Browsing Category

ଓଡିଶା

କର୍ଲାପଡା +୩ କଲେଜରେ ଭବ୍ୟବିଦାୟ ସମାରୋହ

ଭବାନୀପାଟଣା (୧୮|୪) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା +୩ ଡିଗ୍ରୀ କଲେଜରେ ଇତିହାସ ବିଭାଗ ତରଫରୁ ଶେଷ ବର୍ଷ ୨୦୨୩-୨୬ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ବିଦାୟ ସମାରୋହ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ୨ୟ ଏବଂ ୩ୟ ସେମିଷ୍ଟାରର ଛାତ୍ରଛାତ୍ରୀମାନଙ୍କ ତରଫରୁ…

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼ (୧୮/୪) : ଓଡ଼ଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧରେ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ…

କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା।

ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା।  ଦେଶର ପ୍ରାୟ ୧.୧୯ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଲମ୍ବା ଅପେକ୍ଷାର ଅନ୍ତ ହୋଇଛି। ଆଜି କେନ୍ଦ୍ରୀୟ କ୍ୟାବିନେଟ୍ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନସନଧାରୀଙ୍କ ମହଙ୍ଗା…

ବଦଳିଗଲା ଯୋଜନା ବୋର୍ଡ, ଏବେ ନୂଆ ଢାଞ୍ଚାରେ ‘SITI ଓଡ଼ିଶା’

ଭୁବନେଶ୍ୱର : ବଦଳିଲା ରାଜ୍ୟ ଯୋଜନା ବୋର୍ଡ। ରାଜ୍ୟ ଯୋଜନା ବୋର୍ଡ‘SITI ଓଡ଼ିଶା’। ବିକାଶର ନୂଆ ନକ୍ସା ପ୍ରସ୍ତୁତ କରିବ ‘SITI ଓଡ଼ିଶା’। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ ଭାବେ ଏହା ଏବେ ନୂଆ ପରିଚୟ ପାଇଛି। ଏହାର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ହେବେ…

ନବରଙ୍ଗପୁରରେ ୨୦ରୁ ସ୍କୁଲ, କଲେଜ ଛୁଟି ଘୋଷଣା

ନବରଙ୍ଗପୁର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରଖିଛି। ପ୍ରବଳ ତାତି ଯୋଗୁଁ ଜନଜୀବନ ପୁରା ଆଉଟୁ ପାଉଟୁ ହୋଇପଡୁଛନ୍ତି। ସେପଟେ ଅସହ୍ୟ ତାତିକୁ ଆଖି ଆଗରେ ରଖି ଯୋଗୁଁ ଆସନ୍ତା ସୋମବାରରୁ ନବରଙ୍ଗପୁର ଜିଲ୍ଲା ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି ଜିଲ୍ଲାପାଳ…

ବାଲେଶ୍ୱରରେ ଶୁଭାରମ୍ଭ ହେଲା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଜୁଏଲାରୀ ସୋରୁମ୍‌ ‘ଇନ୍ଦ୍ରିୟା’ର ପ୍ରଥମ ଷ୍ଟାର୍

ବାଲେଶ୍ବର,୧୮/୪:(କୃଷ୍ଣ କୁମାର ମହାନ୍ତି) ବାଲେଶ୍ବର ସହରର ଫକୀରମୋହନ ଗୋଲାଇ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ୍ସକ୍ଲୁସିଭ୍‌ ଜୁଏଲାରୀ ସୋରୁମ୍‌ ‘ଇନ୍ଦ୍ରିୟା’ ଉଦ୍‌ଘାଟିତ ହୋଇଯାଇଛି। ଏହି ସୋରୁମ୍‌ରେ କମ୍ପାନିର ଅତ୍ୟାଧୁନିକ ଆକର୍ଷଣୀୟ ବିଭିନ୍ନ ଡିଜାଇନ୍‌ର ସୁନା, ହୀରା ଓ…

ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’

ବାଲେଶ୍ୱର, ୧୭/୪ (କୃଷ୍ଣ କୁମାର ମହାନ୍ତି): ଗତକାଲି ଟାଇମ୍‌ପାସ୍ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…

ବାଲେଶ୍ୱରରେ ରାମଚନ୍ଦ୍ର ପଣ୍ଡା ଏଜୁକେସନ ଟ୍ରଷ୍ଟ ଓ ‘ନାଚ୍’ ନୃତ୍ୟାନୁଷ୍ଠାନ ପକ୍ଷରୁ ମିଳିତ ଭାବେ…

ବାଲେଶ୍ୱର, ୧୭ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ରାମଚନ୍ଦ୍ର ପଣ୍ଡା ଏଜୁକେସନ ଫାଉଣ୍ଡେସନ ଟ୍ରଷ୍ଟ (RPEFT), ବାଲେଶ୍ୱର ଓ ପ୍ରମୁଖ ନୃତ୍ୟ ପ୍ରତିଷ୍ଠାନ 'ନାଚ୍'ର ମିଳିତ ସହଭାଗିତାରେ ଗଣିତ ବୃତ୍ତି ପରୀକ୍ଷା ଓ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର ଉଦ୍‌ଯାପନୀ ସଭା ନାଚ୍ ପ୍ରେକ୍ଷାଳୟରେ…