Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୬’ ପାଇବେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବଳରାମ
ବାଲେଶ୍ୱର, ୧୦/୦୭(କୃଷ୍ଣ କୁମାର ମହାନ୍ତି) : ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେବାକୁ ଯାଉଛି।
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ କୃତୀ…
ମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ସୁରକ୍ଷା ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ
Home Minister orders to ensure security of fishing ports and fish landing centers
ମୋବାଇଲ ଦେଖିବା; ରିଲ୍ସ କରିବା ମହଙ୍ଗା ପଡ଼ିଲା ; ୨ନର୍ସ ସହ ଜଣେ ଫାର୍ମାସିଷ୍ଟଙ୍କୁ କାରଣ ଦର୍ଶାଅ ନୋଟିସ
ନୀଳଗିରି: ଡାକ୍ତରଖାନାରେ ରୋଗୀ କଲବଲ ହେଉଥିବା ସମୟରେ ଟିକଟ କାଉଣ୍ଟର ଭିତରେ ଗୋଡ଼କୁ ଝରକା ଉପରକୁ ଟେକି ମୋବାଇଲରେ ଭିଡ଼ିଓ ଦେଖି ଚାଲିଥିଲେ ଜଣେ ଫାର୍ମାସିଷ୍ଟ। ସେହିପରି ନିଜ ଡ୍ୟୁଟିରେ ଅବହେଳା କରି ୨ଜଣ ନର୍ସ ଡାକ୍ତରଖାନା ଭିତରେ ଥିବା ଡ୍ୟୁଟି ରୁମରେ ରିଲ୍ସ କରୁଥିଲେ ଏବଂ ଆଉ ଜଣେ…
ଉତ୍ତେଜନା ହ୍ରାସ ପାଇଁ କାତାରର ମଧ୍ୟସ୍ଥତା ପ୍ରୟାସ; ଇରାନ ଗସ୍ତରେ ପ୍ରତିନିଧି ଦଳ
ଦୋହା/ତେହରାନ:ଉପସାଗରୀୟ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମଧ୍ୟସ୍ଥତା ଭୂମିକାକୁ ସୁଦୃଢ଼ କରିବା ପାଇଁ କାତାର ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର କାତାରର ଏକ ପ୍ରତିନିଧି ଦଳ ଇରାନ ଗସ୍ତ କରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ…
୧୩ରୁ ଲଘୁଚାପ ବର୍ଷା
ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୧୩ ତାରିଖରୁ ୪ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…
ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ଲୋକସେବା ଭବନରେ ରଥଯାତ୍ରା ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ଆଇ ପି ଏସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ…
“ଉଇ ଫୋର୍ ୟୁ” ଚାରିଟେବୁଲ ଟ୍ରଷ୍ଟ ତରଫରୁ ସମ୍ମିଳନୀ ଆୟୋଜିତ
ରାୟଗଡ଼ା ୧୦/୧୧/୨୦୨୬( ଭି ଗୌରୀ ଶଙ୍କର ରାଓ): ସମ୍ମିଳନୀରେ ରାୟଗଡ଼ା ବିଧାୟକ କାଡ୍ରାକା ଆପ୍ପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସଶକ୍ତିକରଣ ଓ ସ୍ୱାବଲମ୍ବନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ। ଏହା ସହିତ ରାଜ୍ୟ ଦିବ୍ୟାଙ୍ଗ…
,ରାୟଗଡ଼ ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷାରେ ଲେଖାଯାଇଥିବା ନାମକୁ ହଟାଯାଇଥିବା ପ୍ରସଙ୍ଗରେ ADRM ସ୍ମାରକପତ୍ର…
ରାୟଗଡ଼ା , ୧୦/୭/୨୦୨୬( ଭି ଗୌରୀଶଙ୍କର ରାଓ ): ଆଜି ରାୟଗଡ଼ର ବିଭିନ୍ନ ତେଲୁଗୁ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ମିଶି ରାୟଗଡ଼ ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷାରେ ଲେଖାଯାଇଥିବା ନାମକୁ ହଟାଯାଇଥିବା ପ୍ରସଙ୍ଗରେ ଆମେ ADRM ମହୋଦୟଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ…
ଯୁବ ଭୋଟର ପଞ୍ଜୀକରଣ ନିମନ୍ତେ ସଚେତନତା କର୍ମଶାଳା ଅନୁଷ୍ଠିତ ।
ରାୟଗଡ଼ା ,ତାରିଖ ୧୦/୭/୨୦୨୭(ଭି ଗୌରୀଶଙ୍କର ରାଓ ) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣି ଭା ପ୍ର ସେଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲାରେ ଯୁବ ଭୋଟରଙ୍କ ଚିହ୍ନଟ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାୟଗଡ଼ ଉପଜିଳ୍ଲାପାଳ ତଥା…
ତୃଣମୂଳ ସ୍ତରରେ ଦୀର୍ଘସ୍ଥାୟୀ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା
ରାୟଗଡ଼ ତା ୧୦.୭.୨୦୨୬ ,ରିପୋର୍ଟର ଭି ଗୌରୀଶଙ୍କର ରାଓ । ରାୟଗଡ଼କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାର ଲକ୍ଷ୍ୟ ନେଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ କର୍ମଚାରୀଙ୍କ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା ସମସ୍ତ ବ୍ଲକ୍…