Browsing Category

ଓଡିଶା

ରଥଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ : ରତ୍ନସିଂହାସନ ଛାଡି ଭକ୍ତ ଗହଣରେ ମହାପ୍ରଭୁ।

ପୁରୀ : ବଡଦାଣ୍ଡ ଆଜି ଲୋକାରଣ୍ୟ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ଣ ୪ଟାରେ ହେବ ବହୁ ପ୍ରତୀକ୍ଷିତ ରଥଟଣା। ଏକାଠି ହେଉଛନ୍ତି ଭକ୍ତ, ଭଗବାନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳୁ ସକାଳୁ ଚାଲିଛି ସମସ୍ତ ନୀତିକାନ୍ତି। ସକାଳ ୯ଟାରୁ ସାଢେ ୧୨ଟା ମଧ୍ୟରେ ପହଣ୍ଡି…

ସିଏମଓରୁ ଫାଇଲ୍ ଗାଏବ ଘଟଣା: ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ସମନ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି କମିଶନ ତଦନ୍ତ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ନେଇ କମିଶନରେଟ୍ ପୋଲିସ ତତ୍ପରତା ବଢ଼ାଇଛି। ଏହି ଘଟଣାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପୋଲିସ ସମନ୍ ଜାରି…

ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟାର ଦ୍ୱିତୀୟ ପର୍ଯ୍ୟାୟ

ମୋହନା,୧୫.୭(ମନୋଜ ପାଢ଼ୀ)-- ଚିକିଟି - ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ର ଦ୍ବିତୀୟ ପର୍ଯ୍ୟାୟ ୧୨.୦୭.୨୦୨୬ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ହୋଇସାରିଛି। ବିଗତ ଦିନରେ ହୋଇଥିବା ମହାସଭା କାର୍ଯ୍ୟକ୍ରମରେ କର୍ମକର୍ତ୍ତା, ଗ୍ରାମବାସୀ ଏବଂ…

ଉନ୍ନତ ପ୍ରଣାଳୀରେ ମକା ଚାଷ ପାଇଁ ଚାଷୀଙ୍କୁ ତାଲିମ ।

ଆର. ଉଦୟଗିରି ୧୫/୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ସହାୟତାରେ ମଦର ଟେରେସା ଚାରିଟାଵଲେ ଟ୍ରଷ୍ଟ (ଏମଟିସିଟି ) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ…

ନୁଆଗଡ ବ୍ଲକ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର ଠାରେ ଉନ୍ନତ ପ୍ରଣାଳୀରେ ମକା ଚାଷ ପାଇଁ ଚାଷୀଙ୍କୁ ତାଲିମ

ନୁଆଗଡ, ୧୫/୭(ମନୋଜ ପାଢ଼ୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟ ମନ୍ତ୍ରୀ ମକା ମିଶନ ସହାୟତାରେ ମଦେର ଟେରେସା ଚାରିଟାଵଲେ ଟ୍ରଷ୍ଟ (ଏମଟିସିଟି ) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ…

କ୍ରମାଗତ ଭାବରେ ୫ରୁ ଉର୍ଦ୍ଧ୍ବ ଗ୍ରାମ୍ୟ ସଂଯୋଗ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ଇଂ ରୂପେଶ…

ଗଜପତି, -(ମନୋଜ ପାଢ଼ୀ)-କାଶୀନଗର ଓ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନେଇ ଲୋକେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲେକେ ରାସ୍ତା ନଥିବାରୁ ନାହିଁ ନଥିବା…

ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା ସମ୍ପର୍କିତ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି,୧୫.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ସଭାଗୃହ ଠାରେ”ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା” ଶୀର୍ଷକ ସମ୍ପର୍କିତ ଏକ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ…

ନାଭଡା ପ୍ରାଥମିକ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ କୌଣସି କାରଣ ରୁ ଆସୁନଥିବା ଶୁଣି ଅଚାନକ ଗ୍ରସ୍ତ କଲେ ବିଧାୟକ କାଶୀନଗର…

ଗଜପତି,୧୫.୭(ମନୋଜ ପାଢ଼ୀ)-:ନାଭଡା ପ୍ରାଥମିକ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ କୌଣସି କାରଣ ରୁ ଆସୁନଥିବା ଶୁଣି ଅଚାନକ ଗ୍ରସ୍ତ କଲେ ବିଧାୟକ କାଶୀନଗର -କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ପଞ୍ଚାୟତ ଅଧୀନରେ ଥିବା ନାଭଡା ପ୍ରାଥମିକ ବିଦ୍ୟାଳୟ ଯେଉଁ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ…

ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୪୩ତମ ଜୟନ୍ତୀ ଉତ୍ସବ ପାଳିତ।

ଗଜପତି (ମନୋଜ ପାଢ଼ୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀଲକ୍ଷ୍ମୀନୃସିଂହ କଲ୍ୟାଣ ମଣ୍ଡପ ଠାରେ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୪୩ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ସାରିଛି । ପ୍ରାତଃରେ ଗୋପାଳକୃଷ୍ଣ ପାଠାଗାର…

ଜୟପୁର ରେ ରଥଯାତ୍ରା କୁ ନେଇ ପୋଲିସ ତରଫରୁ ପ୍ରେସ ବିବୃତି.

ଜୟପୁର :(ଏ.ଭେଙ୍କଟ ରାଓ ) ଚଳିତ ବର୍ଷ ରଥଯାତ୍ରା ପାଇଁ ଜୟପୁର ପୋଲିସ ତରଫରୁ ଟ୍ରାଫିକ ସହିତ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରେସ ବିବୃତି. ଚଳିତ ବର୍ଷ ରଥଯାତ୍ରା ପାଇଁ ନିୟୋଜିତ ହେବେ 9 ପ୍ଲାଟୁନ ପୋଲିସ ତାରିଣୀ ଛକ ଠାରୁ ୱେଲକମ ଛକ ପ୍ରଯ୍ୟନ୍ତ ନୋ ଭେଇକାଲ ଜୋନ, ଦିନ 11 ଟାରୁ ରାତି 12…