Browsing Category

ଓଡିଶା

କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯଖପୁରା ଠାରେ ଅତ୍ୟାଧୁନିକ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ସେ କହିଛନ୍ତି ଏହି…

ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

 କନ୍ଧମାଳ: କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ବିଷୟ ଥିଲା ଭାରତୀୟ ଗଣତନ୍ତ୍ର.. ସମସ୍ୟା ଓ ଆହ୍ୱାନ। ମୁଖ୍ୟ ଅତିଥିଭାବେ…

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଏହାକୁ ଉଦଘାଟନ କରିଥିଲେ। ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଏଥିରେ ସାମିଲ ହୋଇ…

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ; ଜାତୀୟ ଯୁବ ସପ୍ତାହ ପାଳିତ

ବୋଲଗଡ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ; ଜାତୀୟ ଯୁବ ସପ୍ତାହ ପାଳିତ

ବୋଲଗଡ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମାଁ ସମଲେଇ ପ୍ରକଳ୍ପ ର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର:

ସୁବର୍ଣ୍ଣପୁର:-ଆସନ୍ତା ୨୭ ତାରିଖ ରେ ସମ୍ବଲପୁରରେ ଲୋକାର୍ପଣ ହେବାକୁ ଥିବା ମାଁ ସମଲେଇ ପ୍ରକଳ୍ପ ସମ୍ବଲପୁର ପାଇଁ ଆଜି ସମ୍ବଲପୁର ର ମାଁ ସମଲେଇ ଙ୍କ ମନ୍ଦିରରୁ ସୋନପୁର ର ଇଷ୍ଟଦେବୀ ମାଁ ସୁରେଶ୍ବରୀ, ମାଁ ସମଲେଇ, ଲଙ୍କେଶ୍ବରୀ, ଖମ୍ବେଶ୍ବରୀ, ମେଟାକନି ଓ ତେଲେଣ୍ଡା ର ରାମଚଣ୍ଡୀଙ୍କ ପାଖ…

ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ ର ୨୩ ତମ ସ୍ଵନକ୍ଷତ୍ର ଉପଲକ୍ଷେ ସତସଙ୍ଗ l

ଫୁଲନଖରା: ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ' ଦିବ୍ୟାଲୋକ ସନ୍ଧାନେ '୨୩ ତମ ସ୍ଵନକ୍ଷତ୍ର ଉପଲକ୍ଷେ ସତସଙ୍ଗ ଏବଂ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉରାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନଛିପୁର ଗ୍ରାମ ରେ ଥିବା ପ୍ରାଚୀନ ଶୈବ ପୀଠ ଶ୍ରୀ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି…

ବାଇ ଠାକୁରାଣୀ

ବାଇ ଠାକୁରାଣୀ =========== ଜୟ ଜୟ ମହାଲକ୍ଷ୍ମୀ ଶ୍ରୀ ପୀଠରେ ରହୁ l ବାଇଠାକୁରାଣୀ ତୁହି ଜଗତେ ବୋଲାଉ ll ଘରେଘରେ ପୂଜ୍ୟା ମାଆ ଉତ୍କଳଭୂମିରେ l ମାଣବସା ଓଷା ହୁଏ ପୁଣ୍ୟ ମାର୍ଗଶୀରେ ll ଭକତ ଭାବରେ ବାଇ ମାତେ ପଦ୍ମାଳୟା l ଲୋକ ଜନନୀ କମଳା ବିଷ୍ଣୁଙ୍କର ଜାୟା ll ଚଣ୍ଡାଳ ଗୃହରେ…

ଭଗବାନଙ୍କ ଚବିଶ ଅବତାର

ଭଗବାନଙ୍କ ଚବିଶ ଅବତାର ================= ଜୀବନିସ୍ତାରଣ ଅର୍ଥେ ଲୀଳାମୟ ହରି l ଯୁଗେଯୁଗେ ଆସିଥାନ୍ତି ଅବତାର ଧରି ll ଧର୍ମସଂସ୍ଥାପନ ଜୀବେ ଜ୍ଞାନର ପ୍ରକାଶ l ଭାବରେ ଧରିଲେ ହରି ରୂପ ଚତୁର୍ବିଂଶ ll ପ୍ରଥମାବତାରେ ଚାରି ସନତ କୁମାରେ l ଜ୍ଞାନ ବିତରିଲେ ହରି ତିନି ଜଗତରେ ll…