Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର : ବେଆଇନ ନିଶାଦ୍ରବ୍ୟ ଓ ମାଦକ କାରବାର ବିରୋଧରେ ନିୟମିତ ଚଢ଼ାଉ ଏବଂ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ। ଭୁବନେଶ୍ବରର ନିର୍ମାଣ ସୌଧଠାରେ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ…
ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରାସ୍ତା କଡ଼ରେ ଠେଲା ଗାଡିରୁ ଖବରକାଗଜରେ ଗୁଡ଼ାଇ ଗରମ ଆଳୁ ଚପ, ବରା, ସିଙ୍ଗଡା, ପକୁଡି ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି, ତେବେ ସତର୍କ ରୁହନ୍ତୁ। ଏହି ପସନ୍ଦ ଆପଣଙ୍କୁ ଗମ୍ଭୀର ଅସୁସ୍ଥ କରିପାରେ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏବେ…
ଗରିବଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ ; ହୃଦଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ
ଭବାନୀପାଟଣା : କଳାହାଣ୍ଡିର ଖ୍ୟାତି ସମ୍ପନ୍ନ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ(୭୦)ଙ୍କ ର ଆଜି ହୃଦଘାତରେ କୋଏମ୍ବାଟୁର ରେ ମୃତ୍ୟୁ ଘଟିଛି। ସାନ ଝିଅ, ଜ୍ୱାଇଁ ଏବଂ ଧର୍ମପତ୍ନୀଙ୍କ ସହିତ ସେ ଗତ ରବିବାର ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ। ଆଜି ସକାଳେ କୋଏମ୍ବାଟୁର ସ୍ଥିତ ହୋଟେଲ ରେ…
ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି । ବର୍ଷାପବନରେ ଭାଙ୍ଗିଲା ଗଛ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି । ଗରମ ଗୁଳୁଗୁଳିରୁ ଲୋକଙ୍କୁ ମିଳିଛି ଆଶ୍ବସ୍ତି । ଆକାଶରେ କଳାହାଣ୍ଡିଆ ମେଘ ଦେଖାଯିବା ସହ କିଛି ସ୍ଥାନରେ ବର୍ଷା ହୋଇଛି ।
ଆଜି ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ପରିଲକ୍ଷିତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା…
ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନ, ଆମେରିକାରୁ ଆସି ପ୍ରଦର୍ଶନରେ ଯୋଗ ଦେଲେ ପାର୍ଟିର ପ୍ରତିଷ୍ଠାତା…
ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନ। NEET ପେପର୍ ଲିକ୍ ଏବଂ CBSE ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିଛନ୍ତି। ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଆଜିର ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଆମେରିକାର ବୋଷ୍ଟନରୁ ଆସି ପ୍ରଦର୍ଶନ ପାଇଁ ଦିଲ୍ଲୀରେ…
‘ପରିବେଶ ଫାଉଣ୍ଡେସନ’ ଓ ସେନାବାହିନୀ ପକ୍ଷରୁ ଚାନ୍ଦିପୁର ଡିଆରଡିଓ ପରିସରରେ ବିଶ୍ୱ ପରିବେଶ ଦିବସ ପାଇଁ…
ବାଲେଶ୍ୱର, ୫ ଜୁନ୍, (କୃଷ୍ଣ କୁମାର ମହାନ୍ତି) ଆଜି ବିଶ୍ୱ ପରିବେଶ ଦିବସ ଅବସରେ ଚାନ୍ଦିପୁରସ୍ଥିତ ଡିଆରଡିଓ ଷ୍ଟେସନ ହେଡ୍କ୍ୱାର୍ଟର୍ସ ଓ ସାମାଜିକ ସଂଗଠନ ‘ପରିବେଶ ଫାଉଣ୍ଡେସନ’ର ମିଳିତ ଉଦ୍ୟମରେ ଏକ ବୃହତ୍ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ବର୍ଷେ ବିତିଲା : ଜମ୍ବେଶ୍ୱରପୁରର ପଙ୍କ-କାଦୁଅ ରାସ୍ତାର ଅବସ୍ଥା ତଦ୍ରୂପ
ବାଲେଶ୍ୱର, ୫/୬(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନ ଜମ୍ବେଶ୍ୱରପୁର ଗ୍ରାମର ଉପଜାତି ବସ୍ତିର ରାସ୍ତା ସମସ୍ୟା ଆଜି ବି ସମାଧାନ ହୋଇନାହିଁ। ବର୍ଷେ ତଳେ ସ୍ଥାନୀୟ ବିଡ଼ିଓ ଘଟଣାସ୍ଥଳ ପରିଦର୍ଶନ କରି ପକ୍କା ରାସ୍ତା କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଆଜି…
ବାଲେଶ୍ୱରରେ ପରିବେଶ ସୁରକ୍ଷା ଯୋଦ୍ଧା ହେଲେ ସମ୍ବର୍ଦ୍ଧିତ : ୧୫ ଜଣଙ୍କୁ ‘ପ୍ରକୃତି ବନ୍ଧୁ-ମିତ୍ର’…
ବାଲେଶ୍ୱର,୬/୬ (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ପରିବେଶ ଦିବସ ଅବସରେ ବାଲେଶ୍ୱର ଜିଲ୍ଲା ପରିବେଶ ସମିତି ପକ୍ଷରୁ ପରିବେଶ ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ଉତ୍ସବରେ ୧୦ ଜଣ…
କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷିବ, ୫୦-୬୦ କି.ମି. ବେଗରେ ପବନ ହେବ; ୨୩ ଜିଲ୍ଲାକୁ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଦୁଝର, ମୟୂରଭଞ୍ଜ…
ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କନ୍ଧମାଳ : ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି। ଶନିବାର ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ…