Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସରକାରୀ କର୍ମଚାରୀଙ୍କ ଉପରେ କଟକଣା ପ୍ରାକ୍ ଅନୁମତି ବିନା ଗଣମାଧ୍ୟମକୁ ବୟାନ ମନା
କଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଆଉ ଏକ କଟକଣା ଲାଗୁ କରାଯାଇଛି। କ୍ଷମତାପ୍ରାପ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଗଣମାଧ୍ୟମକୁ ବୟାନ ଦେଇପାରିବେନି ବୋଲି ଜଣାପଡିଛି। ଏହା…
କକ୍ରୋଚ ଜନତା ପାର୍ଟି ଖୋଲିଲା ନୂଆ ଏକ୍ସ ଆକାଉଣ୍ଟ
ନୂଆଦିଲ୍ଲୀ : କକ୍ରୋଚ ଜନତା ପାର୍ଟି (ସିଜେପି)ର ‘ଏକ୍ସ’ ଆକାଉଣ୍ଟକୁ ବ୍ଲକ କରାଯିବା ପରେ ଦଳ ଆଉ ଏକ ନୂଆ ‘ଏକ୍ସ’ ଆକାଉଣ୍ଟ ଖୋଲିଛି। ଗୁରୁବାର ଆକାଉଣ୍ଟ ବ୍ଲକ ହେବାର କିଛି ଘଣ୍ଟା ପରେ ନୂଆ ଆକାଉଣ୍ଟ ଖୋଲାଯାଇଥିଲା। ପାର୍ଟିର ଅନଲାଇନ ଲୋକପ୍ରିୟତା ବଢୁଥିବାବେଳେ ଦଳର ଏକ୍ସ ଆକାଉଣ୍ଟକୁ…
ଅପରେସନ ଅମାନତ’ ଅଧୀନରେ ଆରପିଏଫ ବାଲେଶ୍ୱର ପକ୍ଷରୁ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫେରସ୍ତ
ବାଲେଶ୍ୱର, ୨୧/୫ (କୃଷ୍ଣ କୁମାର ମହାନ୍ତି): ସତର୍କତା ଓ ଯାତ୍ରୀ ସେବାର ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରି ରେଳ ସୁରକ୍ଷା ବଳ (ଆରପିଏଫ), ବାଲେଶ୍ୱର ‘ଅପରେସନ ଅମାନତ’ ଅଧୀନରେ ଜଣେ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ତାହାକୁ ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଛି।…
ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ ତେଜିଲା
ଭୁବନେଶ୍ୱର,୨୧-୦୫-: ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀ ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିତ୍ୱ…
ଚଳିତ ମାସ ୨୪ ତାରିଖରେ ‘ନିହାରିକା ମେଧା ସମ୍ମାନ–୨୦୨୬’ ସମାରୋହ
ବାଲେଶ୍ୱର, ୨୦/୫(କୃଷ୍ଣ କୁମାର ମହାନ୍ତି): ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଫାଣ୍ଟାସି ଠାରେ ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିହାରିକା ଫାଉଣ୍ଡେସନର ଅଧ୍ଯକ୍ଷ ରିତିକ୍ ଜୀ ଓ ସାଧାରଣ ସମ୍ପାଦକ ଦେବଦତ୍ତ…
ଆବୁଧାବି ଓଡିଆ ସମାଜ ପକ୍ଷରୁ ଉତ୍କର୍ଷ ଉତ୍ସବ ପାଳନ
ଆବୁଧାବି ତା ୨୧.୦୫.ରିଖ ; ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ନିକଟରେ ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଜଣାଯାଇଛି । ଉତ୍କର୍ଷ-୨୦୨୬ ଶୀର୍ଷକ ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆରବ ସାଗର କୂଳରେ ଅବସ୍ଥିତ ଆବୁଧାବିର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ “ପିକ୍ସୋଲ୍”…
ପାରାଦୀପ ଇଫକୋରେ ସାର ଉତ୍ପାଦନ ବନ୍ଦ, ଚିନ୍ତାରେ ଚାଷୀ
ପାରାଦୀପ : ହର୍ମୁଜ ପ୍ରଣାଳୀର ପ୍ରଭାବ ପାରାଦୀପ ଇଫକୋରେ । ପାରାଦୀପ ଇଫକୋ ସାର କାରଖାନାରେ ସାର ଉତ୍ପାଦନ ବନ୍ଦ ହୋଇଯାଇଛି। କଞ୍ଚାମାଲ ଅଭାବରୁ ସାର ଉତ୍ପାଦନ ବନ୍ଦ ଥିବା ସୂଚନା ମିଳିଛି। ଗୁରୁବାରଠାରୁ ଇଫକୋ ତା'ର ଉତ୍ପାଦନ ବନ୍ଦ ରଖିଥିବା ଜଣାପଡିଛି। ଆମୋନିଆ ଏବଂ ସଲଫର୍ ଇତ୍ୟାଦି…
ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ।
ଭୁବନେଶ୍ୱର : ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ। ଫିଲ୍ମ ଦେଖିବା ବେଳେ ହୋହାଲ୍ଲାରୁ ମାରପିଟ୍। ଫିଲ୍ମ ହଲରେ ମାରପିଟ୍ ପରେ ଭଙ୍ଗାରୁଜା । ଫିଲ୍ମ ସିନ୍ ଦେଖି ହୋହାଲ୍ଲା କଲେ କିଛି ଯୁବକ । ହୋହାଲ୍ଲାକୁ ବିରୋଧ କରିବାରୁ ଗଣ୍ଡଗୋଳ। ଜଣେ ନାବାଳକଙ୍କ ସମେତ ୩ ଜଣ ଗିରଫ। ୩ ଜଣଙ୍କୁ…
୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର
ଭୁବନେଶ୍ଵର : ୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ। ନିୟମିତ ହେବ…
ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ଗ୍ରାମଗୁଡ଼ିକୁ କୃଷି ଉପରେ ବିଶ୍ୱାସ ଫେରାଇ ଆଣିବାରେ ସାହାଯ୍ୟ କରୁଛି
ଭୁବନେଶ୍ୱର: ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆଖପାଖ ଗ୍ରାମଗୁଡ଼ିକରେ, ଗ୍ରୀଷ୍ମ ଋତୁର ଆଗମନ ପ୍ରାୟତଃ ବୃଦ୍ଧି ପାଉଥିବା ଅନିଶ୍ଚିତତାର ଭାବନା ସହିତ ଥାଏ। ତାପମାତ୍ରା ବୃଦ୍ଧି ପାଇବା ଏବଂ ଜଳଭଣ୍ଡାର ହ୍ରାସ ପାଇବା ସହିତ, ଚାଷୀମାନେ ଆକାଶ ଆଡକୁ ମୁଣ୍ଡ ଟେକି ବର୍ଷାର ସଙ୍କେତ ଅପେକ୍ଷା କରନ୍ତି,…