Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅପମାନିତ ଦୁର୍ଯ୍ୟୋଧନ
ଅପମାନିତ ଦୁର୍ଯ୍ୟୋଧନ
==============
ପାଣ୍ତବ ମାନେ କପଟ ପଶା ଖେକରେ ରାଜ୍ଯହରା ହୋଇ ସର୍ତ୍ତ ସ୍ୱରୂପ ଯାଇ ଦ୍ବୈତ ବନରେ ବନବାସ କରୁଥାନ୍ତି l ଏହି ସମୟରେ ଦିନେ ମନ୍ଦମତି ଶକୁନି ଓ କର୍ଣ୍ଣ, ଦୁର୍ଯ୍ୟୋଧନଙ୍କୁ କହିଲେ, ତୁମେ ଦ୍ବୈତବନ ଯାତ୍ରାକରି ଆନନ୍ଦ ଲାଭପାଇଁ ଥରେ ପାଣ୍ଡବମାନଙ୍କ…
ଆସୁଛନ୍ତି ବାକ୍ୟଦେବୀ
ଆସୁଛନ୍ତି ବାକ୍ୟଦେବୀ
==============
ମରତରେ ଶୁଭିଲାଣି ଦିବ୍ୟ ବୀଣାଧ୍ଵନୀ l
ଆସୁଛନ୍ତି ବାକ୍ୟଦେବୀ ତୁଷାରବରନୀ ll
ବିଦ୍ୟା ଅଧିଷ୍ଠାତ୍ରୀ ମାଆ ମରାଳବାହନୀ l
ବୀଣାପୁସ୍ତକ ଧାରିଣୀ ବିଦ୍ୟାପ୍ରଦାୟିନୀ ll
ଶାରଦେ ବରଦେ ମାଆ କବିଙ୍କ ଜନନୀ l
କାବ୍ୟକଳା ଠାକୁରାଣୀ ଶୁଭ୍ରପଦ୍ମାସନୀ…
ଆମେ କେହିନୁହଁ ସବୁ ପ୍ରଭୁ ଶ୍ରୀରାମ
ଆମେ କେହିନୁହଁ ସବୁ ପ୍ରଭୁ ଶ୍ରୀରାମ
==================
ପ୍ରଭୁ ଶ୍ରୀରାମଙ୍କ ଲଙ୍କା ଅଭିଯାନ ସମୟର କଥା l ଲଙ୍କାକୁ ଯିବାପାଇଁ ବାନର ଓ ଭଲ୍ଲୁକ ମାନେ ବଡ଼ ବଡ଼ ପଥର ବୋହି ଆଣି ପାଞ୍ଚ ଦିନରେ ସେତୁବନ୍ଧ ନିର୍ମାଣ କରି ଦେଲେ l ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଥିବା, ନଳ ନୀଳ ସେତୁବନ୍ଧକୁ…
ନବଗ୍ରହ ବନ୍ଦନା
ନବଗ୍ରହ ବନ୍ଦନା
============
ସପ୍ତାହ ପ୍ରଥମ ବାର ଆଜି ରବିବାର l
ରବିଙ୍କୁ ବନ୍ଦିଲି ମୁହିଁ ଦେବ ଦିବାକର ll
ସୃଷ୍ଟି, ସ୍ଥିତି, ପ୍ରଳୟର ଅଟନ୍ତି ନିୟନ୍ତା l
ବିଶ୍ଵକର୍ମାଙ୍କର ଯିଏ ଅଟନ୍ତି ଜାମାତା ll
ଦ୍ଵିତୀୟେ ବନ୍ଦନାକଲି ମୁହିଁ ନିଶାକର l
ସର୍ବୌଷଧି ସ୍ରଷ୍ଟା ପୁଷ୍ଟିକର୍ତ୍ତା…
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନ ଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଠ ଅତିଥି ମାନଙ୍କ ଦ୍ୱାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ…
ଅସ୍ତମିତ ଶତାବ୍ଦୀର ସୂର୍ଯ୍ୟ
ଅସ୍ତମିତ ଶତାବ୍ଦୀର ସୂର୍ଯ୍ୟ
===============
ସେଦିନ ଥିଲା 1934 ମସିହା,ଫେବୃଆରୀ ମାସ 3 ତାରିଖ l ସମୟ ଥିଲା ରାତି ଘ 1.20 ମିନିଟ୍ l ଏକ ଅତି ଦୁଃଖଦ ଖବର ସାରା ଉତ୍କଳର ଜନ ମାନସକୁ ଚହଲାଇ ଦେଲା l ଓଡିଶା ନବ ଜାଗରଣର ଆଦି ରୂପକାର, ବିନ୍ଧାଣି, କୁଳବୃଦ୍ଧ ମଧୁସୂଦନଙ୍କ ଜୀବନ ପ୍ରଦୀପ…
ଶ୍ରୀକୃଷ୍ଣ କର୍ଣ୍ଣାମୃତ
ଶ୍ରୀକୃଷ୍ଣ କର୍ଣ୍ଣାମୃତ
=============
କସ୍ତୁରୀ ତିଳକ ଲଲାଟ ପଟଳେ
ବକ୍ଷେ କୋଉସ୍ତୁଭ ମଣି l
କରରେ କଙ୍କଣ ବେଣୁହସ୍ତେ ଶୋଭା
ନାସାଗ୍ରେ ମୁକ୍ତା ବସଣି ll
ହରି ଚନ୍ଦନକୁ ସର୍ବାଙ୍ଗରେ ବୋଳି
କଣ୍ଠ ଶୋଭା ମୁକ୍ତାବଳି l
ଶ୍ରୀଗୋପାଳ ଚୁଡ଼ାମଣି ମଧ୍ୟେ ବିଜେ
ବେଢ଼ିଛନ୍ତି ଗୋପ ବାଳି ll…
ବିଶ୍ୱ କର୍କଟ ଦିବସରେ ଦୌଡ଼ିଲା ଭୁବନେଶ୍ୱର
ସାରା ବିଶ୍ୱକୁ ବିପଦ ସାଜିଛି କର୍କଟ ରୋଗ। ଦୈନିକ ହଜାର ହଜାର ଲୋକ ଏହି ମାରାତ୍ମକ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ସାମାନ୍ୟ ସଚେତନ ହେଲେ ଏ ରୋକକୁ ମୁକିବିଲା କରିହେବ। ସେଇ ଜନ ସଚେତନତା ଉଦ୍ଦେଶ୍ୟରେ ଓଟିଭି ନେଇଥିଲା ସ୍ୱତନ୍ତ୍ର ପଦକ୍ଷେପ। ଆଜି ବିଶ୍ୱ କର୍କଟ ଦିବସ ଅବସରରେ…
ଓଡ଼ିଶା ସରକାର ଓ JNU ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଲୋକସେବା ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଓ ଜେଏନ୍ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।
ନୂଆଦିଲ୍ଲୀ ଜବାହାରଲାଲ ନେହରୁ…
ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି – ପ୍ରିୟଙ୍କା ଗାନ୍ଧୀ
ଡେସ୍କ: ପରିସଂଖ୍ୟାନ ଅନୁଯାୟୀ ଦେଶରେ ପ୍ରାୟ ୩୦ ଲକ୍ଷ ସରକାରୀ ପଦବୀ ଖାଲି ଅଛି। ଆମର କୋଟି କୋଟି ଯୁବକ ଚାକିରୀକୁ ଅପେକ୍ଷା କରିଛନ୍ତି, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ଏହି ପଦବୀ ପୂରଣ ପାଇଁ କେବଳ କହିବା ବ୍ୟତୀତ ଆଉ କିଛି କରିନାହାଁନ୍ତି ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା…