Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ: ମନ୍ତ୍ରୀଙ୍କୁ ମୋଦୀଙ୍କ ପରାମର୍ଶ
ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ ମନ୍ତ୍ରୀମାନଙ୍କୁ ସରକାରୀ…
ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ, ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବେ ଅନୁମତି
ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏନେଇ ରାଜସ୍ୱ ଓ…
୨୦୨୮ ପୂର୍ବରୁ ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି
ଢାକା:ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ଥିବା ସତ୍ତ୍ୱେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଦ ଛାଡ଼ିଛନ୍ତି। ବଙ୍ଗଭବନର ଲେଟରହେଡ୍ରେ ବଙ୍ଗାଳୀ ଭାଷାରେ ଲେଖା ଇସ୍ତଫାପତ୍ରରେ…
ବାହୁଡ଼ା ଯାତ୍ରାରେ ଅଘଟଣ, ଗହଳିରେ ପଡ଼ି ଭକ୍ତଙ୍କ ମୃତ୍ୟୁ
ପୁରୀ: ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ରଥଯାତ୍ରା ଦେଖିବାକୁ ଆସିଥିବା ଜଣେ ଭକ୍ତ ଗହଳି ମଧ୍ୟରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ନାମ ଅବିରାମ ଦାସ (୫୭)। ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ଅବସରରେ ରଥ ଦର୍ଶନ ପାଇଁ…
ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକ ମୃତ – ସରକାରୀ ସାହାଯ୍ୟ ସହାୟତା ପ୍ରଦାନ କରିବା ପାଇଁ ଦାବି।
ଗଜପତି,୨୪.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଭୂବନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲପାଟ ଗ୍ରାମରେ ସଞ୍ଜୀବ ଗମାଙ୍ଗ ,ପିତା ଗିର୍ଜାନ ଗମାଙ୍ଗ ବୟସ ୨୭ ବର୍ଷ ଆଜି ସକାଳ ନିଜ ଗୃହରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବିଦ୍ୟୂତ ଆଘାତ ଲାଗିଥିଲା। ସେହି ସମୟରେ ତତ୍ କ୍ଷଣାତ…
କେନ୍ଦ୍ର ମନ୍ତ୍ରୀ ପଦରୁ ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା
ନୂଆଦିଲ୍ଲୀ:କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ରାଷ୍ଟ୍ରମନ୍ତ୍ରୀ ବିଟ୍ଟୁଙ୍କ ଇସ୍ତଫାପତ୍ରକୁ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ…
ପ୍ରଫେସର ରବିନାରାୟଣ ମିଶ୍ର ସ୍ମୃତି ବ୍ୟାଖ୍ୟାନ
ବ୍ରହ୍ମପୁର : ଗତ ୧୮.୦୭.୨୦୨୬ ଶନିବାର ଦିନ ରଙ୍ଗେଈଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ସ୍ମୃତି ବ୍ୟାଖ୍ୟାନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର…
ଲକ୍ଷାଧିକ ଭକ୍ତଙ୍କ ଜୟଧ୍ୱନିରେ ଇମାମି ନଗରରେ ଶେଷ ହେଲା ବାହୁଡ଼ା ଯାତ୍ରା : ରସଗୋଲା ଭୋଗ ଓ ନୀଳାଦ୍ରି ବିଜେରେ ହେଲା…
ବାଲେଶ୍ୱର, ୨୪/୭(କୃଷ୍ଣ କୁମାର ମହାନ୍ତି): ଶ୍ରଦ୍ଧା ଓ ଭକ୍ତିର ଅପୂର୍ବ ମିଳନ ମଧ୍ୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ବାଲଗୋପାଳପୁର ଶିଳ୍ପାଞ୍ଚଳର ଇମାମି ନଗରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ…
ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭିର ଶୋକସହ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର ତା 24/07/26 ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ଶତାୟୁ ପୁରୁଷ କେନ୍ଦ୍ରାପଡ଼ା ଜିଲ୍ଲାର ବିମ୍ବାଧର ମୁଦୁଲିଙ୍କ 102 ବର୍ଷ ବୟସରେ ବିୟୋଗ ଘଟିଛି l ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ବର୍ଗତ…
ବାଲେଶ୍ୱରରେ ଜଳବନ୍ଦୀ ସମସ୍ୟା ଦୂରୀକରଣ ଦିଗରେ ବଡ଼ ପଦକ୍ଷେପ : ସାଢେ ଆଠ କୋଟି ଟଙ୍କା ବ୍ୟୟରେ ୧୫ଟି ଡ୍ରେନ୍ ଓ କଲଭର୍ଟ…
ବାଲେଶ୍ୱର,୨୪/୭(କୃଷ୍ଣ କୁମାର ମହାନ୍ତି): ବର୍ଷା ଋତୁରେ ବାଲେଶ୍ୱର ସହରର ଦୀର୍ଘଦିନର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ ସାଢେ ଆଠ କୋଟି ଟଙ୍କା ବ୍ୟୟ ଅଟକଳରେ ସହରର ବିଭିନ୍ନ ଜଳବନ୍ଦୀପ୍ରବଣ ଅଞ୍ଚଳରେ ୧୫ଟି ନୂତନ ଡ୍ରେନ୍, କଲଭର୍ଟ ଓ…