Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର କୋଠଗୃହ ଉଦଘାଟନ କଲେ ବିଧାୟକ ।
ଗଜପତି ,୨୨.୭(ମନୋଜ ପାଢ଼ୀ):– ଆଜି ଗଜପତି ଜିଲ୍ଲା ପୌର ପରିଷଦ ୱାଡ ନମ୍ୱର୍ 2 ରେ ଥିବା ଷୋହଳ ଖଣ୍ଡ ଗୋପାଳ ସମାଜ ର କୋଠଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେସ ପାଣିଗ୍ରାହୀ , ଏହି କୋଠଗୃହ କାର୍ଯ୍ୟ ଦିର୍ଘ 6ମାସ ହେବ ଚାଲିଥିଲା, ବିଧାୟକ ଙ୍କ ପାଣ୍ଠି ରୁ 3ଲକ୍ଷ ଟଙ୍କା ଅନୁଦାନ…
Rotary Queens Donate E-Rickshaw to Spread Happiness Foundation
Rourkela: In a heartwarming gesture of compassion and community service, the Rotary Club of Rourkela Queens donated an E-Rickshaw to the Spread Happiness Foundation to support the transportation needs of its Old Age Home. The vehicle was…
ରୋଟାରୀ କ୍ଲବ ଅଫ୍ ରାଉରକେଲା କ୍ୱିନ୍ସ ପକ୍ଷରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନକୁ ଇ-ରିକ୍ସା ପ୍ରଦାନ
ରାଉରକେଲା: ସମାଜସେବା ଓ ମାନବିକତାର ଏକ ଉତ୍କୃଷ୍ଟ ନିଦର୍ଶନ ସ୍ୱରୂପ ରୋଟାରୀ କ୍ଲବ ଅଫ୍ ରାଉରକେଲା କ୍ୱିନ୍ସ ପକ୍ଷରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ପରିଚାଳିତ ବୃଦ୍ଧାଶ୍ରମ ପାଇଁ ଏକ ଇ-ରିକ୍ସା ପ୍ରଦାନ କରାଯାଇଛି। ଏହି ଗାଡ଼ିକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର…
ହେରିଟେଜ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଦ ହେରିଟେଜ୍ ଆକାଡେମୀର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସମନ୍ୱିତ ବିକାଶକୁ…
କୋଲକାତା (୨୦/୭): ହେରିଟେଜ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (HIT) ଏବଂ ଦ ହେରିଟେଜ୍ ଆକାଡେମୀ (THA)ର ମିଳିତ ଉଦ୍ୟମରେ ବିବିଏ, ବିସିଏ, ମିଡିଆ ସାଇନ୍ସ ଓ ସାଇବର ସିକ୍ୟୁରିଟି ବିଭାଗର ନବଭର୍ତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମୃଦ୍ଧ ଚାରିଦିନିଆ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ସଫଳତାର ସହ…
Heritage Institute of Technology and The Heritage Academy Welcome Freshers with an Induction…
Kolkata( 20/7): Heritage Institute of Technology (HIT), in association with The Heritage Academy (THA), successfully organised a comprehensive four-day Induction Programme for the newly admitted students of BBA, BCA, Media Science and Cyber…
କୃଷିଭବନରେ କୃଷି ନିର୍ଦ୍ଦେଶାଳୟ ସାଂସ୍କୃତିକ ସଂସଦ ପକ୍ଷରୁ ଅନୁଷ୍ଠିତ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର : ୨୦ରୁ ଅଧିକ…
ଭୁବନେଶ୍ୱର, ୨୨/୦୭(କୃଷ୍ଣ କୁମାର ମହାନ୍ତି): କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ କୃଷି ନିର୍ଦ୍ଦେଶାଳୟ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଏବଂ ଆସ୍ୟୁର୍ ହସ୍ପିଟାଲ, ଖଣ୍ଡଗିରିର ସହଯୋଗରେ ମଙ୍ଗଳବାର ଦିନ କୃଷିଭବନ ପରିସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର…
ପରିଜା ପାଠାଗାର ପରିଦର୍ଶନ କରି ଐତିହ୍ୟ ଓ ଆଧୁନିକତାରେ ମୁଗ୍ଧ ହେଲେ ବିଧାୟକମାନେ
ଭୁବନେଶ୍ୱର, ୨୨ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଗର୍ବ ପରିଜା ପାଠାଗାରକୁ ମଙ୍ଗଳବାର ଦିନ ପରିଦର୍ଶନରେ ଯାଇଥିବା ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କୁ ସ୍ୱାଗତ କରଛି ବିଶ୍ଵବିଦ୍ୟାଳୟ। କେନ୍ଦ୍ରୀୟ ପାଠାଗାର ପରିଦର୍ଶନ ସମୟରେ ବିଧାୟକମାନେ ଏହାର ଐତିହାସିକ…
ଅଗଷ୍ଟ ୨ରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ହେବ ‘ଚତୁର୍ଥ ବର୍ଷା ଉତ୍ସବ’ : ୩ ସାହିତ୍ୟିକ ପାଇବେ ଚତୁର୍ଥ ବର୍ଷା ସମ୍ମାନ
ଭୁବନେଶ୍ୱର,୨୨/୭(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା ବର୍ଷା ପବ୍ଲିକେସନ୍ ପକ୍ଷରୁ ଚଳିତ ବର୍ଷ ‘ଚତୁର୍ଥ ବର୍ଷା ସମ୍ମାନ-୨୦୨୬’ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୨ ତାରିଖ, ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହି…
ଇମାମି ନଗର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଅନୁଷ୍ଠିତ ହେଲା ଭବ୍ୟ ଆଧ୍ୟାତ୍ମିକ ମହୋତ୍ସବ
ବାଲେଶ୍ବର, ୨୨/୭(କୃଷ୍ଣ କୁମାର ମହାନ୍ତି) ଆଜି ବାଲେଶ୍ବର ଜିଲ୍ଲାର ଇମାମି ନଗର ସ୍ଥିତ ପବିତ୍ର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଏକ ଅତ୍ୟନ୍ତ ଭବ୍ୟ, ଗାମ୍ଭୀର୍ୟମୟ ଓ ଆଧ୍ୟାତ୍ମିକ ଉଜ୍ଜ୍ଵଳତାରେ ଭରିଥିବା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ସକାଳୁ ଠାରୁ ଭକ୍ତମାନଙ୍କର ଭିଡ଼ ଓ ଭକ୍ତିର…
ସରକାରଙ୍କ ସହ ସିଜେପି ର ଆରମ୍ଭ ହେବ ଆଲୋଚନା?: ଏହି ସର୍ତ୍ତ ରଖିଲା କକ୍ରୋଚ୍ ଜନତା ପାର୍ଟି
ନୂଆଦିଲ୍ଲୀ: ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କକ୍ରୋଚ୍ ଜନତା ପାର୍ଟି ମୁଖପାତ୍ର ସୌରଭ ଦାସ କହିଛନ୍ତି। ସେ କହିଛନ୍ତି ଯେ, ସରକାର ପୂର୍ବରୁ CJPଙ୍କ ଆଲୋଚନା ପାଇଁ ଇଚ୍ଛୁକତା ବିଷୟରେ ମିଛ କହିଥିଲେ। କିନ୍ତୁ ଏବେ ସରକାର ନିଜେ କହିଛନ୍ତି ଯେ, ସେମାନେ ଆଲୋଚନା…