Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଶାରେ ଚାଲିବ ଇଭି ବୋଟ
ଭୁବନେଶ୍ବର : ଓଡିଶାରେ ଏଣିକି ଡିଜେଲ ବୋଟ ବଦଳରେ ଚାଲିବ ଇଭି ବୋଟ । ଓଡିଶା ପର୍ଯ୍ୟଟନ ଉନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି କୋଲାବ, ହୀରାକୁଦ, ଭିତରକନିକା ଓ ବରକୁଳ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ବୈଦୁତିକ ବୋଟ ବ୍ୟବସ୍ଥା…
ସଚିନ ତେନ୍ଦୁଲକରଙ୍କ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ବୈଭବ ସୂର୍ଯ୍ୟବଂଶୀ
ନୂଆଦିଲ୍ଲୀ : ଇଣ୍ଡିଅନ୍ ପ୍ରିମିୟର ଲିଗ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ କରିସ୍ମା ଜାରି ରହିଛି। ମାତ୍ର ୧୫ ବର୍ଷ ବୟସରେ ସେ ପୂର୍ବରୁ ରେକର୍ଡ ଭାଙ୍ଗିସାରିଛନ୍ତି। ସେ ଏଲିମିନେଟର ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୯ ବଲ୍ରେ ୯୭ ରନ୍ର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ଏହି…
“ତୁରନ୍ତ ନିଜ ଦେଶକୁ ଫେରିଯାଅ”: ଅନୁପ୍ରବେଶକାରୀଙ୍କୁ ଅମିତ ଶାହଙ୍କ ଚେତାବନୀ
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଚେକ୍ ପଏଣ୍ଟ ନିର୍ମାଣ ଏବଂ କଣ୍ଟା ତାର ବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ (ବିଏସଏଫ)କୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନବଗଠିତ ବିଜେପି ସରକାର ବାଂଲାଦେଶ…
ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ତୀବ୍ର ହେଲା ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
ନୂଆଦିଲ୍ଲୀ: ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦକୁ ନେଇ ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ସହିତ ହେରଫେର ଅଭିଯୋଗ ଆଣିଥିବାରୁ ରାହୁଲ ଗାନ୍ଧୀଙ୍କ ଉପରେ ଧର୍ମେନ୍ଦ୍ର ପ୍ରଧାନ…
ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, PMOରୁ ମିଳିଛି ଗ୍ରୀନ ସିଗନାଲ
ଭୁବନେଶ୍ଵର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ଆସିବେ ମୋଦି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ PMO ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି। ଆଜି ଭୁବନେଶ୍ବରରେ ଏବିଭିପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା…
କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ : ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ଖଜୁରାହୋର ପଶ୍ଚିମ ମନ୍ଦିର ସମୂହରେ ଆୟୋଜିତ ‘ଯୋଗ ମହୋତ୍ସବ ୨୦୨୬’ ସମୟରେ ଏହି ଘୋଷଣା କରାଯାଇଥିଲା। ଏହା ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୨୫ ଦିନିଆ କାଉଣ୍ଟଡାଉନ୍ ମଧ୍ୟ ଆରମ୍ଭ ହୋଇଥିଲା। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ମୋରାରଜୀ ଦେଶାଇ…
BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ବହୁତ ସୁଲଭ ପ୍ରିପେଡ୍ ପ୍ଲାନ୍ ପ୍ରଚଳନ କରିଛି। କମ୍ପାନୀ 51 ଟଙ୍କାରେ ଏକ ନୂତନ ସ୍ମାର୍ଟ ଷ୍ଟାର୍ଟ ପ୍ଲାନ୍ ଲଞ୍ଚ କରିଛି, ଯାହା 28 ଦିନ ପାଇଁ ପ୍ରତିଦିନ 2GB ହାଇ-ସ୍ପିଡ୍ ଡାଟା, ଅସୀମିତ…
ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି
ନୂଆଦିଲ୍ଲୀ : ବିଜେପି ସଂଗଠନ ଭିତରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ବିଜେପି ଚାରୋଟି ରାଜ୍ୟର ରାଜ୍ୟ ସଭାପତି ଘୋଷଣା କରିଛି। ସର୍ଦ୍ଦାର କେବଲ ସିଂହ ଢିଲୋଙ୍କୁ ପଞ୍ଜାବ ବିଜେପି ସଭାପତି ନିଯୁକ୍ତ କରାଯାଇଛି। ଅଭିଷେକ ଦେବରାୟଙ୍କୁ ତ୍ରିପୁରା ବିଜେପି ସଭାପତି ନିଯୁକ୍ତ କରାଯାଇଛି। ଅର୍ଚ୍ଚନା…
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ…
ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ଵର: ଭୁବନେଶ୍ୱରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ପରେ ମନ୍ତ୍ରୀ ପ୍ରଦର୍ଶନୀ ବୁଲି ଦେଖିଛନ୍ତି।…