Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଳାବଜାରୀ ଲାଗି ଦୋକାନରେ ଥିଲା ସିଲିଣ୍ଡର। ଚଣ୍ଡିଖୋଲ ସ୍ବାଇଁ ମାର୍କେଟରେ ଯୋଗାଣ ବିଭାଗର ରେଡ୍।
ଯାଜପୁର : ଏକାସଙ୍ଗେ ଜବତ ହେଲା ୫୭ଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର। କିଛି ଫାଙ୍କା ସିଲିଣ୍ଡର ବି ମିଳିଛି। କଳାବଜାରୀ ଲାଗି ଗଛିତ ଥିବା ଏସବୁ ସିଲିଣ୍ଡରକୁ ଜବତ କରିଛି ଯାଜପୁର ଯୋଗାଣ ବିଭାଗ। ଚଣ୍ଡିଖୋଲ ସ୍ୱାଇଁ ମାର୍କେଟ ନିକଟରେ ଏକ ଦୋକାନ ଘରେ ଏସବୁ ମହଜୁଦ ରଖାଯାଇଥିଲା। ଯୋଗାଣ ବିଭାଗର…
ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳରେ ଟେଣ୍ଡର ଫିକ୍ସିଂ ଅଭିଯୋଗ।
ବଲାଙ୍ଗିର : ଚର୍ଚ୍ଚାରେ ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବା RD ବିଭାଗର ଟେଣ୍ଡର ଫିକ୍ସିଂ | ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣେ ଠିକାଦାରଙ୍କ ସମସ୍ତ ଯୋଗ୍ୟତା ସତ୍ୱେ, ବେଆଇନ ଭାବେ ତାଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି | ଟେଣ୍ଡର ଫିକ୍ସିଂ ଅଭିଯୋଗ…
ଫଟୋରେ ଖବର
ନୟାଗଡ଼ : ଅପ୍ରେଲ ୧୯ ତାରିଖ ଦିନ ନୟାଗଡ଼ ଜିଲ୍ଲା ସୁନାମୁହିଁ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ୧୯୮୬-୧୯୮୭ ମସିହା ବ୍ୟାଚ୍ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟ-ସନାତନ ମହାକୁଡ଼ ।
ସୂର୍ଯ୍ୟଙ୍କ ପ୍ରକୋପରେ ସିଝୁଛି ସାରା ଓଡ଼ିଶା।
ଭୁବନେଶ୍ୱର : ସୂର୍ଯ୍ୟଙ୍କ ପ୍ରକୋପରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଏବେ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ଆଜି ଦିନ ସାଢ଼େ ଦୁଇଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଉପରକୁ ଉଠିଛି।
ଆଜିର ତାପମାତ୍ରା ତାଲିକାକୁ ଦେଖିଲେ ଝାରସୁଗୁଡ଼ା ସବୁଠାରୁ…
ଗୁଜୁରାଟ ରେ ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ ତରଫରୁ ଉତ୍କଳ ଦିବସ ପାଳନ
ଗୁଜୁରାଟ : ଗୁଜୁରାଟ ବରୋଦା ଠାରେ ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ ତରଫରୁ ଉତ୍କଳ ଦିବସ ବହୁତ ଆଡ଼ମ୍ବ ରେ ପାଳନ କରାଯାଇଛି। ଏହି ଅନୁଷ୍ଠାନ ର ବହୁତ କାର୍ଯ୍ୟକର୍ତା ଙ୍କ ସହିତ ଗୁଜୁରାଟ ରେ ରହୁ ଥିବା ଓଡିଶା ର ଭାଇ ଭଉଣୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ…
‘ଭଲ କବିତାର ଖୋଜ୍’ ପକ୍ଷରୁ ଆୟୋଜିତ ହେଲା ବୈଶାଖୀ କବିତା ଆସର : କବି ଉତ୍ପଳ ମହାନ୍ତିଙ୍କ ଜନ୍ମଦିନ…
ବାଲେଶ୍ୱର, ୨୩/୪: (କୃଷ୍ଣ କୁମାର ମହାନ୍ତି) ଆଜି ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଡାଲଚିନି ହୋଟେଲ୍ ପରିସରରେ 'ଭଲ କବିତା ଖୋଜ୍' ପକ୍ଷରୁ ଏକ ସ୍ଵତନ୍ତ୍ର ବେଶାଖୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି।
ଏହି ଆସରରେ 'ଭଲ କବିତାର ଖୋଜ୍'ର ସମ୍ପାଦକ କବି ଉତ୍ପଳ ମହାନ୍ତିଙ୍କ ୫୫ତମ ଜନ୍ମଦିନ ପାଳିତ…
ମାଲକାନଗିରି କେସିସି ବ୍ୟାଙ୍କରେ କୋଟିଏ ଟଙ୍କାର ଘୋଟାଲା
ମାଲକାନଗିରି : ମାଲକାନଗିରି କେସିସି ବ୍ୟାଙ୍କରେ କୋଟିଏରୁ ଅଧିକ ଟଙ୍କାର ଘୋଟାଲା। ଥାନାରେ ଏତଲା ସହ ବ୍ୟାଙ୍କ ମ୍ୟାନଜରକୁ ନିଲମ୍ବନ କଲା ବିଭାଗ। ମାଲକାନଗିରି ଜିଲ୍ଲାର କେସିସି ବ୍ୟାଙ୍କର ଘୋଟାଲାର ପର୍ଦାଫାସ ହୋଇଛି। ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ୧ କୋଟି ୭ ଲକ୍ଷ ଟାଙ୍କର ଘୋଟାଲା…
ପ୍ଲଟ ବ୍ୟବସାୟୀ ସୁଧୀର ହତ୍ୟା କେସ୍ରେ ପୁତୁରା-ଝିଆରୀ ସହ ୮ ଗିରଫ
ବରହମପୁର: ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଏଇ 8 ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବାର ସୂଚନା ରହିଛି। ଆହୁରି ମଧ୍ୟ ଏଇ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ତେବେ ବ୍ୟବସାୟୀ ଜଣକ…
କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ।
କାମାକ୍ଷାନଗର : କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ। ପୋଲିସ ବାପା ଓ୨ ପୁଅଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତମାନେ ହେଲେ ବାପା ନିକୁଞ୍ଜ ରମଣ ଶତପଥୀ ଏବଂ ତାଙ୍କ ଦୁଇ ପୁଅ ଭାନୁପ୍ରକାଶ ଶତପଥୀ ଓ ଉଦିତ ସପ୍ନ ଶତପଥୀ l…
୨ ବର୍ଷ ଭିତରେ ଦ୍ବିତୀୟ ଥର ମିଳିପାରିବ ମାତୃତ୍ବକାଳୀନ ଛୁଟି
ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରଥମ ଥର ଛୁଟି ନେବାର ଦୁଇ ବର୍ଷ ଭିତରେ ପୁନଃ ମାତୃତ୍ବକାଳୀନ ଛୁଟି ନେବାକୁ ମନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ଏକ…