Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଞ୍ଚମ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ
ଲାଞ୍ଜିଗଡ: ସିଂହାସନ ଆରୋହଣ ସହିତ ବିଜୁଳି କନ୍ୟାର ଶୂନ୍ୟବାଣୀରେ ଭୀତତ୍ରସ୍ତ ହୋଇ ପଡ଼ିଛନ୍ତି ମହାରାଜ କଂସ। ନବବିବାହିତା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ତତକ୍ଷଣାତ ବନ୍ଦୀଶାଳାରେ ନିକ୍ଷେପ କରିଛନ୍ତି। ଦେବକୀ-ବସୁଦେବଙ୍କ ଔରସରୁ ଜାତ ଗୋଟିକ ପରେ ଗୋଟିଏ ସନ୍ତାନଙ୍କୁ ହତ୍ୟା…
ରାୟଗଡାରୁ ୬ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଗଲେ ବାରଣାସୀ ଓ ଗୟା
ରାୟଗଡ଼ା: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣ-ପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୯୭୦ଜଣ…
୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର
ପାଟନା: ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ରବିବାର ରୋଚକ ମୋଡ଼ ନେଇଛି। ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରବିବାର ସକାଳେ ମହାମେଣ୍ଟରୁ ଓହରି ପଦରୁ ଇସ୍ତଫା ଦେଇଥିବା ନୀତୀଶ ସନ୍ଧ୍ୟାରେ ଏନଡିଏ ସମର୍ଥନରେ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି।୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ‘ମନ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ…
ଦୋଛକିରେ ବିହାର – ରାଜନୈତିକ ଛକାପଞ୍ଝା ମଧ୍ୟରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା
ଡେସ୍କ: ପାଟଣାରେ ପାର୍ଟି କାର୍ଯ୍ୟାଳୟରେ ବିହାର ବିଜେପି ରାଜ୍ୟ କୋର କମିଟି ବୈଠକ ଆରମ୍ଭ ହୋଇଛି। ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ, ପୂର୍ବତନ ରାଜ୍ୟ ବିଜେପି ମୁଖ୍ୟ ମଙ୍ଗଲ ପାଣ୍ଡେ, କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ ଏବଂ ଅନ୍ୟ ନେତାମାନେ…
ଆରପାରିରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ, କଟକରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ ହୋଇଛି। କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବୟସାଧିକ୍ୟ କାରଣରୁ ସେ ଗତ ୨୪ ତାରିଖ ଠାରୁ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ। ସ୍ୱାଧୀନତା…
ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ; ମିଳିଲା ୧,୧୩,୩୧,୦୦୦/- ଟଙ୍କାର ସହାୟତା
ଭୁବନେଶ୍ବର : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ୟ୍ୟାଳୟ, ଭୁବନେଶ୍ୱର ଦ୍ବାରା ପରିଚାଳିତ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ,ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧିନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଗୀତଗୋବିନ୍ଦ ସଦନ,ଭୁବନେଶ୍ୱର ଠାରେ…
କୋଶଳ ସାହିତ୍ୟ ଏକାଡେମୀ ତରଫରୁ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ
ତରଭା,ତା ୨୭/୦୧ : ସ୍ଥାନୀୟ ସାରସ୍ବତ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କୋସଲୀ ଭାଷାର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ପ୍ରାରମ୍ଭରେ ଶିଶୁପାଳ…
ସାରେ ଯହାଁ ସେ ଅଚ୍ଛା
ସାରେ ଯହାଁ ସେ ଅଚ୍ଛା
=============
ବିଧାତା ସୃଜିଲେ ଏ ଧରଣୀ ବକ୍ଷେ
ଯେତୋଟି ମନୁଷ୍ୟ ବାସ l
ସବୁଠୁ ସୁନ୍ଦର ତା ମଧ୍ୟେ ମୋହର
ଦେଶ ଏ ଭାରତ ବର୍ଷ ll
ଦେବତା ଇଚ୍ଛନ୍ତି ଜନମ ନେବାକୁ
ପୂତ ଭୂମି ଏ ଭାରତେ l
ଶୁଭ୍ର ଶୈଳଶ୍ରେଣୀ ହିମାଳୟ ଯାର
ଶିରେ ମୁକୁଟ ପ୍ରକଟେ ll
ଭୁସ୍ୱର୍ଗ…
ସାଧାରଣତନ୍ତ୍ରର ଇତିବୃତ୍ତ
ସାଧାରଣତନ୍ତ୍ରର ଇତିବୃତ୍ତ
================
ଆମ୍ଭର ପ୍ରାଚୀନ ଶାସ୍ତ୍ର ଓ ବୌଦ୍ଧିକ ଗ୍ରନ୍ଥ ମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ, ପ୍ରାଚୀନ ଭାରତରେ ନାଗରିକ ଗଣ ବହୁ ଗଣରାଜ୍ୟ ସୃଷ୍ଟି କରିଥିଲେ l ବିଶ୍ୱ ମାନବକୁ ମାନବିକତା ତଥା ଏକତାର ମନ୍ତ୍ର ଆମର ଏ ଭାରତବର୍ଷ ହିଁ ଶିଖାଇ ଥିଲା l ସମସ୍ତ…