Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡିଜିଟାଲ ରୂପାନ୍ତରଣ ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବଡ଼ ପଦକ୍ଷେପ
ଭୁବନେଶ୍ୱର, ୧୭ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ଏହାର ନବରୂପରେ ସଜ୍ଜିତ ଅଧିକୃତ ୱେବସାଇଟ୍ ସହ ଅତ୍ୟାଧୁନିକ ଡିଜିଟାଲ ସେବା ପ୍ଲାଟଫର୍ମଗୁଡ଼ିକର ଶୁଭାରମ୍ଭ କରି ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଗବେଷକ, ପୂର୍ବତନ…
ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେସନ ଯଥା— ବଲାଙ୍ଗୀର, ବରପାଲି,…
ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ
ନୂଆଦିଲ୍ଲୀ: ଆଜି ଚାଷୀମାନଙ୍କ ସାମ୍ନାରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଚାଷର ବୃଦ୍ଧି ପାଉଥିବା ଖର୍ଚ୍ଚ। କାରଣ ଏଥିପାଇଁ ରାସାୟନିକ ସାର ଏବଂ କୀଟନାଶକର ମୂଲ୍ୟ ବୃଦ୍ଧି ପାଉଛି। ଏହା ସତ୍ତ୍ୱେ ଚାଷୀଙ୍କ ଫସଲ କ୍ରମଶଃ କମ୍ ମୂଲ୍ୟରେ ବିକ୍ରି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର…
ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା
ନୂଆଦିଲ୍ଲୀ : ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୦ ଦିନ ଧରି ଅନଶନରେ ବସିଛନ୍ତି। କଂଗ୍ରେସ ନେତା ପବନ ଖେଡ଼ା ଆଜି ୱାଙ୍ଗଚୁକଙ୍କୁ ଭେଟିବା ପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ ପହଞ୍ଚିଥିଲେ। ଏହାର କିଛି ସମୟ ପୂର୍ବରୁ କେସି ଭେନୁଗୋପାଳ ୱାଙ୍ଗଚୁକଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।…
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ
ନଭି ମୁମ୍ବାଇ ତା ୧୬.୦୭ ରିଖ ; ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକା ଜଗନ୍ନାଥମୟ…
ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ
ବିଶାଖାପାଟଣା ତା୧୬.୦୭ ରିଖ ; ବିଶାଖାପାଟଣାର ଡସପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ବାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ରକରି ଉପସ୍ଥିତ…
ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ରଥଯାତ୍ରା ଆୟୋଜନ
ନୂଆଦିଲ୍ଲୀ ତା ୧୬.୭ ରିଖ ; ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ଅଠଚାଳିଶ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖାଯାଇଥିଲା।…
ନୋଏଡା ସେକ୍ଟର ୬୧ର ସ୍ବର୍ଣ୍ଣ କ୍ଷେତ୍ରରେ ରଥଯାତ୍ରା ଆୟୋଜନ
ନୋଏଡା ତା ୧୬.୦୭ରିଖ ; ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ଠାରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ହୀନ୍ଦୁ ରୀତିନୀତି ଅନୁଯାୟୀ…
ରଥଯାତ୍ରା ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ‘ବୃକ୍ଷାୟନ’ ଅଭିଯାନ: ସବୁଜ କ୍ୟାମ୍ପସ ଗଠନ ପାଇଁ…
ଭୁବନେଶ୍ୱର, ୧୬/୭(କୃଷ୍ଣ କୁମାର ମହାନ୍ତି): ପବିତ୍ର ରଥଯାତ୍ରା ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା ଓ ସ୍ଥାୟୀ କ୍ୟାମ୍ପସ ଗଠନର ବାର୍ତ୍ତା ଦେଇ ‘ବୃକ୍ଷାୟନ- ଏକ୍ ପେଡ୍ ମାଁ କେ ନାମ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଧରିତ୍ରୀ ମାତା ଓ ମାତୃତ୍ୱକୁ…
ଇମାମି ନଗରରେ ଭକ୍ତିଭାବରେ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା : ଭକ୍ତଙ୍କ ଭିଡ଼ରେ ଉତ୍ସବମୁଖର ହେଲା ପରିବେଶ
ବାଲେଶ୍ୱର, ୧୬/୭ (କୃଷ୍ଣ କୁମାର ମହାନ୍ତି): ରେମୁଣା ବ୍ଲକ୍ ଅନ୍ତର୍ଗତ ବାଲଗୋପାଳପୁର ଶିଳ୍ପାଞ୍ଚଳର ଇମାମି ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଶତାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ…