Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଜପତିର ସମାଜସେବୀ ମମତା ପାଢୀ ରାଜ୍ୟସ୍ତରରେ ସମ୍ମାନିତ ।
ଗଜପତି (ମନୋଜ ପାଢ଼ୀ) – : ସମ୍ୱାଦପତ୍ର “ତୀକ୍ଷ୍ଣ ଦ୍ରୁଷ୍ଟି” ଦ୍ୱାରା ଆୟୋଜିତ ଭବ୍ୟ ସମାରୋହରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ମହିଳା ସମାଜସେବୀ ମମତା ପାଢୀ ଭୂବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନ ଠାରେ…
ଏନଏସି ପକ୍ଷରୁ ଉଚ୍ଛେଦ କରାଗଲା ବେଦଖଲ ଜାଗା ।
ଆର, ଉଦୟଗିରି (ମନୋଜ ପାଢ଼ୀ): ଗଜପତି ଜିଲ୍ଲା କାଶୀନଗର ଏନଏସିର ବ୍ୟସ୍ତ ବହୁଳ ମାର୍କେଟ ଅଞ୍ଚଳରେ ଦୀର୍ଘ ଦିନ ଧରି ରାସ୍ତାକଡ଼ ଓ ଡ୍ରେନ୍ ଉପରେ ଗଢ଼ି ଉଠିଥିବା ଅସ୍ଥାୟୀ ଦୋକାନ ଯୋଗୁଁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହେବା ସହ ବର୍ଷା ଦିନରେ ଜଳ ନିଷ୍କାସନରେ ଗୁରୁତର ସମସ୍ଯା ସୃଷ୍ଟି ହେଉଥିଲା।…
ସାମର୍ଥ୍ୟର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ୟସ୍ତରରେ ଶ୍ରେଷ୍ଠ ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ ।
ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସାମର୍ଥ୍ୟ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱରରେ ଓ୍ୱି ଫର୍ ୟୁ ଦ୍ୱାରା ଆୟୋଜିତ ଏବଂ ଦକ୍ଷିଣ ଓଡିଶା ଭିନ୍ନକ୍ଷମ ସାମ୍ମୁଖ୍ୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ଆର ଏମ୍ ସି ର ବରିଷ୍ଠ କିରାଣୀ ମନୋଜ ପାଣିଗ୍ରାହୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।
ଗଜପତି,୧୧.୭ (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି RMC କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ମନୋଜ ପାଣିଗ୍ରାହୀ ଅବସର ଗ୍ରହଣ କରିଛନ୍ତି । ବିଭାଗର କର୍ମଚାରୀ ଶ୍ରୀ ପାଣିଗ୍ରାହି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ! ତାଙ୍କୁ ପୁଷ୍ପଗୁଛ ଓ ଉପଢୌକନ…
ଦି ହେରିଟେଜ୍ ସ୍କୁଲର ଐତିହାସିକ ସଫଳତା: ଆଇବି ଡିପ୍ଲୋମା ପରୀକ୍ଷାରେ ରୋଶନୀ ହମିରୱାସିଆଙ୍କ ୪୫/୪୫ ପୂର୍ଣ୍ଣାଙ୍କ,…
କୋଲକାତା, ୧୧ ଜୁଲାଇ: ଦି ହେରିଟେଜ୍ ସ୍କୁଲ ଆନ୍ତର୍ଜାତୀୟ ବ୍ୟାକାଲୋରିଏଟ୍ ଡିପ୍ଲୋମା ପ୍ରୋଗ୍ରାମ୍ (IBDP)ର ମେ–୨୦୨୬ ପରୀକ୍ଷାରେ ନିଜ ଛାତ୍ରଛାତ୍ରୀଙ୍କ ଅସାଧାରଣ ସଫଳତା ଘୋଷଣା କରି ଗର୍ବିତ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ଅଙ୍କ ହାସଲ କରି ବିଶ୍ୱସ୍ତରରେ ସ୍ୱୀକୃତି ଲାଭ…
The Heritage School Celebrates Exceptional IB Diploma Programme Results with Global Topper Roshni…
Kolkata (11/7):The Heritage School is proud to announce outstanding results in the International Baccalaureate Diploma Programme (IBDP) May 2026 examinations, with its students achieving exceptional scores and earning recognition on the…
ବସ୍ତା ବିଧାୟିକା ସୁବାସିନୀ ଜେନା ତାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କଲେ ବ୍ୟାଟେରୀ ଚାଳିତ ତିନିଚକିଆ…
ବାଲେଶ୍ଵର -୧୧/୭(କୃଷ୍ଣ କୁମାର ମହାନ୍ତି)- ବସ୍ତା ବିଧାୟିକା ସୁବାସିନୀ ଜେନା ଗତକାଲି ତାଙ୍କ ଲଙ୍ଗଳେଶ୍ବର ସ୍ଥିତ ବାସଭବନରେ ଦୁଇ ବର୍ଷ ପୂର୍ତ୍ତି ସମାରୋହ ପାଳନ କରିଛନ୍ତି।
ଏହି ଅବସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବସ୍ତା ଏବଂ ବାଲିଆପାଳ ବ୍ଲକର ୪୨ ଜଣ ଭିନ୍ନକ୍ଷମଙ୍କୁ…
ଉତ୍କଳ ବିଶ୍ୱବିଦ୍ୟାଳୟ ଜୁଲାଇ ୧୩ରେ ଆୟୋଜନ କରୁଛି ରାଜ୍ୟ ଅର୍ଥ ଓ ସହରୀ ଭିତ୍ତିଭୂମି ଉପରେ ସିଏଜି-ଆଇସିଏସଏସଆର…
ଭୁବନେଶ୍ୱର, ୧୧/୭(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ଜୁଲାଇ ୧୩ ତାରିଖ ସୋମବାର ଦିନ ‘ସିଏଜି-ଆଇସିଏସଏସଆର କଲୋକିୟମ୍’
(ଓଡ଼ିଶା ଚାପ୍ଟର)' ଅନୁଷ୍ଠିତ ହେବ। ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ସୋସିଆଲ୍…
ପ୍ରକାଶିତ ହେଲା ବିଶିଷ୍ଟ ଓଡ଼ିଆ କବି ରାଜୁ ସାମଲଙ୍କ ‘ଫ୍ଲାଇଜ୍ ଟୁ ବଟରଫ୍ଲାଇଜ୍’ ପୁସ୍ତକ : ପ୍ରତ୍ୟେକ ହିନ୍ଦୁଙ୍କ…
ବାଲେଶ୍ଵର, ୧୦/୭(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଓଡ଼ିଆ କବି ରାଜୁ ସାମଲଙ୍କ ଲିଖିତ_‘ଫ୍ଲାଇଜ୍ ଟୁ ବଟରଫ୍ଲାଇଜ୍’ ନୂତନ ପୁସ୍ତକଟି କେବଳ ଦାର୍ଶନିକ ଚିନ୍ତାଧାରା ନୁହେଁ, ବରଂ ଏହା ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି ପୁସ୍ତକ ନିର୍ଦ୍ୱନ୍ଦ୍ୱରେ, ସନାତନ, ବ୍ୟବହାରିକ,…
ସେଲିବ୍ରିଟି ଓ ସାଧାରଣ ନାଗରିକଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀକୁ ନେଇ ସୋସିଆଲ ମିଡିଆରେ ତର୍କ
ଭୁବନେଶ୍ୱର: ସେଲିବ୍ରିଟି ଏବଂ ସାଧାରଣ ନାଗରିକଙ୍କ ପ୍ରତି ସମାଜ ଓ ଗଣମାଧ୍ୟମର ଦୃଷ୍ଟିଭଙ୍ଗୀ ସମାନ କି ନୁହେଁ, ତାହାକୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
କେତେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି ଯେ, ଧନୀ ଓ ପ୍ରସିଦ୍ଧ ବ୍ୟକ୍ତିଙ୍କ ଆନ୍ତର୍ଧର୍ମୀୟ ବିବାହକୁ…