Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅପୂର୍ବା ପ୍ରକାଶନୀ ପକ୍ଷରୁ ପାଠକଙ୍କ ପାଇଁ ଲୋକାର୍ପିତ ହେଲା ନୂଆ ସାହିତ୍ୟ କେନ୍ଦ୍ର ‘ଅପୂର୍ବା ବୁକ୍…
ବାଲେଶ୍ୱର, ୨୬/୪: (କୃଷ୍ଣ କୁମାର ମହାନ୍ତି) ବିଶ୍ୱ ପୁସ୍ତକ ଦିବସ ଅବସରରେ ରାଜ୍ୟର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ଓ ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏକ ନୂତନ ବୁକ୍ ଶପ୍ ରାଜଧାନୀରେ ଲୋକାର୍ପିତ ହୋଇଯାଇଛି।
ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ ଅବସ୍ଥିତ…
ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା…
ଭୁବନେଶ୍ବର : ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ବନ୍ଦ। ଏନେଇ କଡ଼ା ନିର୍ଦ୍ଦେଶ ଜାରି କରିଛି ରାଜସ୍ୱ ବିଭାଗ। ପଞ୍ଜୀକରଣ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିଭାଗର…
ଦୀର୍ଘ ୧୫ଶହ କିମି ଚାଲି ଚାଲି ଶିମିଳିପାଳ ପହଞ୍ଚିଛି ମହାବଳ।
ମୟୂରଭଞ୍ଜ : ଶିମିଳିପାଳରେ ନୂଆ ଅତିଥି ମହାବଳ ବାଘ। ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ଶିମିଳିପାଳ ପ୍ରୋଟେକ୍ସନ ଫୋର୍ସ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଣ୍ଡିରା ମହାବଳ ବାଘକୁ ଦେଖିବାକୁ ପାଇଥିଲେ। ତେବେ ବାଘଟି ଶିମିଳିପାଳର ନୁହେଁ ବରଂ ଏହା ବାହାର ରାଜ୍ୟରୁ ଆସିଥିବା ଅନୁମାନ…
କନ୍ଧମାଳରେ ୫ଦିନ ହେଲା ଜଙ୍ଗଲ ଜଳୁଛି
କନ୍ଧମାଳ : କନ୍ଧମାଳ ଜିଲାରେ ଗତ ୫ଦିନ ହେଲା ଜଙ୍ଗଲ ଜଳୁଛି। ନିଆଁ ଆୟତ୍ତକୁ ଆସୁନାହିଁ। ବନ ବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।ଭାରତ ବନ ବିଭାଗ ୱେବସାଇଟ୍ ଜଙ୍ଗଲରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛି। କନ୍ଧମାଳ ଜିଲାର ଘୁମୁସର ଉଦୟଗିରିର ଜଙ୍ଗଲ ଜଳି ଯାଇଛି। ନିଆଁର…
ରଥଯାତ୍ରା କର୍ଡନ୍ ପାସ୍ ବଣ୍ଟାରେ ଲାଗିବ ଅଙ୍କୁଶ
ଭୁବନେଶ୍ବର : ଏଥର ରଥଯାତ୍ରାରେ କର୍ଡନ୍ ପାସ୍ ବଣ୍ଟା ଉପରେ ଲାଗିବ ଅଙ୍କୁଶ। ରଥ କର୍ଡନ ଭିତରକୁ ଅଧିକ ସଂଖ୍ୟକ ପାସ୍ଧାରୀଙ୍କ ପ୍ରବେଶ ରହୁଥିବାରୁ ରଥଟଣାରେ ଅସୁବିଧା ଉପୁଜୁଛି। ଏଥିପାଇଁ ଏଥର କର୍ଡନ ପାସ୍ ସଂଖ୍ୟା ବହୁସଂଖ୍ୟାରେ କମାଇବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି। ଏଥିସହ…
‘ସେଇଠୁ ଆରମ୍ଭ’ ଓ ‘ଓଡ଼ିଆ ନ୍ୟୁଜ ଡ଼ଟ୍ ଲାଇଭ୍’ ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ହେଲା କର୍କଟ…
ବାଲେଶ୍ୱର, ୨୫/୪(କୃଷ୍ଣ କୁମାର ମହାନ୍ତି): ଦୈନିକ ଖବରକାଗଜ 'ସେଇଠୁ ଆରମ୍ଭ' ଓ ଡିଜିଟାଲ ମେଡ଼ିଆ 'ଓଡ଼ିଆ ନ୍ୟୁଜ ଡ଼ଟ୍ ଲାଇଭ୍' ପକ୍ଷରୁ ବାଲେଶ୍ୱର ସହରର ଖ୍ରୀଷ୍ଟିଆନ ହାଇସ୍କୁଲ ପରିସରରେ ଏକ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଭୁବନେଶ୍ୱରର ବିଶିଷ୍ଟ କର୍କଟ ରୋଗ…
ଓଡ଼ିଆ ଭାଷାବିକାଶ ଆନ୍ଦୋଳନ'(ଓବିବିଏ) ପକ୍ଷରୁ ଲୋକାର୍ପିତ ହେଲା କବି ଭରତ ଦାଶଙ୍କ ‘ପ୍ରୀତିଅର୍ଘ୍ୟ’ ପୁସ୍ତକ
ବାଲେଶ୍ୱର - ୨୫/୦୪ :(କୃଷ୍ଣ କୁମାର ମହାନ୍ତି) ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଓ ଅନେକ କବିତାଗ୍ରନ୍ଥର ସ୍ରଷ୍ଟା କବି ଭରତ ଚନ୍ଦ୍ର ଦାଶଙ୍କର ଅଷ୍ଟାଦଶତମ ଚଉପଦୀ ଗ୍ରନ୍ଥ ‘ପ୍ରୀତିଅର୍ଘ୍ୟ’ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ତରଫରୁ ସ୍ରଷ୍ଟା ପ୍ରେକ୍ଷାଳୟରେ ଲୋକାର୍ପିତ…
ଇନ୍-ଫ୍ରା ବlସ୍ତୁ’ ସଂସ୍ଥା ତରଫରୁ ବାଲେଶ୍ଵରରେ ଅlୟୋଜିତ ହେଲା ଆଧୁନିକ ବlସ୍ତୁ (ନାନୋ ବlସ୍ତୁ) ପାଠଶାଳା
ବାଲେଶ୍ୱର, ୨୫/୪(କୃଷ୍ଣ କୁମାର ମହାନ୍ତି): ଇନ୍-ଫ୍ରା ବlସ୍ତୁ' ସଂସ୍ଥା ତରଫରୁ ସ୍ଥାନୀୟ ନୂଆସାହି ସ୍ଥିତ ଓଲା ସୋ ରୁମ୍ ପରିସରରେ ବେଶ୍ ଉତ୍ସାହ ଓ ଆଗ୍ରହର ସହ ଆଧୁନିକ ବlସ୍ତୁ (ନାନୋ ବlସ୍ତୁ) ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ବାସ୍ତୁ ପ୍ରେମୀ ବ୍ୟକ୍ତିଙ୍କ ଉପସ୍ଥିତିରେ…
ମୂନ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ବିଶ୍ୱ ପୃଥିବୀ ଦିବସ
ବାଲେଶ୍ୱର ୨୪/୪(କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମୂନ୍ କମ୍ୟୁନିକେସନ ତରଫରୁ ୫୬ ତମ ବିଶ୍ୱ ପୃଥିବୀ ଦିବସ ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ରଣସାହି ଓ ଅଠଳାମାଳ ଠାରେ ଅନୁଷ୍ଠିତ ହୋଇ ଅଛି।
କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷୟିତ୍ରୀ ସବିତା ନାୟକ, …
ବାଇକକୁ ଧକ୍କା ଦେଲା ଆମ ବସ
କଟକ: ପୁଣି ଆମ ବସ ଦେଲା ଧକ୍କା । କ୍ୟାଣ୍ଟନମେଣ୍ଟ ରୋଡରେ ବାଇକକୁ ଧକ୍କା ଦେଇଛି ଆମ ବସ । ଦୁର୍ଘଟଣାରେ ବାଇକ ଆରୋହୀ ଓ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ୨ ଗୁରୁତର ଏସସିବି ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।