Browsing Category

ଓଡିଶା

ଜମି ଆମର, ଅଧିକାର ଆମର : ଆଦିବାସୀଙ୍କ ଦାବିପତ୍ର ପ୍ରଦାନ

ତେନ୍ତୁଳୀଖୁଣ୍ଟି (ଶେଖର ଖୁରା)15/7/26 ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଗ୍ରାମ ପଞ୍ଚାୟତର ଖୁଣ୍ଟିପଦର ଗ୍ରାମର ଆଦିବାସୀମାନେ “ଜମି ଆମର, ଅଧିକାର ଆମର” ସ୍ଲୋଗାନ ଦେଇ ନିଜମାନଙ୍କ ପାରମ୍ପରିକ ଜମି ଅଧିକାରକୁ ସ୍ୱୀକୃତି ଦେବା ପାଇଁ ଦାବି ଉଠାଇଛନ୍ତି।…

ସିରିଝୁଲି ସର୍କଲ, ଗୁଣୁପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ…

ରାୟଗଡ ,୧୫/୭ ,(ଭି ଗୌରୀ ଶଙ୍କର):ସୁଶାନ୍ତ ମଲ୍ଲିକ, ରେଭେନ୍ୟୁ ଇନ୍ସପେକ୍ଟର (RI), ସିରିଝୁଲି ସର୍କଲ, ଗୁଣୁପୁର ତହସିଲ, ଜିଲ୍ଲା-ରାୟଗଡାଙ୍କୁ ଜଣେ ଆବେଦନକାରୀଙ୍କ ଠାରୁ ₹25,000 ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଛି। ଅଭିଯୋଗ ଅନୁଯାୟୀ, ଆବେଦନକାରୀ ତାଙ୍କ…

ଗଛ ବଞ୍ଚିଲେ ଆମେ ବଞ୍ଚିବା।

ରାୟଗଡ଼:  ମାଁଙ୍କ ନାମରେ ଲାଗୁଛି ଗୋଟିଏ ଗଛ କିନ୍ତୁ କଟୁଛି ହଜାରେ ଗଛ- ବିଧାୟକ ରାୟଗଡ଼ ,ଆପଲାସ୍ବାମି କାଡ୍ରାକା କହିଛନ୍ତି। ପରିବେଶ ସୁରକ୍ଷା ପାଇଁ ଶିଳ୍ପ ସଂସ୍ଥାର ଦାୟିତ୍ବ ସର୍ବାଧିକ ପ୍ରଧାନମନ୍ତ୍ରୀଙ୍କ ନାରା ମାଁ କେ ନାମରେ ଗୋଟିଏ ଗଛ। ମାଁଙ୍କ ନାମରେ ସମସ୍ତେ ଗୋଟିଏ ଗୋଟିଏ ଗଛ…

ଚନ୍ଦ୍ରପୁର ବିଜୁ ସ୍ବାଭିମାନ ମଞ୍ଚର ପ୍ରବଳ ଜନସମାବେସ। : ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ପଞ୍ଚାୟତ ନିର୍ବାଚନରେ…

ରାୟଗଡା/ଚନ୍ଦ୍ରପୁର- ବିଜୁ ସ୍ବାଭିମାନ ମଞ୍ଚ ପଞ୍ଚାୟତ ନିର୍ବାଚନରେ ସ୍ବର୍ଗତଃ ବିଜୁ ବାବୁ ଓ ତାଙ୍କ ବିଚାରଧାରାକୁ ଢାଲ କରି ନିର୍ଵାଚନ ଲଢ଼ିବ। ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦକ୍ଷିଣ ଓଡିଶାର ବରିଷ୍ଠ ନେତା ଏନ ଭାସ୍କର ରାଓ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କାର୍ଯ୍ୟକ୍ରମରେ ସ୍ପଷ୍ଟ…

ଭାସ୍କର ରାଓଙ୍କ ବିରୋଧରେ ଟ୍ରକ ମାଲିକ ସଂଘ ଆର୍ଥିକ ଅନିୟମିତା ଅଭିଯୋଗ।

ରାୟଗଡ଼ା- ରାୟଗଡ଼ା ଟ୍ରକ ମାଲିକ ସଂଘ ଟଙ୍କା ହେରଫେରକୁ ନେଇ ଟ୍ରକ ମାଲିକ ସଂଘ ସଭାପତି ୱାଇ .ଭେଙ୍କଟେଶ୍ବର ରାଓ ପୂ୍ର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ଏତଲା ଦେଇଛନ୍ତି।ଭାସ୍କର ରାଓ ଏବଂ ଅନ୍ୟ ତିନିଜଣଙ୍କ ନାମରେ ଏତଲା ଦିଆଯାଇଛି। ପୂର୍ବରୁ ମଧ୍ୟ ଭେଙ୍କଟେଶ୍ବର ରାଓ ସମ ଅଭିଯୋଗ…

ସୌମ୍ୟାଶ୍ରୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଜେଡି ଜଣାଇଲା ଶ୍ରଦ୍ଧାଞ୍ଜଳି: “ଏକ ବର୍ଷ ପରେ ବି ନ୍ୟାୟ…

ବାଲେଶ୍ଵର, ୧୫/୭(କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀ ବିଶିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଲେଶ୍ଵର ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀ ସ୍ମୃତି…

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ଆତ୍ମହତ୍ୟା ନିରାକରଣ ସଚେତନତା କାର୍ଯ୍ୟକ୍ରମ : ଆତ୍ମହତ୍ୟା ରୋକିବା…

ଭୁବନେଶ୍ୱର, ୧୪/୭(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ‘ଶକ୍ତିଶ୍ରୀ’ ସଶକ୍ତିକରଣ କେନ୍ଦ୍ର ଏବଂ ସ୍ନାତକୋତ୍ତର ମନୋବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ପରିସରରେ 'ଆତ୍ମହତ୍ୟା ନିରାକରଣ' ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ବିଷୟକ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା, ଭୁବନେଶ୍ୱର, ୧୪/୭(କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ସାଇନ୍ସ ଏବଂ ଆପ୍ଲିକେସନ୍ସ ବିଭାଗ ପକ୍ଷରୁ "କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଆଧୁନିକ ଦିଗନ୍ତ" ଶୀର୍ଷକ ଏକ ଏକ୍ସଟ୍ରାମ୍ୟୁରାଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ଚାରି ଦିନର ସେବାଯତ୍ନ ପରେ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ମିଳାଇଲା ଆରପିଏଫ୍

ବାଲେଶ୍ୱର, ଜୁଲାଇ ୧୪ (କୃଷ୍ଣ କୁମାର ମହାନ୍ତି): ମାନବିକତା ଓ ତତ୍ପରତାର ଏକ ଉଦାହରଣ ସୃଷ୍ଟି କରି ବାଲେଶ୍ୱର ରେଳ ସୁରକ୍ଷା ବଳ (ଆରପିଏଫ୍) ଗୁଜରାଟର ଜଣେ ନିଖୋଜ ବ୍ୟକ୍ତିଙ୍କୁ ଚାରି ଦିନ ଧରି ସୁରକ୍ଷିତ ଭାବେ ରଖି ଯତ୍ନ ନେବା ପରେ ତାଙ୍କ ପରିବାର ସହ ପୁନର୍ମିଳନ କରାଇଛି। ଆରପିଏଫ୍…

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

ଭୁବନେଶ୍ୱର: ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲି ରେଳ ଷ୍ଟେସନକୁ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଏକ ଆଧୁନିକ ଏବଂ ଯାତ୍ରୀ-ଅନୁକୂଳ ରେଳ ଷ୍ଟେସନରେ ପରିଣତ କରାଯାଇଛି। ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେହି ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି, ଯେଉଁଥିରେ ସ୍ଥାନୀୟ…