହେବା ପାଇଁ ଅନ୍ୟୁନ ୫୦୦ରୁ ୮୦୦ ବର୍ଷ ଲାଗିଥାଏ। ଯାହାକୁ ପରିଚାଳନା…

ଲଦ୍ଦାଖ କଥା: ଆମ ପାଇଁ ମାନେ ରଖେ ନା’ ନାହିଁ?

୨୦୦୯ରେ ମୁକ୍ତିଲାଭ କରିଥିଲା ଫିଲ୍ମ “3 -Idiots”। ପ୍ରାୟ ସମସ୍ତେ ଜାଣନ୍ତି ଯେ ଏହା ଚେତନ୍ ଭଗତଙ୍କ ଉପନ୍ୟାସ “Five Points Someone” ଉପରେ ଆଧାରିତ। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହି ଫିଲ୍ମରେ ଆମିର୍ ଖାନ୍ ଅଭିନୟ କରିଥିବା ଚରିତ୍ର ରେଞ୍ଚୋ ବନାମ୍ ଫୁନ୍-ସୁଖ୍ ବାଙ୍ଗଡୁ…

ବିଶ୍ୱ ବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା ଆବଶ୍ୟକ – ଡ. ମୁଳେ

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅଠାଇଶ ତମ ଆଭାସୀ ଅନୁବାଦ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। " ଅନୁବାଦ କକ୍ଷ" ରେ ବକ୍ତାଭାବେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଲେଖକ , ଅନୁବାଦକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ତଥା ଭାରତର ପାସପୋର୍ଟ ମ୍ୟାନ ଡ. ଜ୍ଞାନେଶ୍ୱର ମନେହର ମୁଳେ।…

ବୌଦ୍ଧରେ ଅନୁଷ୍ଠିତ ହେଲା ପାରମ୍ପାରିକ ଦାଣ୍ଡ ଶୀତଳା ଯାତ୍ରା

ବୌଦ୍ଧ : ଶୀତଳା ମାତାଙ୍କ ପୀଠରେ ସମ୍ପନ୍ନ ହେଲା ଦାଣ୍ଡ ଶୀତଳା ଯାତ୍ରା । ତେବେ ବୌଦ୍ଧ ଜିଲ୍ଲାର କୁଷ୍ଠା ନାମକ ଏକ ସଂପ୍ରଦାୟର ଆରାଧ୍ୟ ଦେବୀ ହେଉଛନ୍ତି ଶୀତଳା । ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ଶୀତଳା ମାତାଙ୍କ ପୀଠରେ ଏହି ଦାଣ୍ଡ ଶୀତଳା ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରା ବର୍ଷକୁ…

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ। ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ…

ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ-୧’:

ପାରାଦୀପ : ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି। ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଉଛି । ଜଳପଥରେ ହେଉଥିବା ଆତଙ୍କବାଦୀ…