Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏକବିଂଶ ଶତାବ୍ଦୀର ଭାରତୀୟ ରାଜନୀତିରେ ଯୁବ ଅଂଶଗ୍ରହଣର ଗୁରୁତ୍ୱପୂର୍ଣ୍ଣ ଭୂମିକା
ଏକବିଂଶ ଶତାବ୍ଦୀରେ, ଭାରତୀୟ ଯୁବପିଢ଼ି ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ, ପରିବର୍ତ୍ତନକାରୀ ଭୂମିକା ନେଇଛି, ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେଇଥିଲେ, ସ୍ୱାଧୀନତା ପରବର୍ତ୍ତୀ ଆନ୍ଦୋଳନଗୁଡ଼ିକର ନେତୃତ୍ୱ ନେଇଥିଲେ ଏବଂ ଗଣତାନ୍ତ୍ରିକ ସକ୍ରିୟତାକୁ ଆକାର ଦେଇଥିଲେ। ସେମାନେ ଗାନ୍ଧୀଙ୍କ ପରି…
ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍
ଭୁବନେଶ୍ୱର : ଡାକ୍ତରମାନଙ୍କ ସୁରକ୍ଷା ଲାଗି ରାଜ୍ୟସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ଲାଗି ରାଜ୍ୟର ୧୪ଟି ମେଡ଼ିକାଲ କଲେଜରେ ସିକ୍ୟୁରିଟି ଅଫିସର୍ ନିଯୁକ୍ତି ହେବେ । ଅତିରକ୍ତି ଏସ୍ପି, ଡିଏସ୍ପି କିମ୍ବା ଡେପୁଟି କମାଣ୍ଡାଣ୍ଟର୍ୟାଙ୍କର ଅଫିସର୍ଙ୍କୁ ଏନେଇ…
ଜବଦଖଲ ଉଚ୍ଛେଦ ବେଳେ ଗୋଟିଏ ଘରୁ ଶତାଧିକ LPG ସିଲିଣ୍ଡର ହେଲା ଠାବ
ଭୁବନେଶ୍ୱର : ଜବଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା । କାରଣ ବାହାରେ ସିଲିଣ୍ଡର ପାଇଁ ଲୋକେ ମୁଣ୍ଡଫଟା ଖରାରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ବସ୍ତିରୁ ମିଳିଲା ଶହ ଶହ ସିଲିଣ୍ଡର। ଭୁବନେଶ୍ୱର ଶ୍ୟାମପୁରରେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜବତ ହୋଇଛି ବିପୁଳ ପରିମାଣର…
ଆଜି ବିଜୁବାବୁଙ୍କ ତିରୋଧାନ ଦିବସ : ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା
ଭୁବନେଶ୍ୱର : ବିଜୁ ତିରୋଧାନ ଦିବସରେ ଏକାଠି ହେଲେ ବିଜୁ ଲିଗାସୀ ନେତା। ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ସୌମ୍ୟ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ରାଜନେତା ଏଥିରେ ଅଗ୍ରଣୀ ଭୂମିକା ନେଇଛନ୍ତି। ବିଜୁ ଅଗୁଗତ ଓ ବିଜୁ ପ୍ରେମୀ ଏକାଠି ହୋଇ ପାଳୁଛନ୍ତି ତିରୋଧାନ…
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ
ନୂଆଦିଲ୍ଲୀ : ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ। ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଐତିହାସିକ ଘଟଣା ରେକର୍ଡ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହରିବଂଶ ନାରାୟଣ ସିଂହଙ୍କୁ ଦିଆଯାଇଛି, ଯାହାଙ୍କୁ…
ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର । ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁ…
ସରଣ୍ଡାରେ ଏନ୍କାଉଣ୍ଟର : ୫ ଯବାନ ଆହତ
ରାଞ୍ଚି : ସରଣ୍ଡା ଜଙ୍ଗଲରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର ଆହତ ହୋଇଛନ୍ତି। ରାଞ୍ଚି ପୁଲିସ ଅଧୀକ୍ଷକ ଅମିତ ରେଣୁ ଏହି ମୁହାଁମୁହିଁ ଘଟଣାକୁ…
କଟକରୁ ଅପହରଣ , ପୁରୀରେ ଗଣଦୁଷ୍କର୍ମ!
କଟକ : କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍ ଏହି ଘଟଣାରେ ଯାଜପୁର ରୋଡ୍ ଷ୍ଟେସନରୁ ଜଣଙ୍କୁ ଗିରଫ କରିଛି।…
ଷଷ୍ଠ ଥର ଡ. ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ
ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଷଷ୍ଠ ଥର ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନ ଗୃହ କାର୍ଯ୍ୟ ପରିଚାଳନା ପାଇଁ ଡ. ପାତ୍ରଙ୍କ ସମେତ ସାଂସଦ ଡ. ଦିନେଶ ଶର୍ମା, ଏସ ଫାଗନନ କୋନ୍ୟାକ, ଏମ…
ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!
ନୂଆଦିଲ୍ଲୀ : ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି। କିନ୍ତୁ ଏବେ ଆଲୋଚନା ହେଉଛି ଯେ, କେନ୍ଦ୍ର ସରକାର ତାଙ୍କୁ Z ସୁରକ୍ଷା ପ୍ରଦାନ କରିପାରନ୍ତି। ଚଢାଙ୍କୁ ଦିଲ୍ଲୀ ଏବଂ ପଞ୍ଜାବରେ Z ସୁରକ୍ଷା ମିଳିବାର ସମ୍ଭାବନା ଥିବାବେଳେ ଅନ୍ୟତ୍ର Y-ପ୍ଲସ୍…