Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ସହରର ଲାଲ ଚୌକ ଅଞ୍ଚଳରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପୋଲିସକର୍ମୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ GMC ଅନନ୍ତନାଗକୁ…
ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ
ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ସହ ଜଡିତ ଏକ ଆବେଦନର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିବା ପରେ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଏହି ସମୟରେ ସୌରଭ ଦାସ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ…
ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ
ନୂଆଦିଲ୍ଲୀ: NEET ପେପର ଲିକ୍ ନେଇ ଛାତ୍ରଛାତ୍ରୀ ଏବଂ ବିରୋଧୀ ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ୍ ଧରିଛନ୍ତି। ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟି (CJP)ର “ସଂସଦ ଚଲୋ” ମାର୍ଚ୍ଚ ସମୟରେ ହୋଇଥିବା ଲାଠିଚାର୍ଜ ସମ୍ପର୍କରେ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ…
ବାହୁଡା ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ…
CMOରୁ ଫାଇଲ୍ ଗାୟବ ଘଟଣା: ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାର ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି କ୍ୟାପିଟାଲ୍ ଥାନା ପୋଲିସ। ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।ନୋଟିସ୍ ଅନୁଯାୟୀ, ଭି.କେ.…
ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ ; ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ: ଟ୍ରମ୍ପ
ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜ ଉପରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ କରିବ ବୋଲି ସେ କହିଛନ୍ତି।
ସୋସିଆଲ୍ ମିଡିଆ…
ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ
ରୋଡ଼ସ ଆଇଲ୍ୟାଣ୍ଡ ତା ୨୦.୦୭.ରିଖ ; ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା…
ରଥର ନାମ ଦେବଦଳନ
ରଥର ନାମ ଦେବଦଳନ
===============
ପୁଣ୍ୟକାବ୍ୟ ରାମାୟଣର କଥା l ଲଙ୍କାରେ ରାବଣ ପୁତ୍ର ଇନ୍ଦ୍ରଜିତ ସହ ଶ୍ରୀରାମଙ୍କ ମହାସଂଗ୍ରାମ ଲାଗି ଯାଇଥାଏ l ଯେତେ ଚେଷ୍ଠା କଲେ ମଧ୍ୟ, ମାୟାବୀ ଇନ୍ଦ୍ରଜିତକୁ ନିଧନକରିବା, ରାମଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥାଏ l ପ୍ରଭୁ ଚିନ୍ତିତ ହୋଇ ପଡ଼ିଲେ l…
ରଥର ନାମ ଦେବଦଳନ
ରଥର ନାମ ଦେବଦଳନ
===============
ପୁଣ୍ୟକାବ୍ୟ ରାମାୟଣର କଥା l ଲଙ୍କାରେ ରାବଣ ପୁତ୍ର ଇନ୍ଦ୍ରଜିତ ସହ ଶ୍ରୀରାମଙ୍କ ମହାସଂଗ୍ରାମ ଲାଗି ଯାଇଥାଏ l ଯେତେ ଚେଷ୍ଠା କଲେ ମଧ୍ୟ, ମାୟାବୀ ଇନ୍ଦ୍ରଜିତକୁ ନିଧନକରିବା, ରାମଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥାଏ l ପ୍ରଭୁ ଚିନ୍ତିତ ହୋଇ ପଡ଼ିଲେ l…
ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ ।
ମୋହନା,୨୧.୭(ମନୋଜ ପାଢ଼ୀ)-:ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ଅଡ଼ବା ଥାନା କେସ୍ ନଂ-୧୭୧/୨୦୨୬ରେ ମାମଲା ରୁଜୁ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅଡ଼ବା ପୋଲିସ ପାଣିଗଣ୍ଡା ଗ୍ରାମ ପଞ୍ଚାୟତ…