Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନୀତୀଶଙ୍କୁ ଉପ-ପ୍ରଧାନମନ୍ତ୍ରୀ କରିବାକୁ ଦାବି
ପାଟଣା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛି ଜେଡିୟୁ। ଆରଜେଡି ପରେ ଜେଡିୟୁର ଏହି ଦାବିକୁ ନେଇ ରାଜନୀତି ସରଗରମ ହୋଇଛି। ଜେଡିୟୁ ବିଧାୟକ ପଙ୍କଜ ମିଶ୍ର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନୀତୀଶ କୁମାରଙ୍କୁ…
ନବରଙ୍ଗପୁରରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
ନବରଙ୍ଗପୁର, ତା. ୦୨.୦୭.୨୦୨୬:(ଶେଖର ଖୁରା) ବିକଶିତ ଭାରତ @୨୦୪୭ର ପରିକଳ୍ପନାକୁ ସାକାର କରିବା ତଥା ଗ୍ରାମୀଣ ପରିବାରମାନଙ୍କର ଆର୍ଥିକ ସଶକ୍ତିକରଣ ଓ ଆଜୀବିକାର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା…
ବାଇକ ସହ ଗଞ୍ଜେଇ ଜବତ, ତିନି ଗିରଫ ।
ମୋହନା(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଅଡବା ପୁଲିସ ଜାତୀୟ ରାଜପଥ ୩୨୬ରେ ପେଟ୍ରୋଲିଂ କଲାବେଳେ ସନ୍ଦେହରେ ଦୁଇ ବାଇକକୁ ପିଛା କରିଥିଲେ। ପ୍ରଥମେ ବାଇକ୍ ଟିକୁ ଜାଙ୍ଗୁଡି ନିକଟରେ କାବୁ କରାଯାଇଥିବା ବେଳେ ଦୁତୀୟ ବାଇକ୍ ଟିକୁ ଖାରିଗୁଡା ଗ୍ରାମ ନିକଟରେ କାବୁ କରିଥିଲେ ପୁଲିସ । ଦୁଇ…
ଦ୍ଵିତୀୟ ଦିନରେ ପହଞ୍ଚିଲା ଡାକ୍ତରଙ୍କ ଆନ୍ଦୋଳନ : ଆଲୋଚନା କଲା ବିଜେଡିର ସ୍ୱତନ୍ତ୍ର ଟିମ୍
ବାଲେଶ୍ଵର, ୨|୭(କୃଷ୍ଣ କୁମାର ମହାନ୍ତି): ଦଶ ଦଫା ଦାବି ପୂରଣ ନେଇ ସିଡ଼ିଏମଓ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି | ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ଅପରାହ୍ନରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବା ସହ…
୨୦ରୁ ସଂସଦର ମୌସୁମି ଅଧିବେଶନ
ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ତେବେ ଏ ସମ୍ପର୍କରେ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଚୂଡାନ୍ତ ନିଷ୍ପତ୍ତି ନେବ। ଏଥର ମୌସୁମି ଅଧିବେଶନ ୩ ସପ୍ତାହ ଧରି ଚାଲିବାର ସମ୍ଭାବନା ରହିଛି।
ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଜୋର ଧରିଲା…
ଭୁବନେଶ୍ୱର: ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ସାକ୍ଷାତ କରିବେ।ସୂଚନା ଅନୁସାରେ, ଅପରାହ୍ନରେ…
ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ
ଭୁବନେଶ୍ୱର: ଗ୍ରାମୀଣ ମହିଳାଙ୍କୁ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟ ଭାବେ ନୁହେଁ, ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ‘ସି-ଲିପ୍ସ’ ନାମକ ଏକ ନୂଆ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଦେଶର କୋଟି କୋଟି ମହିଳା ସ୍ୱୟଂ ସହାୟକ…
ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’
ଭୁବନେଶ୍ବର : ଆଜି ଜୁଲାଇ ୧ ତାରିଖ ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ…
ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା
ଭୁବନେଶ୍ୱର: ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ, ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ…
ବନ ବିଭାଗର ଚଢାଉ ୮ ଖଣ୍ଡ ଶାଗୁଆନ୍ କାଠ ଜବତ, ଜଣେ ଗିରଫ
ଗଜପତି, 2/7(ମନୋଜ ପାଢ଼ୀ): ପାରଳାଖେମୁଣ୍ଡି ବନ ଉପଖଣ୍ଡର ଦେବଗିରି ରେଞ୍ଜ ଅଧୀନ ଜଙ୍ଗଲରେ ବେଆଇନ ଭାବେ ମୂଲ୍ୟବାନ ଶାଗୁଆନ ଗଛ କଟାଯାଉଥିବା ଖବର ପାଇ ଗତକାଲି ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇଥିଲା ।ପାରଳାଖେମୁଣ୍ଡି ଡ଼ିଏଫଓ କେ. ନାଗାରାଜୁଙ୍କ ନିର୍ଦେଶକ୍ରମେ ଏସିଏଏଫ ଅରୁଣ…