Browsing Category

ଓଡିଶା

ଇନ୍ଦ୍ରାବତୀକୁ ମିଳିଲା ଆଉ ଏକ ଝଟକା : ଉଠାଇ ନିଆଗଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟା

ତେନ୍ତୁଳିଖୁଣ୍ଟି, ୨୫ ଜୁଲାଇ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳ ପାଇଁ ଆଉ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ପତ୍ର ସଂଖ୍ୟା ୨୨୨୩୬, ତାରିଖ ୨୪/୦୭/୨୦୨୬ ଅନୁଯାୟୀ, ଇନ୍ଦ୍ରାବତୀରେ…

‘ଟାଇମ୍‍ପାସ୍‍’ ପୁସ୍ତକପର୍ବରେ ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ହେଲା ଲୋକାର୍ପିତ

ଭୁବନେଶ୍ୱର ୨୫/୭(କୃଷ୍ଣ କୁମାର ମହାନ୍ତି): ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କ ଫିଚର ପୁସ୍ତକ ‘ଅନନ୍ୟା ଅତୁଳନୀୟା’। ବିଶ୍ୱର ଅଶୀ ଜଣ…

ବାଲିଆପାଳରେ ଉଦଘାଟିତ ହେଲା ‘ଗ୍ରାମ ନିର୍ମାଣ’ ଜୀବିକାଧର୍ମୀ ପ୍ରଶିକ୍ଷଣ ଶିବିର 

ବାଲେଶ୍ଵର, ୨୫/୭(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ୍ ସ୍ଥିତ ନୟାବାଲି ଗ୍ରାମରେ 'ଯୁବ ବିକାଶ ସଂଗଠନ' ତରଫରୁ ଗ୍ରାମୀଣ ମହିଳାମାନଙ୍କ ଜୀବନଜୀବିକା ଉନ୍ନତି ପାଇଁ ବର୍ଷବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏଥିରେ ନୟାବାଲି, ଇକଡପାଳ ଓ ବିଷ୍ଣୁପୁର ଅଞ୍ଚଳର ଶତାଧିକ…

ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ କାହା ଚାପରେ ପୋଲିସର ନିଷ୍କ୍ରିୟତା ବିରୋଧରେ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର ତା 25/07/26 ଏବେବି କଙ୍ଗାରୁକୋର୍ଟ ସକ୍ରିୟ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବସନ୍ତପଡା ଗ୍ରାମରେ l ଏ ସମ୍ପର୍କ ରେ ଏକ ସାମ୍ବାଦିକ ସମ୍ମିଳନୀ ସଶକ୍ତ ଓଡିଶା ଭବନ ନୟାପଲ୍ଲୀ ଠାରେ ଆଗତ ହୋଇଥିଲା lଉକ୍ତ ଗ୍ରାମର…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର:କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବସମାଜ, ବିଶେଷକରି Gen Zଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ କରିଥିବା ଏକ ପୋଷ୍ଟରେ ଗଣତନ୍ତ୍ରରେ ଜନମତର ଗୁରୁତ୍ୱ ଉପରେ ଜୋର…

ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି

ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ପ୍ରତ୍ୟାହାର କଲା। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ ଆମର ତିନୋଟି ଦାବି ଥିଲା। ପ୍ରଧାନ ଇସ୍ତଫା ଦେଇଛନ୍ତି। ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ। ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହୋଇଥିଲା।…

ଇସ୍ତଫା ନିଷ୍ପତ୍ତି ଉଚ୍ଚ ନୀତି ଆଦର୍ଶର ପରିଚୟ:ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ କାର୍ଯ୍ୟକାଳକୁ ନେଇ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା କ୍ଷେତ୍ରରେ ଅନେକ ଐତିହାସିକ ଓ ଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି।…

ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର

ରାୟଗଡ଼ା( ଭି ଗୌରୀଶଙ୍କର ରାଓ ):ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ପରିବେଶ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି। କମ୍ପାନୀ ସ୍ୱାର୍ଥ ପାଇଁ ପ୍ରଶାସନ…

ପ୍ରୋଗ୍ରେସ ସଂସ୍ଥା ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ଼ା : (ଭି ଗୌରୀଶଙ୍କର ରାଓ)ରାୟଗଡ଼ା ର ବ୍ରାହ୍ମଣ ସାହି ସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ Progres ସଂସ୍ଥା ର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପୂଜିତା ଗରଡ଼ିଆ, ସଭା ନେତ୍ରୀ ଶ୍ରୀମତୀ ଜୟନ୍ତୀ ମହାନନ୍ଦିଆ, ପ୍ରଫୁଲ୍ଲ ମାଣ୍ଡାଙ୍ଗି, ଜିତୁ…

ପବିତ୍ର ବାହୁଡା଼ ଯାତ୍ରା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଆନୁକୁଲ୍ୟରେ ବହୁତ ଧୁମ୍ ଧାମ୍ ରେ ସମାପନ

ବରୋଦା, ତାରିଖ ୨୫.୦୭.୨୦୨୬ :ଗତକାଲି ପବିତ୍ର ବାହୁଡା଼ ଯାତ୍ରା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଆନୁକୁଲ୍ୟରେ ବହୁତ ଧୁମ୍ ଧାମ୍ ରେ ଧନୋରା ଗ୍ରାମରେ ସମାପନ ହୋଇ ଯାଇଛି। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ଭାଗ ନେଇ ଥିଲେ। ପ୍ରଭୁଙ୍କ ପାଖରେ ଗୀତ ଗୋବିନ୍ଦ, ଭଜନ ଇତ୍ୟାଦି…