Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଜପତିରେ ‘ବିକଶିତ ଭାରତ-ଗ୍ରାମୀଣ’ ମିଶନର ଆନୁଷ୍ଠାନିକ ଶୁଭାରମ୍ଭ ।
ଗଜପତି2/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆରଏସଇଟିଆଇ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଜନ ସମ୍ମେଳନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରମ୍ପରିକ ରୋଜଗାର ମଡେଲଠାରୁ ଭିନ୍ନ, ‘ବିକଶିତ ଭାରତ-ଗ୍ରାମୀଣ’ ସାମଗ୍ରିକ…
ବଂଶଧାରା ନଦୀ ହିଡ଼ବନ୍ଦ କାର୍ଯ୍ୟରେ ଅବହେଳା ଅଭିଯୋଗ ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ।
ଗଜପତି-(ମନୋଜ ପାଢ଼ୀ): କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ…
ଦୁଇ ବାଇକ ମୁହାଁ ମୁହିଁ ଧକ୍କା , ଜଣେ ମୃତ , ଜଣେ ଆହତ।
ମୋହନା,(ମନୋଜ ପାଢ଼ୀ):–ବୁଧବାର ମଧ୍ୟାହ୍ନ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି ।ସୂଚ଼ନା ମୁତାବକ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ…
ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…
ଗଜପତି,୨/୭(ମନୋଜ ପାଢ଼ୀ): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ଯୁବକ ନିଜର ୧୭ ବର୍ଷୀୟା ନାବାଳିକା ଶାଳୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ପୋଲିସ ଗିରଫ…
ଗଜପତି ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ନୂଆ ଟିମ୍ ଘୋଷିତ |
ମୋହନା..୨/୬/୨୬(ମନୋଜ ପାଢ଼ୀ) ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ସୁପାରିଶ ଓ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ଏବଂ ରାଜ୍ୟ ଉପ ସଭାପତି ତଥା ପାରଳା ର ପୂର୍ବତନ ବିଧାୟକ କେ.ନାରାୟଣ ରାଓ’ଙ୍କ ଅନୁମୋଦନ କ୍ରମେ ଗଜପତି ଜିଲ୍ଲା’ର ଯୁବମୋର୍ଚ୍ଚା…
୨ ବାଇକ୍ ମୁହାଁମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର
ଆର, ଉଦୟଗିରି (ମନୋଜ ପାଢ଼ୀ) ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସିତ ପଠାଯାଇଛି । ଅଡବା ଥାନା ଅନ୍ତର୍ଗତ ଗୁରୁବାର ପଞ୍ଚାୟତ ଅଧୀନ ଲୁହାଗୁଡି ଗ୍ରାମ ରୁ ଏକ ବାଇକରେ…
12th International Day of Yoga Celebrated
Kolkata, (3/7):On the occasion of the 12th International Day of Yoga, Anandam Foundation, Kolkata Branch, and KTC Export Pvt. Ltd. jointly organized a grand Yoga celebration at the premises of KTC Export Pvt. Ltd., Doperia More, Kalyani…
ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ
ଭୁବନେଶ୍ୱର:ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ । ଓଡିଶା ଆସି ଇଥାନଲ ପ୍ରକଳ୍ପ ସହ ଅନ୍ୟାନ୍ୟ ପକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ ।।ସୂଚନାଯୋଗ୍ୟ ,ଆସନ୍ତାକାଲି ଅର୍ଥାତ ୪ ତାରିଖରେ ବରଗଡ଼ରେ ଥିଲା ଅମିତ ଶାହଙ୍କ କାର୍ଯ୍ୟକ୍ରମ ।
୩ରେ ଲଘୁଚାପ; ଆସୁଛି ବଡ଼ ବର୍ଷା
ଭୁବନେଶ୍ୱର: ବୁଧବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ…
ଦେଶବ୍ୟାପୀ ଲାଗୁ ହେଲା ଭିବି-ଜି ରାମ ଜି ଅଧିନିୟମ
ନୂଆଦିଲ୍ଲୀ: ଗ୍ରାମୀଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା, ସେମାନଙ୍କ ରୋଜଗାରକୁ ନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିକଶିତ ଭାରତ-ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ) ବା ଭିବି-ଜି ରାମ ଜି ଅଧିନିୟମକୁ ବୁଧବାର (ଜୁଲାଇ ୧)ରୁ ଦେଶବ୍ୟାପୀ…