Browsing Category

ଓଡିଶା

କେକେଏସ୍‌ ମହିଳା କଲେଜରେ ଅନୁଷ୍ଠିତ ହେଲା ‘ତୁଳନାର ଆଲୋକରେ ଫକୀରମୋହନ, ଗଙ୍ଗାଧର ଓ ରବୀନ୍ଦ୍ର ନାଥ’…

ବାଲେଶ୍ବର,୧୧ା୯(କୃଷ୍ଣ କୁମାର ମହାନ୍ତି): କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅତିଥି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ତୁଳନାର ଆଲୋକରେ ଫକୀରମୋହନ, ଗଙ୍ଗାଧର ଓ…

ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ, ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

ଦୁବାଇ/ଭୁବନେଶ୍ୱର -୧୧.୦୯.୨୦୨୬: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛି। ଏହି ଅବସରରେ ମୋଟ ₹୨,୪୩,୧୬୨ କୋଟି…

ପ୍ରଭାରୀ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ନବରଙ୍ଗପୁର ଗସ୍ତ : ସେବା ସଂକଳ୍ପ ଅଭିଯାନର ପାଳନର…

ନବରଙ୍ଗପୁର, ୧୧ ସେପ୍ଟେମ୍ବର (ଶେଖର ଖୁରା ):ମାନ୍ୟବର ଜିଲ୍ଲା ପ୍ରଭାରୀ ତଥା ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଆଜି ନବରଙ୍ଗପୁର ଗସ୍ତ କରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମାନ୍ୟବର ପ୍ରଧାନମନ୍ତ୍ରୀ…

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ୧୩.୩୪୬ ମେଟ୍ରିକ୍ ଟନ୍ ଗଞ୍ଜେଇ ନଷ୍ଟ।

ଗଜପତି,୧୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ମାଦକ ଦ୍ରବ୍ୟ ନଷ୍ଟିକରଣ କମିଟିର ଅନୁମୋଦନ ଅନୁଯାୟୀ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ସ୍ଥିତ ଭସ୍ମକ କେନ୍ଦ୍ରରେ ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଛି।ମୋଟ ୫୩ଟି ମାମଲାରେ ଜବତ…

ଗଜପତିରେ ‘ମିନି କୃଷି ମେଳା ଅନୁଷ୍ଠିତ।ସ୍ଥାୟୀ ଜ୍ଞାନକୌଶଳ ଓ ଆଧୁନିକ ଚାଷ ପ୍ରଣାଳୀ ଆପଣେଇବାକୁ ଚାଷୀଙ୍କୁ ଆହ୍ୱାନ ।

ଗଜପତି,୧୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ‘ମିନି କିଷାନ ମେଳା’ ଅନୁଷ୍ଠିତ ହୋଇଯାଇଛି।ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଏମ୍.ଏସ୍. ସ୍ୱାମୀନାଥନ…

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜପତି,୧୧. ୯.(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା କାଶୀନଗର ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଭେଙ୍କଟେଶ୍ୱର ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଉପଯୁକ୍ତ ପାରିଶ୍ରମିକ ଦାବିରେ ଗଜପତିରେ ‘ଗ୍ରାମ ସାଥୀ’ଙ୍କ ବିକ୍ଷୋଭ, ମାସିକ ୧୫ ହଜାର ଟଙ୍କା ଦରମା ଓ ସ୍ଥାୟୀ…

ଗଜପତି,୧୧.୯(ମନୋଜ ପାଢ଼ୀ:-ଉପଯୁକ୍ତ ପାରିଶ୍ରମିକ, ସ୍ଥାୟୀ ସରକାରୀ ଚାକିରିର ମାନ୍ୟତା ଓ ସାମାଜିକ ସୁରକ୍ଷା ଦାବିରେ ଗଜପତି ଜିଲ୍ଲାରେ ‘ଗ୍ରାମ ସାଥୀ’ ସଂଘ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ…

ଗଜପତିର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଲେ ଯୁବ ଆଇଏଏସ୍ ଅଧିକାରୀ ଭଗତ ଶାମଲ କଲ୍ୟାଣରାଓ ।

ଗଜପତି, ୧୧.୯(ମନୋଜ ପାଢ଼ୀ) :-ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ବ୍ୟାଚର ଯୁବ ଆଇଏଏସ୍ ଅଧିକାରୀ ସୁଶ୍ରୀ ଭଗତ ଶାମଲ କଲ୍ୟାଣରାଓ ଗଜପତି ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି। ସେ ପାରଳାଖେମୁଣ୍ଡି ଉପଖଣ୍ଡର ଉପଜିଲ୍ଲାପାଳ…

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର ।

ଗଜପତି, ୧୧.୯(ମନୋଜ ପାଢ଼ୀ) :-ଆଦର୍ଶ ଥାନା ପାରଳାଖେମୁଣ୍ଡି ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତ ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରଣଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରିଛି। ଏ ସମ୍ପର୍କରେ…

ଚାରା ଲଗାଉଛନ୍ତି ସରକାର, ଗଛ କାଟୁଛି ବନ ବିଭାଗ,

ଗଜପତି ,୧୧.୯(ମନୋଜ ପାଢ଼ୀ )-:ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅଭିଯାନକୁ ଜୋରଦାର କରାଯାଉଛି । ‘ଏକ ପେଡ୍ ମା କେ ନାମ’ ଭଳି ଅଭିଯାନ ମାଧ୍ଯମରେ ଲକ୍ଷ ଲକ୍ଷ ଚାରା ରୋପଣ ପାଇଁ ଆହ୍ୱାନ ଦିଆଯାଉଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ବିଶାଳ ଓ…