Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୋଟର ତାଲିକା ହେବ ନିର୍ଭୁଲ: ଆଜି ଠାରୁ ବାଲେଶ୍ୱରରେ ଆରମ୍ଭ ହେଲା ସ୍ଵତନ୍ତ୍ର ସଘନ ସଂଶୋଧନ ‘ଏସଆଇଆର’
ବାଲେଶ୍ୱର, ୩୦/୫(କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ କମିଶନ(ଇସିଆର୍) ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଠାରୁ ଅର୍ଥାତ୍ ୩୦ ମେ ୨୦୨୬ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି…
ଅମରତ୍ୱ ଖୋଜୁଛନ୍ତି ୭୩ ବର୍ଷୀୟ ଭ୍ଲାଦିମିର ପୁଟିନ୍, ଘୁଷୁରି ଶରୀରରେ.
ନୂଆଦିଲ୍ଲୀ: ଅମରତ୍ୱ ହାସଲ କରିବା ପାଇଁ ଏକ ବଡ଼ ଗୁପ୍ତ ମିଶନରେ ଲାଗିଛନ୍ତି ୠଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏଥିପାଇଁ ସେ ପ୍ରାୟ ୨୬ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଏକ ସ୍ପେଶାଲ ପ୍ରୋଗ୍ରାମ ଚଲାଉଥିବା ନେଇ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ ରିପୋର୍ଟରେ ଦାବି…
ହର୍ମୁଜରୁ ହଟିବ ଆମେରିକା ବ୍ଲକେଡ୍! ଯୁଦ୍ଧକୁ ନେଇ ଆସିଲା ବଡ଼ ସୂଚନା
ଆମେରିକା :ହର୍ମୁଜରୁ ହଟିବ ଆମେରିକାର ବ୍ଲକେଡ୍। ଷ୍ଟ୍ରେଟ ଅଫ୍ ହର୍ମୁଜରୁ ଆମେରିକାର ବ୍ଲକେଡ୍ ହଟିବା ନେଇ ଟ୍ରମ୍ପଙ୍କ ବଡ଼ ସୂଚନା। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏଭଳି ବଡ ଘୋଷଣା କରିଛନ୍ତି। କହିଛନ୍ତି ହର୍ମୁଜ ପ୍ରଣାଳୀରେ ଅଟକି ରହିଥିବା ସମସ୍ତ ଜାହାଜକୁ ବିନା ଟୋଲରେ ଛଡାଯିବ। ସେପଟେ ଇରାନ…
ରାଜ୍ୟରେ ଆଜିଠୁ ଏସ୍ଆଇଆର୍
ଭୁବନେଶ୍ୱର: ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆସନ୍ତାକାଲି ଶନିବାରଠାରୁ ଆରମ୍ଭ ହେବ। ଜୁନ ୨୮ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ(ବିଏଲ୍ଓ) ଭୋଟରଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ କରିବେ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ…
CJP କୁ ବଡ ଝଟକା: X ଆକାଉଣ୍ଟକୁ ପୁନରୁଦ୍ଧାର କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: Cockroach Janata Party (CJP) କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଆଜି କୋର୍ଟ ଅଭିଜିତ ଦୀପକେଙ୍କ ନେତୃତ୍ୱାଧୀନ Cockroach Janata Party (CJP)ର ସୋସିଆଲ ମିଡିଆ X ଆକାଉଣ୍ଟକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି।…
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ IMD ଡିଜିଙ୍କ ସୂଚନା
ନୂଆଦିଲ୍ଲୀ : ଏଥର ଓଡି଼ଶାରେ କମ୍ ବର୍ଷା। ଜୁନ୍ ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଚଳିତ ମୌସୁମୀ ଋତୁରେ ହାରାହାରି ବର୍ଷା ପରିମାଣ ୯୦% ରହିବ। ଦେଶର ଉତ୍ତର-ପୂର୍ବରେ ସ୍ୱାଭାବିକ ବର୍ଷା,…
ଶରେ ଆଞ୍ଚଳିକ ରାଜନୈତିକ ଦଳର ଆୟ ହ୍ରାସ ପାଇଥିବା ଜଣାପଡିଛି।
ନୂଆଦିଲ୍ଲୀ: ଦେଶରେ ଆଞ୍ଚଳିକ ରାଜନୈତିକ ଦଳର ଆୟ ହ୍ରାସ ପାଇଥିବା ଜଣାପଡିଛି। ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ୍ (ଏଡିଆର) ରିପୋର୍ଟ ଅନୁଯାୟୀ ଦେଶର ୩୬ଟି ଆଞ୍ଚଳିକ ଦଳର ମିଳିତ ରୋଜଗାର ୫୧% ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଆଞ୍ଚଳିକ ଦଳଗୁଡିକର ଆୟ ଯେତିକି ହୋଇଥିଲା…
ଚୀନକୁ ପଛରେ ପକାଇ ଭାରତ ବିଶ୍ୱର ସର୍ବବୃହତ ଧାନ ଉତ୍ପାଦକ ଦେଶ ହୋଇଛି: କେନ୍ଦ୍ର କୃଷି ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଖରିଫ ସମ୍ମିଳନୀ – ୨୦୨୬ ଉପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା,…
ସୁପ୍ରିମକୋର୍ଟରେ NEET-UG ଶୁଣାଣି, ଆବେଦନରେ NTAକୁ ଭଙ୍ଗ କରିବାକୁ ଦାବି
ନୂଆଦିଲ୍ଲୀ :ନିଟ୍ ପେପର୍ ଲିକ୍ ପ୍ରସଙ୍ଗର ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି। ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍' ଏବଂ 'ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ' ପକ୍ଷରୁ କୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହୋଇପାରେ। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି-NTAକୁ ଭଙ୍ଗ…
ନିଟ୍ ପ୍ରଶ୍ନପତ୍ର ପହଞ୍ଚାଇବ ବାୟୁସେନା! ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ :ନିଟ୍ ପ୍ରଶ୍ନପତ୍ର ଦାୟିତ୍ବ ନେଇପାରେ ବାୟୁସେନା । ପ୍ରଶ୍ନପତ୍ର ପହଞ୍ଚାଇବା ଦାୟିତ୍ବ ଭାରତୀୟ ବାୟୁସେନା ସମ୍ଭାଳିପାରେ। ପ୍ରଶ୍ନପତ୍ର ଛପାଇବା ପରେ ଏହାକୁ ପହଞ୍ଚାଇବା ଦାୟିତ୍ବ ବାୟୁସେନା କରିପାରେ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ…